March 20, 2025

Odia Express

Here, There and Everywhere

ଏବେ ହେଲିକାପ୍ଟରରେ କନ୍ୟାକୁ ଆଣିବା ହେଲା ଆହୁରି ସହଜ, ଶସ୍ତାରେ ଭଡା ନେଇପାରିବେ Bihar ର ଏହି Nano ହେଲିକାପ୍ଟର

ଭାରତୀୟ ସମାଜରେ ବାହାଘର କରାଇବା ଏକ ମହତ୍ତ୍ୱପୁର୍ଣ୍ଣ ଫଇସଲା ବୋଲି ଜଣାଯାଏ, ଆସିବା ଦିନରୁ ସୋସିଆଳ୍ ମିଡିଆରେ ବାହାଘର ସହ ଯୋଡି ହୋଇଥିବା କିଛି ନା କିଛି ଖବର ଭାଇରାଲ୍ ହୋଇଥାଏ, ଏଥିରେ ବର କନ୍ୟାର ଏଣ୍ଟ୍ରିରୁ ନେଇକରି ବରଣମାଳା ପର୍ଯ୍ୟନ୍ତ ଓ ଡ୍ୟାନ୍ସ ଭିଡିଓ ବି ସାମିଲ୍ ଅଛି, ସବୁ ବ୍ୟକ୍ତିର ଏହି ସ୍ୱପ୍ନ ହୋଇଥାଏ କି ସେ ନିଜ ବାହାଘରକୁ କିଛି ସ୍ପେଶାଲ୍ ଭାବେ କରୁ, ଯାହାକି ଦେଖିବା ଲୋକଙ୍କୁ ସ୍ମରଣୀୟ ହୋଇ ରହୁ, ଏବେ ବଦଳୁଥିବା ସମୟର ସହ ବର ରାଜାର ଏଣ୍ଟ୍ରି କରିବାର ତରିକା ବଦଳିଯାଇଛି

ଏବେ ବର ରାଜା ରଥ କାର୍ ସହ ହେଲିକାପ୍ଟର ବି ଉପଯୋଗ କରୁଛି, ନିଜ କନ୍ୟାକୁ ଘରୁ ଆଣିବାପାଇଁ ଏହି ତରିକା ବହୁତ ମହଙ୍ଗା ହୋଇଛି, ଓ ସମସ୍ତଙ୍କ ପାଇଁ ଫିଟ୍ ହୁଏ ନାହୀଁ, କିନ୍ତୁ ପଶ୍ଚିମ ବିହାରର ଚମ୍ପାରଣ ଜିଲ୍ଲାର ବଗହା ଏକ ମିସ୍ତ୍ରୀ ଏହି କଥାର ସମାଧାନ ବାହାର କରିଦେଇଛନ୍ତି ।ବଗହା ରେ ରହୁଥିବା ଗାଡି ମିସ୍ତ୍ରୀ ଯାହାଙ୍କ ନାଁ ଗୁଡୁ ଶର୍ମା ଅଟେ

ସେ ଏକ ନାନୋ କାର୍ ହେଲିକାପ୍ଟରରେ ରୁପାନ୍ତର କରିଦେଇଛନ୍ତି, ଏବେ ଏହି ନାନୋ କାର୍ ଉପଯୋଗ ବର ନିଜ ବାହାଘରକୁ ସ୍ମରଣୀୟ କରିବାପାଇଁ କରିପାରିବେ, କିନ୍ତୁ ଏହି କଥାରେ ଏକ ଟ୍ୱିଷ୍ଟ୍ ଅଛି, ଏହି ହେଲିକାପ୍ଟର ଆକାଶରେ ନୁହେଁ ବରଂ ରାସ୍ତାରେ ଦୌଡୁଥିବାର ଦେଖାଦେବ, ଡିଜିଟାଲ୍ ଦୁନିଆଁରେ ଏହି ହେଲିକାପ୍ଟର ଭାରତର ଏକ ଜ୍ୱଳନ୍ତ ମିଶାଳ୍ ଅଟେ

