July 14, 2024

Odia Express

Here, There and Everywhere

ତାରକ୍ ମେହେଟ୍ଟା କା ଉଲଟା ଚଷମାର୍ ଫେମ୍ Nidhi bhanushali କ୍ରପ୍ ଟପ୍ ଫଟୋ କରିଲେ ସେୟାର୍, ଫଟୋ ଦେଖିକରି ଫ୍ୟାନ୍ସଙ୍କ ହୃଦୟ ଗଲା ତରଳି

ଟିଭି ଜଗତର ପପୁଲାର୍ ଶୋ ତାରକ୍ ମେହେଟ୍ଟା କା ଉଲଟା ଚଷମା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥାଏ । ଏହି ଶୋର ଷ୍ଟାର୍ କାଷ୍ଟ ଦର୍ଶକଙ୍କୁ ଅଧିକା ପସନ୍ଦ ଲାଗେ, ଏହି ଶୋ ଘରେ ଘରେ ଦେଖାଯାଉଥିବା ଶୋ ଅଟେ, ଏଥିରେ ଅଭିନୟ କରୁଥିବା ସବୁ ଭୁମିକାକୁ ଦର୍ଶକ ବହୁତ ଭଲ ପାଇବା ଦେଇଥିବାର ନଜର ଆସନ୍ତି, ଏହି ସିରିଆଲରେ ଏମିତି କିଛି ଭୁମିକା ଅଛି ଯାହା ସିରିଆଲ୍ ର କାରଣରୁ କମ୍ ବର୍ଂ ନିଜ ସୋସିଆଳ୍ ମିଡିଆ ଏକାଉଣ୍ଟରେ ସକ୍ରିୟ ରହିବା କାରଣରୁ ଅଧିକା ଜଣାଯାଆନ୍ତି, ଏମିତିରେ ଏହି ଶୋରେ ଆରମ୍ଭରୁ ଭୁମିକା ନିଭାଉଥିବା ବାଳ କଳାକାର୍ ନିଧି ଭାନୁଶାଳୀ ଅଛନ୍ତି ଯିଏକି ଅଧିକା ସୋସିଆଲ୍ ମିଡିଆରେ ବହୁତ ଅଧିକା ଭାଇରାଲ୍ ହୋଇଛନ୍ତି, ଓ ନିଜ ବିନ୍ଦାସ୍ ଅନ୍ଦାଜ ପାଇଁ ଜଣାଯାଆନ୍ତି, ଶୋରେ ଦମଦାର୍ ଭୁମିକା ନିଭାଇକରି ହୃଦୟରେ ସେ ରାଜ୍ କରିଛନ୍ତି, କିନ୍ତୁ ସୋସିଆଳ୍ ମୀଡିଆରେ ନିଜ ଫଟୋସେୟାର୍ କରି ସବୁଦିନ ଲୋକଙ୍କୁ ନିଜ ଦିୱାନା ବନାଉଛନ୍ତି ।

କିଛି ସମୟ ପୁର୍ବରୁ ନିଧି ନିଜ ସୋସିଆଲ୍ ମିଡିଆ ଏକାଉଣ୍ଟ୍ ଇନଷ୍ଟାଗ୍ରାମରେ ନିଜର କିଛି ଫଟୋ ସେୟାର୍ କରିଥିଲେ, ଯାହାକୁ ଦେଖିବାପରେ ଫ୍ୟାନ୍ସ ବହୁତ ପ୍ରଶଂସା କରୁଛନ୍ତି, ଓ ଏହି ଫଟୋ ସୋସିଆଲ୍ ମିଡିଆରେ ବହୁତ ଟ୍ରେଣ୍ତ କରିବାରେ ଲାଗିଛି, ଯଦି ଏହିଫଟୋରେ ନିଧିଙ୍କ ଆଉଟଫିଟ୍ କଥା କହିବା  ଅଭିନେତ୍ରୀ କ୍ରପ୍ ଟି ସର୍ଟ ଓ ହାଫ୍ ସର୍ଟରେ ବହୁତ ସୁନ୍ଦର ଦେଖାଯାଊଛନ୍ତି, ଏହି ଫଟୋକୁ ସେୟାର୍ କରି ନିଧି ବହୁତ ବଢିଆ କ୍ୟାପସନ୍ ଲେଖିଥିଲେ,  ଏହାକୁ ଦେଖି ଫ୍ୟାନ୍ସଙ୍କ ହୃଦୟକୁ ବହୁତ ଦିୱାନା ବନାଇଥିଲେ,ଏହି ଫଟୋକୁ ବହୁତ ପ୍ରଶଂସା କରାଯାଊଛି

