November 22, 2024

Odia Express

Here, There and Everywhere

କେବଳ ଶନିବାର ଦିନ ପିନ୍ଧନ୍ତୁ ଏହି ଖାସ୍ ଆଙ୍ଗୁଠି, ଶନିଦେବଙ୍କ କୃପାରୁ ସବୁ ମନୋକାମନା ହେବ ପୁରା..

ହିନ୍ଦୁ ଧର୍ମରେ ସପ୍ତାହର ସବୁଦିନ କିଛି ନା କିଛି ଦେବତାଙ୍କୁ ସମର୍ପିତ ହୋଇଥାଏ , ଉଦାହରଣ ପାଇଁ ସୋମବାର ଦିନ ଶିବଜୀଙ୍କ ପୁଜା କରାଯାଏ , ମଙ୍ଗଳବାର ଦିନ ହନୁମାନଜୀଙ୍କ ଦିନ ହୋଇଥାଏ ଯେବେ କି ବୁଧବାର ଦିନ ଗଣେଷଜୀଙ୍କ ଆରାଧନା କରନ୍ତି । ଏହି କଡିରେ ଶନିବାର ଦିନ ଖାସ୍ କରି ଶନିଦେବଙ୍କୁ ସମର୍ପିତ କରାଯାଇଛି , ସବୁ ଦେବତାଙ୍କ ମଧ୍ୟରେ ଶନିଙ୍କ ପ୍ରକୋପ ସବୁଠାରୁ ଖତରନାକ ହୋଇଥାଏ , ଥରେ ଯଦି ଶନି ରୁଷ୍ଟ ହୋଇଯିବେ ତେବେ ଆପଣଙ୍କ ଜୀବନରେ ବହୁତ ସାରା ଚିନ୍ତା ଆସିଯାଏ , ଏହି କାରଣରୁ ଲୋକେ ଶନିଦେବଙ୍କ ସାଢେ ସାତିକୁ ଡରିଥାନ୍ତି ।

କିନ୍ତୁ ଶନିଙ୍କ କ୍ରୋଧ ଯେତିକି ଖତରନାକ ହୋଇଥା , ସେତିକି ପ୍ରସନ୍ନତା ବି ଲାଭଦାୟକ ହୋଇଥାଏ , ଏମିତିରେ କିଛି ନିୟମକୁ ଧ୍ୟାନ ଦେବାକୁ ହେବ , ଯାହାକୁ ନେଇ ଶନିଦେବ ଆପଣଙ୍କୁ ପ୍ରସନ୍ନ ହୋଇପାରିବେ , ଏମିତି କୁହାଯାଏ କି ଶନି ଦେବଙ୍କୁ ଲୁହା ବହୁତ ପସନ୍ଦ ହୋଇଥାଏ , କିନ୍ତୁ ଏହାପରେ ବି ଆପଣଙ୍କୁ କେବେ ବି ଶନିବାର ଦିନ ଘରକୁ ଲୁହା ଆଣିବା ଦରକାର ନୁହେଁ , ଶନିବାରକୁ ଲୁହା ଆଣିଲେ ଘରେ କଳହ, ରୋଗାଗ୍ରସ୍ତ ଓ ଧନ ସଂବନ୍ଧିତ ହାନି ହେବାର ସଂମ୍ଭାବନା ଅଛି , କିନ୍ତୁ ଯଦି ଆପଣ ଲୁହା ଧାତୁରେ ତିଆରି କିଛି ବସ୍ତୁ ପୁଜା ପାଠ କରିବାପାଇଁ କିଛି ବିଧିବିଧାନ ପାଈଁ ଯାଉଛନ୍ତି , ସେହି ଶନିବାରକୁ ଆଣିବାପାଈଁ କିଛି କ୍ଷତି ହୋଇନଥାଏ ।