ଏହାର ପ୍ରସ୍ତୁତି କରିଥିବା ମିସ୍ତ୍ରୀ ଗୁଡୁ ଶର୍ମାଙ୍କ କହିବା କଥା କି ଏହି ହେଲିକାପ୍ଟର ତିଆରି କରିବାରେ ପ୍ରାଅ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି, ସେମିତି ଏହି ହେଲିକାପ୍ଟର ହାଇଟେକ୍ ଆକାର ଦିଆଯିବ, ତେବେ ଏଥିରେ ଆହୁରି ୧,୫ ଲକ୍ଷ ଟଙ୍କା ଖର୍ଚ୍ଚ ଆସିଯିବ, କିନ୍ତୁ ଏହି ହେଲିକାପ୍ଟର ସମସ୍ତଙ୍କ୍ ବଜେଟ୍ ରେ ସହଜରେ ଫିଟ୍ ହୋଇଯିବ

ବର ନିଜ କନ୍ୟାକୁ ହେଲିକାପ୍ଟରରେ ଆଣିବା ସ୍ୱପ୍ନ ସାକାର ହୋଈଜିବ ।କହିଦେବୁ କି ନାନୋ ଗାଡିରୁ ତିଆରି ଏହି ହେଲିକାପ୍ଟର ପ୍ରସ୍ତୁତ ହେବାପରେ ଲୋକେ ଏହାର ଅଧିକା ଡିମାଣ୍ତ କରିବେ, ଏବେ ଯାହାର ଇଚ୍ଛା ହେବ, ନିଜ ନୁଆ ବୋହୁକୁ ହେଲିକାପ୍ଟରରେ ବସାଇକରି ଘରକୁ ନେଇପାରିବ, କିନ୍ତୁ ମହଙ୍ଗାଇର ଏହି ସମୟରେ ହେଲିକ୍ଟାପ୍ଟର କନ୍ୟାକୁ ଆକାଶର ଉଚ୍ଚତାରେ ନୁହେଁ ବରଂ ରାସ୍ତାରେ ନେଇକରି ଯିବ

କିନ୍ତୁ ଏବେ ଗୋଟେ କଥା କହିପାରିବା କି ବର ସହଜ ଓ ଶସ୍ତା ତରିକାରେ ବରଯାତ୍ରୀ ନେଇକରି ନିଜ କନ୍ୟାକୁ ନିଜ ଘର ଯାଏଁ ପହଞ୍ଚାଇପାରିବ ।ସେମିତି ସମସ୍ତଙ୍କ ସ୍ୱପ୍ନ ହୋଇଥାଏ କି ତାର ବାହାଘର୍ ଅନୋଖା ତରିକାରେ ହେଉ, ଓ ବହୁତ ସ୍ମରଣିୟ ହେଉ, କାରଣ ବାହାଘର ଜୀବନରେ ଥରେ ମାତ୍ର ହୋଇଥାଏ

ଗୁଡୁ ଶର୍ମାଙ୍କ ଦ୍ୱାରା ତିଆରି ହୋଇଥିବା ହେଲିକାପ୍ଟର ଏବେ ବହୁତ ଲୋକଙ୍କ ସ୍ୱପ୍ନକୁ ସାକାରକରାଇବ, କାରଣ ବହୁତ ଲୋକଙ୍କ ସ୍ୱପ୍ନ ହୋଇଥାଏ କି ସେ ଏକ ହେଲିକାପ୍ଟରରେ ବସାଇକରି କନ୍ୟାକୁ ନିଜ ଘରକୁ ନେଇକରି ଯିବେ, କିନ୍ତୁ ବଜେଟ୍ ଅଧିକା ହେବା ଯୋଗୁଁ ହେଲିକାପ୍ଟରରେ ନେଇଯିବା ସ୍ୱପ୍ନ ପୁରା ହୋଇପାରେ ନାହିଁ, କିନ୍ତୁ ଏବେ ରାସ୍ତାରେ ଦୌଡୁଥିବା ହେଲିକାପ୍ଟର ଶସ୍ତା ହେବ, ଯାହାର କାରଣରୁ ସମସ୍ତେ ହେଲିକାପ୍ଟରରେ ବରଯାତ୍ରୀ ନେବାର ସ୍ୱପ୍ନ ସାକାର ହୋଇପାରିବ ।

Leave a Reply

Your email address will not be published. Required fields are marked *