July 14, 2024

Odia Express

Here, There and Everywhere

Anuska ଶର୍ମାଙ୍କ ପୁର୍ବରୁ ଏହି ଅଭିନେତ୍ରୀଙ୍କ ସହ ପ୍ରେମ କରିସାରିଛନ୍ତି ବିରାଟ କୋହଲି, ଜାଣନ୍ତୁ କଣ ହୋଇଥିଲା ବ୍ରେକ୍ ଅଫ୍

1 min read

କ୍ରିକେଟ୍ ଦୁନିଆଁରେ ବିରାଟ କୋହଲି ଏକ ଏମିତି ଖେଳାଳୀ ଅଟନ୍ତି । ଯାହାଙ୍କୁ ସମସ୍ତେ ଭଲ ଭାବରେ ଜାଣିଥାନ୍ତି, ଭାରତୀୟ କ୍ରିକେଟ୍ ଟିମ୍ ସଚିନ୍ ତେନ୍ଦୁଲକର ଓ ମହେନ୍ଦ୍ର ସିଂ ଧୋନୀ ଙ୍କ ପରେ ଯେଉଁ ଖେଳାଳୀ ଭାରତୀୟ କ୍ରିକେଟ୍ ଟିମ୍ ମଜବୁତି ଦେଇଥିଲେ, ଓ ନିଜର ପ୍ରତିଷ୍ଠା ବନାଇଥିଲେ, ସେ ବିରାଟ କୋହଲି ଅଟନ୍ତି । ବିରାଟ କୋହଲି ନିଜ ଶାନଦାର୍ ପ୍ରଦର୍ଶନରୁ ଦେଶ ଓ ଦୁନିଆଁରେ ଏକ ନୁଆ ପରିଚୟ ସୃଷ୍ଟି କରିଥିଲେ, ଛୋଟରୁ ନେଇକରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ସେ ଏକ ଅଲଗା ଜାଗା ବନାଇଥିଲେ, ଦେଶର ସବୁ ଲୋକ ବିରାଟ କୋହଲିଙ୍କୁ ବହୁତ ଭଲ ପାଆନ୍ତି । ୫ ନଭେମ୍ବର ୧୯୮୮ କୁ ଜନ୍ମ ନେଇଥିବା ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ଓ ଶାନଦାର୍ କ୍ରିକେଟିୟର୍ ବିରାଟ କୋହଲି ୩୩ ବର୍ଷ ହୋଇସାରିଛି, ବିରାଟ କୋହଲି ଭାରତୀୟ କ୍ରିକେଟ୍ ବ୍ୟାକ୍ ବୋନ୍ ବି କୁହାଯାଏ , ସେ ଡାହାଣ ହାତି ବ୍ୟାଟ୍ସମ୍ୟାନ୍ ଅଟନ୍ତି, ବିରାଟ କୋହଲିଙ୍କ ଷ୍ଟାଇଲ୍ ଓ ବ୍ୟାଟିଙ୍ଗର କୋଟିଏ ପ୍ରଶଂସକ ଅଛନ୍ତି, ଖାସ୍ କରି ଝିଅମାନେ ତାଙ୍କ ଦିୱାନୀ ଅଟନ୍ତି କିନ୍ତୁ ବିରାଟ କୋହଲି ଅଭିନେତ୍ରି ଅନୁଷ୍କା ଶର୍ମାଙ୍କ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି, କହିଦେବୁ କି ଅନୁଷ୍କା ଶର୍ମାଙ୍କୁ ବାହାହେବା ପୁର୍ବରୁ ବିରାଟ କୋହଲିଙ୍କ ନାଁ ବହୁତ ଝିଅଙ୍କରସହ ଯୋଡାଯାଇଛି, ଆଜି ଆମେ ଏହି ଲେଖ ମାଧ୍ୟମରେ ବିରାଟ କୋହଲିଙ୍କର କଥିତ ଗାର୍ଲଫ୍ରେଣ୍ତଙ୍କ ବିଷୟରେ ସୁଚନା ଦେବୁ ।

୧) ତମନ୍ନା ଭାଟ୍ଟିଆ- ବିରାଟ କୋହଲିଙ୍କ ନାଁ ବାହୁବଳୀ ଫେମ୍ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ସହ ଯୋଡାଯାଇଛି, ଯେବେ ବିରାଟ୍ କୋହଲି ଓ ତମନ୍ନା ଭାଟିଆ ଏକ ବିଜ୍ଞାପନ ପାଇଁ ଆସିଥିଲେ ତେବେ ସେହି ସମୟରେ ଏହି ଦୁହେଁଙ୍କର ନାଁ ଚର୍ଚ୍ଚିତ ହୋଇଥିଲା, ତମନ୍ନା ଭାଟ୍ଟିଆଙ୍କ ସୁନ୍ଦରତା ଉପରେ ବିରାଟ କୋହଲି ଫିଦା ହୋଇଯାଇଥିଲେ, ଦୁହେଁ ୨୦୧୨ ରେ ଜଣେ ଅନ୍ୟଙ୍କୁ ଡେଟ୍ କରିବାକୁ ଲାଗିଥିଲେ, କିନ୍ତୁ ଦୁହେଁଙ୍କ ପରେ ନିଜ କାମରେ ବ୍ୟସ୍ତ ହୋଇଥିଲେ, ଯାହାକୁ ନେଇ ଏହି ଦୁହେଁ ଜଣେ ଅନ୍ୟଙ୍କ ଠାରୁ ଅଲଗା ହୋଇଗଲେ ।

