October 18, 2024

Odia Express

Here, There and Everywhere

ABISHEK ବଚ୍ଚନ ଓ କରିସ୍ମା କପୁରଙ୍କ ହୋଇଯାଇଥିଲା ନିର୍ବନ୍ଧ, କିନ୍ତୁ ୪ ମାସ ପରେ ଏହି କାରଣ ପାଇଁ ଭାଙ୍ଗିଥିଲା ଏହି ସଂମ୍ପର୍କ

ଯେପରି ଆମେ ସମସ୍ତେ ଜାଣିଛେ କି ଅଭିଷେକ ବଚ୍ଚନ ପୁର୍ବ ମିସ୍ ୱାର୍ଲଡ୍ ଐଶ୍ୱର୍ଯ୍ୟା ରାୟଙ୍କ ସ୍ୱାମୀ ଅଟନ୍ତି କିନ୍ତୁ ଐଶ୍ୱର୍ଯ୍ୟା ରାୟ ଅଭିଷେକଙ୍କ ଜୀବନରେ ପ୍ରଥମ ପ୍ରେମ ନୁହେଁ ବରଂ ଅଭିଷେକଙ୍କ ପ୍ରଥମ ପ୍ରେମ ବଲିଉଡ ଇଣ୍ତଷ୍ଟ୍ରିର ଅଭିନେତ୍ରୀ କରିସ୍ମା କପୁର ଥିଲେ, ଏହି ଦୁହେଁଙ୍କ ପ୍ରେମ କାହାଣୀ ବିଷୟରେ ସବୁ ଦୁନିଆଁ ଜାଣିଛନ୍ତି, ଖବର ଅନୁସାରେ ଏମିତି କୁହାଯାଏ କି ଅଭିଷେକ ବଚ୍ଚନ ଓ କରିସ୍ମା କାପୁର ନିର୍ବନ୍ଧ ବି କରିନେଇଥିଲେ କିନ୍ତୁ ତାଙ୍କ ସଂମ୍ପର୍କ ବିବାହ ଯାଏଁ ପହଞ୍ଚିପାରିଲା ନାହିଁ । ଆପଣଙ୍କୁ କହିଦେବୁ କି ବଲିଉଡ୍ ଇଣ୍ତଷ୍ଟ୍ରିର ମହାନାୟକ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଓ କରିସ୍ମା କାପୁର ଜଣେ ଅନ୍ୟଙ୍କୁ ବହୁତ ଭଲ ପାଉଥିଲେ, ଓ ସେ ଦୁହେଁଙ୍କ ଯୋଡିକୁ ଲୋକେ ବହୁତ ପସନ୍ଦ କରୁଥିଲେ, ଏହି ଦୁହେଁ ପାଞ୍ଚ ବର୍ଷ ରିଲେସନସିପ୍ ରେ ଥିଲେ

କେହି ବି ଭାବିନଥିଲେ କି ଏହି ଦୁହେଁଙ୍କ ରିଲେସନସିପ୍ ବିବାହର ଏପରି ପରିସ୍ଥିତିରେ ଆସି ପହଞ୍ଚିଯିବ, ଦୁହେଁ ଅନ୍ୟଙ୍କୁ ଡେଟ୍ କରିବାପରେ ନିର୍ବନ୍ଧ ବି କରିନେଇଥିଲେ, କିନ୍ତୁ ଅଭିଷେକ ଓ କରିସ୍ମା କାପୁର ଙ୍କ୍ ବିବାହ ହୋଇପାରିଲା ନାହିଁ । ସେମିତି ଅଭିଷେକ ଓ କରିସ୍ମା କାପୁର ସଂମ୍ପର୍କ ଭାଙ୍ଗିବା କଥା ବହୁତ ବର୍ଷ ପୁରୁଣା ହୋଇସାରିଛି, କିନ୍ତୁ ଫ୍ୟାନ୍ସମାନେ ଏହା ଜାଣିବାକୁ ଉତ୍ସୁକ ରହନ୍ତି କି ଅଭିଷେକ ଓ କରିସ୍ମାଙ୍କ ନିର୍ବନ୍ଧ ହେବାପରେ ବି କିପରି ବ୍ରେକ୍ ଅଫ୍ ହେଲା, କଣ କାରଣ ଥିଲା ନିର୍ବନ୍ଧ ଭାଙ୍ଗିବାର, ତେବେ ଆସନ୍ତୁ ଜାଣିବା ଏହାର ପଛରେ କଣ କାରଣ ରହିଥିଲା ।

