February 6, 2025

Odia Express

Here, There and Everywhere

ଠିଆ ହୋଇ ପାଣିପିଇଲେ ଆପଣଙ୍କ ଜୀବନ ପାଇଁ ବିପଦ ଆସିପାରେ, ଏହା ଦ୍ୱାରା ହେଉଥିବା କ୍ଷତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ..

ପାଣି ମଣିଷ ଶରିରପାଇଁ ଏକ ବହୁତ ହିଁ ଆବଶ୍ୟକ ତତ୍ତ୍ୱ ଅଟେ , ପାଣିପିଇବାର ଫାଇଦା ବିଷୟରେ ସମସ୍ତେ ଜାଣିଛନ୍ତି , ପୁରାଦିନରେ କେତେ ପାଣିପିଇବେ , ଓ ଏହାର କଣ ଫାଇଦା ଅଛି , ଆମକୁ ସବୁବେଳେ କୁହାଯାଈଛି କି ସବୁଦିନ ସକାଳୁ ଶୋଇକି ଉଠିବାପରେ ମୁହଁ ନଧୋଇ ଦୁଇ ଗିଲାସ ପାଣିପିଇବା ଉଚିତ୍ , ଏହା ଆମର ଶରିରକୁ ଉର୍ଜା ଦେଇଥାଏ , ଓ ଚେହେରାରେ ଚମକ ଆଣିଥାଏ , ଓ ଏହା ଶରିରରୁ ବର୍ଜ ବସ୍ତୁ ସବୁ ସଫା କରିଥାଏ , ଆମେ ସମସ୍ତେ ଜାଣିଛେ କି ଶରୀରକୁ ପାଣି କେତେ ଆବଶ୍ୟକ , କିନ୍ତୁ କଣ ଆପଣ ଜାଣିଛନ୍ତି କି ଆମକୁ ପାଣି କେତେ ଦରକାର , ଅଧିକାଂଶ ଲୋକେ କିନ୍ତୁ ଠିଆ ହୋଇ ପାଣି ପିଅନ୍ତି , ଯାହା ଶରୀର ପାଇଁ କୁପ୍ରଭାବ ପକାଇଥାଏ ।

 

ଆୟୁର୍ବେଦରେ ପାଣିପିଇବା ସମୟ ଓ ମାତ୍ରା କୁହାଯାଇଛି , ଯଦି ପାଣିକୁ ଭୁଲ୍ ତରିକାରେ ପିଇବେ ତେବେ ଅଧିକା ମାତ୍ରାରେ ପିଇଲେ ଏହା ଶରୀରପାଇଁ କ୍ଷତିକାରକ ହୋଇପାରେ । ଏହା ଦ୍ୱାରା ଆପଣ ହାର୍ଟ ଆଟାକ୍ ପରି ସମସ୍ୟାରୁ ବଞ୍ଚିପାରିବେ । ଶୋଇବା ପୂର୍ବରୁ ପାଣିପିଇବା ହାର୍ଟକୁ ନର୍ମାଲ୍ ରଖିଥାଏ । ଓ ହାର୍ଟ ଆଟାକ୍ ରୁ ରକ୍ଷା କରିଥାଏ ।

 

ଯେବେ ଆମେ ଠିଆ ହୋଇପାଣି ପିଇଥାଉ ତେବେ ଏହା ପ୍ରବାହ ଆମ ଶରିରକୁ ଆରାମରେ କରିଥାଏ , ସେମିତି ଏକ ବଡ ମାତ୍ରାରେ ତଳ ଖାଦ୍ୟ ନଳିରେ ଯାଇକରି ତଲ ପେଟ ଦ୍ୱାର ପାଖରେ ଛିଞ୍ଚିଥାଏ । ଯେବେ ଠିଆ ହୋଇକରି ପାଣି ପିଉ ତେବେ ଏହା ବିନା ଅଧିକା ଛାଣିହୋଇ ଚାଲିଯାଇଥାଏ। ଏହାର କାରଣରୁ ମୁତ୍ରାଶୟ କିମ୍ବା ରକ୍ତର ମଇଳା ଏକାଠି ହୋଇଯାଏ । ଯେଉଁଥିରେ ମୁତ୍ରାଶୟ କିମ୍ବା ହୃଦରୋଗ ସମସ୍ୟା ହୋଇଥାଏ।

Leave a Reply

Your email address will not be published. Required fields are marked *