February 12, 2025

Odia Express

Here, There and Everywhere

ବାହାଘରର କିଛି ଦିନ ପରେ ସ୍ୱାମୀଙ୍କ ହୋଇଗଲା ମୃତ୍ୟୁ, ଭାଉଜଙ୍କ ସାଙ୍ଗରେ ଦିଅର କଲେ ବିବାହ ପୁନଃବିବାହ (Remarriage) କଲେ ମହିଳା କିନ୍ତୁ ତାପରେ ଯାହା ହେଲା..

1 min read

ପୁଅ ହେଉ କିମ୍ବା ଝିଅ ଦୁହେଁଙ୍କୁ ନିଜ ବାହାଘରକୁ ନେଇକରି ବହୁତ କିଛି ସ୍ୱପ୍ନ ରହିଥାଏ , ସମସ୍ତେ ଏହା ଚାହଁନ୍ତି କି ତାଙ୍କ ଜୀବନସାଥି ସବୁବେଳେ ତାଙ୍କ ସାଙ୍ଗରେ ରହୁ, ଓ ସେମାନେ ହସିଖୁସି ଜୀବନ ବ୍ୟତିତକରିବେ, ବିବାହର ବନ୍ଧନକୁ ବହୁତ ପବିତ୍ର ମାନାଯାଇଛି, ଏହି ସଂମ୍ପର୍କ ସାତ ଜନ୍ମର ପର୍ଯ୍ୟନ୍ତ ଚାଲିବା ସଂମ୍ପର୍କ ବୋଲି ମାନାଯାଈଛି, ଯେବେ ପୁଅ-ଝିଅର ବାହାଘର ବନ୍ଧନରେ ବାନ୍ଧି ହୋଇଯାଆନ୍ତି, ତେବେ ସେ ନିଜ ନୁଆ ଜୀବନର ଆରମ୍ଭ କରିବାକୁ ଲାଗନ୍ତି, ଓ ଜୀବନସାରା ଜଣେ ଅନ୍ୟଙ୍କ ସବୁ ପରିସ୍ଥିତିରେ ସାଥିଦେବାପାଇଁ ପ୍ରତିଜ୍ଞା କରନ୍ତି । ଯେପରି ଆମେ ସମସ୍ତେ ଜାଣିଛେ କି ବିବାହିତ ଜୀବନରେ ବହୁତ ସାରା ଉତଥାନ ପତନ ଦେଖିବାକୁ ମିଳେ

କେବେ ବିବାହିତ ଜୀବନ ହସଖୁସିରେ ବ୍ୟତିତ ହୋଇଥାଏ ତେବେ କେବେ ଅସୁବିଧା ବି ହେବାକୁ ଲାଗେ, କିନ୍ତୁ ଜଦି କେଉଁ ଝିଅର ସ୍ୱାମୀ କିଛି ଦିନ ପରେ ଏହି ଦୁନିଆଁ ଛାଡିକରି ଚାଲିଯାଏ ତେବେ ସେ ଝିଅପାଇଁ ଦୁଃଖଦ ହୋଇଥାଏ, ସ୍ୱାମୀ ଚାଲିଯିବାପରେ ଝିଅର ଉପରେ କଣ କଟେ ଏହା ତା ଠାରୁ ଅଧିକା କେହି ବି ଜାଣିପାରିବେ ନାହିଁ, ଆପଣ ଏମିତି ବୁଝିପାରିବେ କି ସ୍ୱାମୀଙ୍କୁ ହରାଇବାପରେ ଝିଅର ଜୀବନ ନର୍କ ପରି ହୋଇଯାଏ ।କମ୍ ବୟସରେ ଝିଅ ବିଧବା ହୋଇଯିବା ବହୁତ ଦୁଃଖଦ ହୋଇଥାଏ, ଜୀବନରେ ବହୁତ ବଡ ହୋଇଥାଏ ଓ ଏକେଲା ଜୀବନସାଥୀ ବିନା କାଟିବା ବହୁତ ମୁସକିଲ୍ ହୋଇଥାଏ

ସମାଜରେ ବିଧବା ମହିଳାଙ୍କ ଉପରେ ବହୁତଥର ଅତ୍ୟାଚାର କରାଯାଉଥିବାର୍ ନଜର ଆସେ, ପ୍ରାଚିନ ସମୟରେ ବହୁତ ଭୁଲ୍ ପ୍ରଥାର କାରଣରୁ ବିଧବା ମହିଳାଙ୍କ ଉପରେ ଅତ୍ୟାଚାର କରାଯାଉଥିଲା, କିନ୍ତୁ ଆଜିକାଲି ଆଧୁନିକ କାଳରେ ଶିକ୍ଷିତ ସମାଜରେ ବିଧବା ପୁନଃବିବାହ ଖରାପ ଭାବନ୍ତି ନାହିଁ, କିନ୍ତୁ କିଛି କଟ୍ଟର୍ ଧାର୍ମିକ ଲୋକ ଓ ଗାଉଁଲି, ଅଶିକ୍ଷିତ ସମାଜରେ ବିଧବାଙ୍କ ଦଶା ଏବେ ବି ଶୋଚନୀୟ ହୋଇଛି । ଯେଉଁ ଲୋକ ପୁନଃ ବିବାହକୁ ଅଶୁଭ କିମ୍ବା ଶାନର ବିପକ୍ଷରେ ଭାବନ୍ତି ତାଙ୍କୁ ଅଖିଳ ଭାରତୀୟ କ୍ଷତ୍ରୀୟ ମହାସଭାର ବାନ୍ଦା ଶାଖା ଏକ ନୁଆ ରାସ୍ତା ଦେଖାଇଛି, ହଁ ଆଜ୍ଞା, ଏହି ମହାସଭା ଏକ ବଡ ଭୁମିକା ନିଭାଇଛନ୍ତି