ଆପଣଙ୍କୁ କହିଦେବୁ କି ତାରକ୍ ମେହେଟ୍ଟା କା ଉଲଟା ଚଷମା ଶୋ ସୋନି ଟିଭିରେ ପ୍ରସାରିତ ହେଉଥିବା ଟିଭି ସିରିଆଲ୍ ରେ ସୋନୁଙ୍କ ଭୁମିକା ଝିଲ୍ ମେହେଟା ନିଭାଉଥିଲେ କିନ୍ତୁ ପରେ ୨୦୧୨ ରେ ନିଧି ଝିଲ୍ ଙ୍କୁ ରିପ୍ଲେସ୍ କରି ଦମଦାର୍ ଭୁମିକା ଦେଖାଇଥିଲେ, ନିଧିଙ୍କୁ ସୋନୁଙ୍କ ରୋଲରେ ଦର୍ଶକମାନେ ବହୁତ ସାରାଭଲ ପାଇବା ଦେଲେ, ଏହି ଅଭିନୟ ଦର୍ଶକଙ୍କୁ ବହୁତ ଅଧିକା ପସନ୍ଦ ଆସିଲା, ୨୦୧୯ ରେ ନିଜ ପାଠପଢାକ୍ ନେଇ ନିଧି ଏହି ସିରିଆଲ୍ କୁ ସବୁଦିନ ପାଇଁ ଅଲବିଦା କହିଦେଲେ ଯାହାପରେ ନିଧିଙ୍କ ସ୍ଥାନରେ ପଲକ ସିଧବାନୀ ଏହି ଶୋରେ ସୋନୁର ଭୁମିକା ନିଭାଇଥିବାର ଦେଖାଯାଇଥିଲେ

ଏବେ ଏହି ଶୋରେ ପଲକ ସୋନୁଙ୍କ ଭୁମିକା ନିଭାଉଥିବାର୍ ଦେଖାଯାଇଥିଲା, ଓ ଏହି ଭୁମିକା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଲା, ସେମିତି ସେ ଏହି ଭୁମିକାକୁ ବହୁତ ସୁନ୍ଦର ଭାବେ ଉପସ୍ଥାପନାକରିଛନ୍ତି । ସୁଚନାପାଇଁ କହିଦେବୁ କି ତାରକ୍ ମେହେଟ୍ଟା କା ଉଲଟା ଚଷମା ସୋନିରେ ପ୍ରସାରିତ ହେଉଥିବା ପ୍ରୋଗ୍ରାମ ଅଟେ ଏହି ସିରିଆଲ୍ ଦର୍ଶକଙ୍କୁ ଅଧିକା ପସନ୍ଦ କରାଯାଏ । ଏହା ଏକ କମେଡି ଶୋ ଅଟେ, ଯାହାକୁ ଘରେ ଘରେ ଦେଖାଯାଏ, ଏହି ଶୋରେ ନିଭାଉଥିବା ସବୁ ଲୋକଙ୍କ ବହୁତ ଭଲ ପାଇବା ଦେଉଥିବାର ନଜର୍ ଆସେ, ଓ ସବୁ ନିଜ ଭୁମିକାକୁ ଭଲ ତରିକାରେ ନିଭାଉଛନ୍ତି ।

Leave a Reply

Your email address will not be published. Required fields are marked *