ଏମିତି କୁହାଯାଉଛି କି ଅଭିଷେକ ବଚ୍ଚନ ଓ କରିସ୍ମା କାପୁର ଜଣେ ଅନ୍ୟଙ୍କୁ ବିବାହ କରିବାକୁ ଚାହୁଁଥିଲେ, ଦୁହେଁ ବହୁତ୍ ଦିନ ଯାଏଁ ଡେଟ୍ ରେ ଥିଲେ, ଏମିତିରେ ସମସ୍ତଙ୍କୁ ଅପେକ୍ଷା ଥିଲା କି ଦୁହେଁ ବିବାହ କେବେ କରିନେବେ, ତାଙ୍କ ପରିବାର ଲୋକେ ବି ଏହି ସଂମ୍ପର୍କକୁ ମଞ୍ଜୁରି ଦେଇଥିଲେ କିନ୍ତୁ ତାଙ୍କ ଏହି ସଂମ୍ପର୍କ ବିବାହ ଯାଏଁ ପହଞ୍ଚିପାରିନଥିଲା, ଧୁମ୍ ଧାମ୍ ରେ ନିର୍ବନ୍ଧ ହେବାପରେ ବି ଏହି ସଂମ୍ପର୍କ ଭାଙ୍ଗିଗଲା । ଜଣାଯାଏ ଯେ ଅମିତାଭ ବଚ୍ଚନ ୬୦ ତମ ଜନ୍ମଦିବସରେ ଏକ ପ୍ରେସ୍ କନଫରରେନ୍ସ ମାଧ୍ୟମରେ ବଚ୍ଚନ ପରିବାର ଅଭିଷେକ ଓ କରିସ୍ମାଙ୍କ ଘୋଷଣା କରିଥିଲେ

ଆପଣଙ୍କୁ କହିଦେବୁ କି ଏହି ସମୟରେ ଜୟା ବଚ୍ଚନ କହିଲେ କି କରିସ୍ମା କାପୁର ତାଙ୍କ ପରିବାରର ବୋହୁ ହେବେ, ଏହାପରେ ଦୁହେଁଙ୍କ ଧୁମ୍ ଧାମ୍ ରେ ନିର୍ବନ୍ଧ ବି ହୋଇଗଲା, ସମସ୍ତଙ୍କୁ ଏହା ଲାଗୁଥିଲା କି ବହୁତ ଜଲଦି ଲୋକେ ଏହି ଭବ୍ୟ ବିବାହକୁ ଦେଖିବେ କିନ୍ତୁ ଯେପରି ନିର୍ବନ୍ଧର ୪ ମାସ ପରେ ସଂମ୍ପର୍କ ଭାଙ୍ଗିଗଲା ଏହି ଖବର ମିଡିଆରେ ବ୍ୟାପିଗଲା ଓ ବହୁତ ପ୍ରକାରର କଥା ଲୋକେ କରିବାକୁ ଲାଗିଲେ, ସେମିତି ଦୁହେଁ ପରିବାର ଲୋକ ଏହାର ପଛରେ କଣ କାରଣ ଥିଲା କେହି ଆଧିକାରିକ ରୁପରେ କହିନାହାନ୍ତି ।