କ୍ଷତ୍ରିୟ ସମାଜରେ ତାଙ୍କ ପୁଅ ଓ ଝିଅ ଅଛନ୍ତି ଯେଉଁଥିରେ ସବୁ କୁରିତିକୁ ପଛରେ ପକାଇ ସ୍ୱାମୀ ଓ ଭାଉଜକୁ ସ୍ତ୍ରୀ ରୁପେ ସ୍ୱିକାର କରାଯାଇଛି ।ଆପଣଙ୍କୁ କହିଦେବୁ କି ଏବେ ଗତ ଶନିବାର ଦିନ ବିଧବା ବିବାହ ପୁରା ଶାନ ଓ ଯାକଜମକରେ ଭବ୍ୟ ମ୍ୟାରେଜ୍ ହଲରେ ହେଲା, ସେମିତି ଖାସକରି ବୁନ୍ଦେଲଖଣ୍ତରେ ବିଧବା ପୁନଃବିବାହର ରୀତିନିତି ବିଲକୁଲ୍ ନାହୀଁ, କିନ୍ତୁ ଏହି ସବୁ ପୁରୁଣା ମାନ୍ୟତାକୁ କ୍ଷତ୍ରିୟ ମହାସଭା କୁ ହଟାଇ ସମସ୍ତଙ୍କୁ ଏକ ନୁଆ ସନ୍ଦେଶ ଦେଇଛନ୍ତି, ଏବେ ବିଧବା ବନ୍ଦନା ସିଂ ନିଜ ଦିଅର ଶୁଭମ୍ ସିଂ ଓରଫ୍ ମନୀଷଙ୍କ ସହ ସାତଫେରା ନେଇଛନ୍ତି, ଯାହାର ପ୍ରମାଣ ଶନିବାର ସଂନ୍ଧ୍ୟାରେ ଜଣାପଡିଥିଲା ।

ବିବାହର୍ ଏହି ଶୁଭ ଉତ୍ସବରେ ଦୁହେଁ ପକ୍ଷର ଖାନଦାନ୍ ଓ ବ୍ୟବହାରୀ ଆସିଥିଲେ, ଜୟମାଳା ପିନ୍ଧିକରି ବନ୍ଦନା ସି ନିଜ ଦିଅର ଶୁଭମ ସିଂ ଙ୍କୁ ଜୀବନସାଥୀ ବନାଇଦେଲେ, ସେମିତି ଶୁଭ ମୁହୁର୍ତ୍ତରେ ଶୁଭମ୍ ସିଂ ନିଜ ଭାଉଜ ରହିଥିବା ବନ୍ଦନାଙ୍କୁ ନିଜ ସ୍ତ୍ରୀର ଦର୍ଜା ଦେଲେ, ଏହା ସହ କ୍ଷତ୍ରିୟ ସମାଜରେ ଏକ ନୁଆ ଆରମ୍ଭ ହୋଇଗଲା, ବର ବଧୁ ଦୁହେଁ ଙ୍କୁ କ୍ଷତ୍ରିୟ ମହାସଭାର ବାନ୍ଦା ଜିଲ୍ଲାଧ୍ୟକ୍ଷ୍ୟ ନରେନ୍ଦ୍ର ସିଂ ପରିହାର ସହିତ ମହାସଭାର ସବୁ ପଦଧିକାରୀ ଆଶିର୍ବାଦ ଦେଲେ, ଏହା ସହ ଏହା କୁହାଗଲା କି ବୁନ୍ଦେଲି ମାଟିରେ ଆରମ୍ଭ ହୋଇଥିବା ଏହି ଶୁଭକାର୍ଯ୍ୟ ଦେଶ ପ୍ରଦେଶ ପର୍ଯ୍ୟନ୍ତ ପ୍ରଚାର କରାଯିବ

ଶନିବାର ଦିନ ଦିଅର ସହ ସାତ ଫେରା ନେବା ପୁର୍ବରୁ ବିଧବା ପୁନଃ ବିବାହ କରିଥିବା ବନ୍ଦନା କହିଲେ କି ବିବାହର କିଛି ମାସ ପୁର୍ବରୁ ତାଙ୍କ ସ୍ୱାମୀ ଦୁନିଆଁ ଛାଡି ଚାଲିଯାଇଥିଲେ, ଯାହାପରେ ତାଙ୍କ ଜୀବନରେ ନିରାଶା ଭରିଗଲା, କିନ୍ତୁ ଶାଶୁ-ଶଶୁର ସହିତ ଶଶୁରଘର ସବୁ ସଦସ୍ୟ ତାଙ୍କ ସାଥ୍ ଦେଲେ, ସେ ଏକ ପଟେ ବନ୍ଦନାଙ୍କୁ ସଙ୍କଟ ମୋଚନ ଭାବେ ଜଣାଗଲେ, ବନ୍ଦନା ନିଜ ଶଶୁରଘରକୁ ବହୁତ ପ୍ରଶଂସା କରିଛନ୍ତି, ଓ ସେ ଏହା ବି କହିଲେ କି ତାଙ୍କ ଶଶୁରଘର ମାହୋଲ୍ ନିଜ ବାପଘର୍ ଠାରୁ ଭଲ ଅଟେ, ଆଉଥରେ ସେ ପରିବାରଶଶୁଘର ରୁପେ ବନ୍ଦନାଙ୍କୁ ମିଳିଲା, ଯାହାପାଇଁ ସେ ବହୁତ ଖୁସି ଜଣାଇଥିଲେ।

Leave a Reply

Your email address will not be published. Required fields are marked *