ଏହି କଥାକୁ ଧ୍ୟାନ ରଖି ଆଜି ଆମେ ଆପଣଙ୍କୁ କହିବୁ ଆପଣ ପୁଜା ପାଠ କରି ଏକ ଲୁହାର ବସ୍ତୁକୁ ଘରକୁ ଆଣିକରି ଶନିଦେବଙ୍କୁ ପ୍ରସନ୍ନ କରିପାରିବେ , ଏହି ଉପାୟ ଖାସ୍ କଥା ଏହା କି ଏଥିରୁ ଶନିଦେବଙ୍କ ପ୍ରସନ୍ନ ହେବେ ନାହିଁ , ବରଂ ଏଇ ବସ୍ତୁ ଭାଗ୍ୟକୁ ଚମକାଇବା ବି ସହାୟତା କରିବେ , ଆପଣଙ୍କୁ ଶନିବାର ଦିନରେ ଲୁହାର ତିଆରି ଆଙ୍ଗୁଠି ପିନ୍ଧନ୍ତୁ , ଆପଣଙ୍କୁ ଜଣେଇଦେବୁ କି କହିଦେବୁ କି ଏହି ଆଙ୍ଗୁଠି ଆପଣ କେଉଁ ସାଧାରଣ ଲୁହାରୁ ତିଆରି କରିବେ ନାହିଁ , ବରଂ ଏହା ଆପଣଙ୍କୁ ଘୋଡାର ନାଳରୁ ତିଆରି କରିବାକୁ ହେବ , ତେବେ ଆସନ୍ତୁ ଏହି ମୁଦି ତିଆରି କରିବାର ପୁରା ବିଧି କିପରି ଅଛି ଜାଣିବା ।

ଆପଣ ବଜାରରୁ କଳା ଘୋଡାର ନାଳ କିଣିଆଣନ୍ତୁ , ଏହି ଘୋଡାର ନାଳ ପୁଜା କରିବାପରେ ଏହା ଶନିଦେବଙ୍କ ମନ୍ଦିରରେ ଲୁଚାଇଦିଅନ୍ତୁ । ଏହି କାମ ଆପଣଙ୍କୁ ଶନିବାର ଦିନ ହିଁ କରିବେ , ଏହାର ପରେ ଆଗାମୀ ଦିନ କିମ୍ବା ଆଗାମୀ ଶନିବାର ଯାଇକରି ଘୋଡାର ନାଳ ଫେରାଇକରି ନିଜ ସାଥିରେ ଘରକୁ ଆଣନ୍ତୁ , ଯଦି ଆପଣ ଆଗାମୀ ଦିନ ଆଣନ୍ତୁ ତେବେ ସଂମ୍ଭାଳିକରି ରଖନ୍ତୁ ଘରେ , ଏହାକୁ ହାତରେ ପିନ୍ଧିଲେ ଆପଣଙ୍କୁ କମାରକୁ ଏହି ଘୋଡାର ନାଳକୁ ଦେଖିକରି ଏହାର ମାପରେ ଏକ ମୁଦି ବନାଇପାରିବେ ,

ଘୋଡାର ନାଳରୁ ତିଆରି ଏହି ମୁଦି ଆପଣ ଶନିବାର ଦିନ ଶନିଦେବଙ୍କ ଆରାଧନା କରିବାପରେ ଆଙ୍ଗୁଠିରେ ଧାରଣ କରନ୍ତୁ , ଏହାକୁ ପିନ୍ଧିଲେ ଭାଗ୍ୟ ଚାରିଗୁଣା ପ୍ରବଳ ହୋଇଯିବ , ତାହା ସହ ମନରେ ଯେତେ ମନୋକାମନା ଅଛି ତାହା ଅବଶ୍ୟ ପୁରା ହେବ , ଖାଲି ଏହିକଥାକୁ ଧ୍ୟାନ ଦେବେ କି ଯେବେ ଏହି ମୁଦି ପିନ୍ଧିଥିବେ ତେବେ ପର୍ଯ୍ୟନ୍ତ ଶନିବାର ଦିନ ଶନିଦେବଙ୍କ ବ୍ରତ ରଖିବାକୁ ହେବ ।

Leave a Reply

Your email address will not be published. Required fields are marked *