୨) ସଞ୍ଜନା ଗଲରାନୀ- ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ଓ ଶାନଦାର୍ କ୍ରିକେଟିୟର୍ ବିରାଟ କୋହଲିଙ୍କ ନାଁ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ଅଭିନେତ୍ରୀଙ୍କ ସହ ଜୋଡାଯାଇଛି, ସେହି ଅଭିନେତ୍ରୀଙ୍କ ମଧ୍ୟରୁ ସଞ୍ଜନା ଗଲରାନୀଙ୍କନାଁ ବି ଆସେ, ହଁ ଆଜ୍ଞା, ବିରାଟ କୋହଲି ସଞ୍ଜନା ଗଲରାନୀଙ୍କ ସହ ଟେନିସ୍ ଖେଳିବା ଓ ଲଙ୍ଗ୍ ଡ୍ରାଇଭ୍ ରେ ଯିବାକୁ ପସନ୍ଦ କରୁଥିଲେ, ଓ ଏହି ଦୁହେଁ ବହୁତ ଜାଗାରେ ଏକା ସାଙ୍ଗେ ଦେଖା ହୋଇଛନ୍ତି, କିନ୍ତୁ ଏହି ଦୁହେଁଙ୍କ ରିଲେସନସିପ୍ ଅଧିକା ସମୟ ଚାଲିପାରିଲା ନାହିଁ, ଓ ଜଣେ ଅନ୍ୟଙ୍କ ଠାରୁ ଅଲଗା ହୋଇଗଲେ ।

୩) ସାକ୍ଷୀ ଅଗ୍ରୱାଲ- ସାଉଥ୍ ଫିଲ୍ମର୍ ଜଣାଶୁଣା ଅଭିନେତ୍ରୀ ସାକ୍ଷୀ ଅଗ୍ରୱାଲଙ୍କ ସହ ବିରାଟ କୋହଲିଙ୍କ ନାଁ ଯୋଡାଯାଈଛି, ଆପଣଙ୍କୁ କହିଦେବୁ କି ବିରାଟ କୋହଲିଙ୍କ ପ୍ରଥମ ପ୍ରେମ ସାକ୍ଷୀ ଅଗ୍ରୱାଲ ଥିଲେ କିନ୍ତୁ ଏହି ଦୁହେଁଙ୍କ ଏହି ସଂମ୍ପର୍କ ଅଧିକା ଦିନ ଚାଲିପାରିଲା ନାହିଁ, ଓ ଜଲଦି ସେମାନେ ପରସ୍ପର ଠାରୁ ଅଲଗା ହୋଇଗଲେ।

୪) ଇଜାବେଲ୍ ଲିଟେ- ବିରାଟ କୋହଲିଙ୍କ ନାଁ ବ୍ରାଜିଲର୍ ଅଭିନେତ୍ରୀ ଇଜାବେଲ୍ ଲିଟେଙ୍କ ସହ ଯୋଡାଯାଇଛି, ବିରାଟ କୋହଲି ତାଙ୍କୁ ଏକ ବିଜନେସ୍ ପାର୍ଟିରେ ସାକ୍ଷାତ୍ କରିଥିଲେ, ସେ ଭାରତ ରାଜପୁରୋହିତ ଫିଲ୍ମରେ ସ୍କିକ୍ସଟିମ୍ ରେ ଅଭିନୟ କରିବାକୁ ଆସିଥିଲେ, ଓ ସେ ଫିଲ୍ମର ପ୍ରମୋଶନ ପାଇଁ ଦେଢ ବର୍ଷ ଭାରତରେ ରହିଥିଲେ, ଏହି ମଧ୍ୟରେ ଦୁହେଁଙ୍କ ମଧ୍ୟରେ ବନ୍ଧୁଆ ହୋଇଯାଇଥିଲା, ରିପୋର୍ଟ୍ ଅନୁସାରେ ଏମିତି କୁହାଯାଏ କି ଦୁହେଁ ସିଙ୍ଗାପୁରରେ ଡେଟ୍ କରିଥିବାର୍ ନଜର ଆସିଥିଲେ, କିନ୍ତୁ ଏହି ଦୁହେଁଙ୍କ ସଂମ୍ପର୍କ ଅଧିକା ଦିନ ଚାଲିପାରିଲା ନାହିଁ ଓ ପରସ୍ପର ଠାରୁ ଅଲଗା ହୋଇଗଲେ ।

୫) ସାରା ଜୈନ- ବିରାଟ କୋହଲିଙ୍କ୍ ନାଁ ସାରା ଜୈନଙ୍କ ସହ ଯୋଡାଯାଇଛି, ଏହି ଦୁହେଁ ବହୁତଥର ପାର୍ଟିରେ ଦେଖାଯାଈହି, କିନ୍ତୁପରେ ସାରା ବିଜି ସିଡ୍ୟୁଲ୍ କାରଣରୁ ଏମାନଙ୍କ ସଂମ୍ପର୍କ ଭାଙ୍ଗିଯାଇଥିଲା ।

୬) ଅନୁଷ୍କା ଶର୍ମା- ୨୦୧୩ ରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ୍ କୋହଲିଙ୍କ ସାକ୍ଷାତ ହୋଇଥିଲା, ଏହି ସମୟରେ ସେ ଏକ ସ୍ୟାମ୍ପୁର ବିଜ୍ଞାପନ କରୁଥିଲେ, ଏହି ଦୁହେଁ ଡେଟିଙ୍ଗ୍ କରିବାକୁ ଲାଗିଲେ, ପରିଶେଷରେ ଏହି ଦୁହେଁ ୨୦୧୭ ରେ ବିବାହ କରିନେଲେ, ବିରାଟ କୋହଲି ଓ ଅନୁଷ୍କାଙ୍କ ଝିଅ ବାମିକା ଅଟନ୍ତି ।

Leave a Reply

Your email address will not be published. Required fields are marked *