ମିଡିଆ ରିପୋର୍ଟ୍ସ ଅନୁସାରେ ଜୟା ବଚ୍ଚନ ଏହା ଚାହୁଁନଥିଲେ କି କରିସ୍ମା କାପୁରଙ୍କ ବିବାହ ପରେ ଫିଲ୍ମରେ କାମ କରନ୍ତୁ, ସେହି ସମୟରେ କରିସ୍ମା କାପୁର କ୍ୟାରିୟରର ଶିଖରରେ ଥିଲେ, କରିସ୍ମା କାପୁର ବଲିଉଡ୍ ଇଣ୍ତଷ୍ଟ୍ରିରେ ଟପ୍ ଅଭିନେତ୍ରୀ ରୁପରେ ସାମିଲ୍ ଥିଲେ, ଫିଲ୍ମର ମାଧ୍ୟମରେ କରିସ୍ମା କାପୁର ଭଲ ଇନକମ୍ କରୁଥିଲେ । ଏମିତି କୁହାଯାଉଛି କି ଯେବେ ଅଭିଷେକ ବଚ୍ଚନ ଓ କରିସ୍ମା କାପୁରଙ୍କ ନିର୍ବନ୍ଧ ହେଲା ସେହି ସମୟରେ ଅଭିଷେକ ବଚ୍ଚନଙ୍କ ଫିଲ୍ମଗୁଡିକ ଫ୍ଲପ୍ ହେଉଥିଲା

ସେହି ସମୟରେ କରିସ୍ମା କାପୁରଙ୍କ ମା ବବିତା କାପୁର ଅଭିଷେକ ବଚ୍ଚନଙ୍କ ଫ୍ଲପ୍ କ୍ୟାରିୟରକୁ ନେଇକରି ଚିନ୍ତିତ ରହୁଥିଲେ, ତାଙ୍କୁ ଡର ଥିଲା ଅଭିଷେକ ବଚ୍ଚନ କ୍ୟାରିୟରରେ ସଫଳ ନହେଲେ ତେବେ କଣ ହେବ, ସେହି ସମୟରେ ବଚ୍ଚନ ପରିବାର ବି ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା । ତାଙ୍କର ପ୍ରଡକ୍ସନ୍ ହାଉସ୍ ଘାଟାରେ ଚାଲୁଥିଲା, ଏମିତି ସ୍ଥିତିରେ ବବିତା କରିସ୍ମା କାପୁରଙ୍କୁ ଅଭିଷେକଙ୍କ ସହ ବିବାହ ନ କରିବାକୁ ନେଇ ଉପଦେଶ ଦେଇଥିଲେ, ଏମିତି କୁହାଯାଏ କି ଅଭିଷେକ ବଚ୍ଚନ ଓ କରିସ୍ମା କାପୁରଙ୍କ ସଂମ୍ପର୍କ ଏହି କାରଣରୁ ଭାଙ୍ଗିଯାଇଥିଲା ।

ଯେବେ କରିସ୍ମା କାପୁରଙ୍କ ନିର୍ବନ୍ଧ ଅଭିଷେକ ବଚ୍ଚନଙ୍କ ସହ ଭାଙ୍ଗିଯାଇଥିଲା ତେବେ ଅଭିନେତ୍ରୀ ଦିଲ୍ଲୀର ଏକ ବିଜନେସ୍ ମ୍ୟାନ୍ ସଞ୍ଜୟ କାପୁରଙ୍କ ସହ ବିବାହ କରିଥିଲେ, କରିସ୍ମା କାପୁର ସଞ୍ଜୟ ଦତ୍ତଙ୍କ ଦୁଇଟି ଛୁଆ ଅଛନ୍ତି, ତାଙ୍କ ବୈବାହିକ ଜୀବନ ଠିକ୍ ଠାକ୍ ଚାଳୁନଥିଲା, ଅଧିକା ଦିନ ଯାଏଁ ତାଙ୍କ ବୈବାହିକ ଜୀବନ ସକ୍ରିୟ ନରହିବା ଯୋଗୁଁ ଦୁହେଁ ପରସ୍ପରଠାରୁ ଛାଡପତ୍ର ନେବାକୁ ନିଷ୍ପତ୍ତି କଲେ, ସେମିତି ଅନ୍ୟପଟେ ୨୦୦୭ ରେ ଅଭିଷେକ ବଚ୍ଚନ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିନେଲେ, ଐଶ୍ୱର୍ଯ୍ୟାଙ୍କ ଏକ ଝିଅ ଆରାଧ୍ୟା ଅଛି, ଯାହା ସୋସିଆଲ୍ ମିଡିଆରେ ସବୁବେଳେ ଚର୍ଚ୍ଚିତ ରୁହନ୍ତି ।

Leave a Reply

Your email address will not be published. Required fields are marked *