ଏହା ଅଟେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମଜାଦାର୍ ଜୋକ୍ସ – ସ୍ୱାମୀ ଓ ସ୍ତ୍ରୀ ଝଗଡା ହୋଇଗଲା , ଓ କଥା ଛାଡପତ୍ର ଯାଏଁ ଚାଲି ଆସିଲା , ଜର୍ଜ : ତୁମେ ତୁମ ସ୍ୱାମୀଙ୍କୁ କଣ ପାଇଁ ଛାଡପତ୍ର ଦେବାକୁ ଚାହୁଁଛ , ସ୍ତ୍ରୀ : ମୋତେ…
ଆଜି ଏହି କର୍ମବ୍ୟସ୍ତ ଜୀବନରେ ଲୋକ ନିଜ କାମରେ ଏତେ ବ୍ୟସ୍ତ ହୋଇସାରିଛନ୍ତି କି ତାଙ୍କୁ ହସିବା ଭୁଲି ଯାଇଛନ୍ତି , ଆଜି ଆମର ଜୀବନରେ ବହୁତ ସାରା ସମସ୍ୟା ଅଛି ଯାହା ଆମକୁ ସବୁଦିନ ଜୀବନରେ ସାମ୍ନା କରିବାକୁ ପଡିଥାଏ , ଯିଏକି ନିଜ କ୍ୟାରିୟର ପାଇଁ ଚିନ୍ତିତ ରୁହନ୍ତି ଓ ଆଉ କିଏ ଚାକିରି ପାଇଁ କିଏ ନିଜ ସଂମ୍ପର୍କକୁ ନେଇ ଖୁସି ନାହିଁ , ଓ କିଏ ନିଜ ଛୁଆଙ୍କ ଭବିଷ୍ୟକୁ ନେଇକରି ଚିନ୍ତିତ ରହିଥାଏ , କିନ୍ତୁ ଏହି ଚିନ୍ତାର ଜୀବନରେ ଦରକାର ହୋଇଥାଏ ।
୧) ଦୁନିଆଁର ସବୁଠାରୁ ଖତରନାକ ପଶୁ ହରିଣ ଅଟେ । ଯିଏକି ସତ୍ୟଯୁଗରେ ଶ୍ରୀରାମ ଓ କଳିଯୁଗରେ ସଲମାନ ଙ୍କ ଜୀବନ ହାରାମ୍ କରିଥିଲା ।
୨) ଜେଜେମା ଗୀତା ପଢୁଥିବାର ଦେଖି ନାତି ନିଜ ମାକୁ ପଚାରିଲା କି ମା ଜେଜେମା କେଉଁ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି , ମା : ପୁଅ ଫାଇନାଲ୍ ଇୟର୍ ପ୍ରସ୍ତୁତି ଚାଲୁଛି ।
୩) ବାପା : ପୁଅ ତୋର ପରୀକ୍ଷାର ରେଜଲ୍ଟ କଣ ହେଲା ? ପପୁ : ବାପା ୮୦ ପ୍ରତିଶତ ଆସିଲା , ବାପା : କିନ୍ତୁ ମାର୍କସିଟ୍ ରେ ୪୦ ପ୍ରତିଶତ ଲେଖାଯାଇଚି , ପପୁ : ବାକି ୪୦ ପ୍ରତିଶତ ଆଧାର୍ କାର୍ଡ ଲିଙ୍କ୍ ହୋଇଗଲେ ସିଧା ବ୍ୟାଙ୍କ୍ ଏକାଉଣ୍ଟକୁ ଚାଲି ଆସିବ ।
୪) ସାଙ୍ଗକୁ ଦେଖାକରିବାକୁ ଯାଇ ମେଡିକାଲ୍ ଯିବାରୁ ସେ କହିଲା : ଦର୍ଦେ ଦିଲୋଁ କେ କମ୍ ହୋ ଜାତେ , ସେବ୍ କେ ବଦଲେ ସିଗାରେଟ୍ ଲେ ଆତେ ।
୫) ସ୍ତ୍ରୀ : ଯେଉଁ ଲୋକ ମଦ ପିଇକରି ଆସେ ତାହାପାଇଁ ମୋର ମନରେ କିଛି ବି ହମଦର୍ଦି ନାହିଁ । ସ୍ୱାମୀ : ଯାହାକୁ ସବୁଦିନ ମଦ ମିଳିଯାଏ , ତାହାକୁ ତୁମର ହମଦର୍ଦୀର ଦରକାର ନାହିଁ ।
୬) ସଚ୍ଚା ବନ୍ଧୁ ସେମାନେ ହୋଇଥାନ୍ତି ଯେଉଁମାନେ ସାହାଯ୍ୟ କରିବା ପୂର୍ବରୁ ଦୁନିଆଁ ସାରା ଗାଳି ଦେଇଥାନ୍ତି ।
୭) ଡାକ୍ତର : ଆପଣଙ୍କ ତିନୋଟି ଦାନ୍ତ କିପରି ଭାଙ୍ଗିଗଲା ? ରୋଗୀ : ସ୍ତ୍ରୀ କଡା ରୁଟି ବନାଇଥିଲେ, ଡାକ୍ତର : ଖାଇବାକୁ ତାହାଲେ ମନା କରିଦେଇଥାନ୍ତ , ରୋଗୀ : ହଁ ସାର୍ ତାହା ହିଁ କଲି ।
୮) ସ୍ୱାମୀ ଓ ସ୍ତ୍ରୀ ଝଗଡା ହୋଇଗଲା , ଓ କଥା ଛାଡପତ୍ର ଯାଏଁ ଚାଲି ଆସିଲା , ଜର୍ଜ : ତୁମେ ତୁମ ସ୍ୱାମୀଙ୍କୁ କଣ ପାଇଁ ଛାଡପତ୍ର ଦେବାକୁ ଚାହୁଁଛ , ସ୍ତ୍ରୀ : ମୋତେ ତାଙ୍କ ସାଥିରେ ରହିବାର କଦାପି ଇଚ୍ଛା ନାହୀଁ , ଜର୍ଜ : କିନ୍ତୁ ତୁମର ସ୍ୱାମୀ କବାଡି ଚାମ୍ପିୟନ୍ ଅଟେ, ସ୍ତ୍ରୀ : ଏହା ତ ଅସୁବିଧା , ମୁଁ ତାଙ୍କୁ ବାଡେଇବା ପାଇଁ ଗୋଡ଼ାଇବା ବେଳେ ସେ ମୋତେ ଖାଲି ଛୁଇଁକରି ଦୌଡି ପଳାଉଛି ।