March 20, 2025

Odia Express

Here, There and Everywhere

ପବ୍ଲିକ୍ ସ୍କୁଲର ଟୟଲେଟ୍ ରେ ଫେଣା ଖୋଲି ବସିଥିଲା King Kobra ସାପ, ଦେଖନ୍ତୁ କଣ ହେଲା ଯେବେ ଛୁଆମାନେ ଦେଖିଲେ

1 min read

ସୋସିଆଲ୍ ମିଡିଆ ଏମିତି ଏକ ଜାଗା ଅଟେ ଯେଉଁଠି ଆମେ ନାନାପ୍ରକାରର ଜିନିଷ ଦେଖିବାକୁ ପାଇଥାଉ, ବହୁତ ଜିନିଷକୁ ଦେଖିକରି ମନକୁ ଖୁସି ମିଳିଥାଏ । ତେବେ କିଛି ଜିନିଷ ଏମିତି ହୋଇଥାଏ ଯାହାକୁ ଦେଖିବାପରେ ଲୋକେ ଭାବୁକ ହୋଇଯାଆନ୍ତି, ସେମିତି କିଛି ଜିନିଷ ଏମିତି ଦେଖିବାକୁ ମିଳିଯାଏ ଯାହାକୁ ଦେଖିବାପରେ ଲୋକଙ୍କ ମନରେ ଭୟ ଆସିଯାଏ, ସେମିତି ଦେଖିବାକୁ ଗଲେ ସବୁଦିନ ସୋସିଆଲ୍ ମିଡିଆରେ କିଛି ନା କିଛି ଫଟୋ ଭାଇରାଲ୍ ତ ହୋଇଥାଏ, ଏହି ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଫଟୋ ବହୁତ ଭାଇରାଲ୍ ହେଉଛି, ଯେଉଁଥିରେ ଦେଖିପାରିବେ କି ଏକ କିଙ୍ଗ୍ କୋବ୍ରା ଫେଣା ଦେଖାଇ ଟୟଲେଟ୍ ରେ ବସିଥିବାର ନଜର ଆସୁଥିବ, ଯେପରି ଆମେ ଜାଣିଛେ କି ବର୍ଷାର ଦିନ ଚାଲୁଛି

ଏମିତି ସ୍ଥିତିରେ ମାଟିରେ ପୋକଜୋକ ସାପ ଆଦି ବାହାରକୁ ବାହାରିଥାନ୍ତି , ଓ ସେମାନେ କେଉଁ ସୁଖିଲା ଓ ଗରମ ଜାଗାର ଅନ୍ୱେଷଣରେ ଏପଟ ସେପଟ ବୁଲିଥାନ୍ତି, ଯେପରି ତାଙ୍କୁ କେଉଁ ଭଲ ଜାଗା ମିଳୀଯାଏ ତେବେ ସେଠାରେ ସେମାନେ ନିଜର ଡେରା ପକାଇଦିଅନ୍ତି, ଏହି କାରଣରୁ ବର୍ଷାର ଦିନରେ ପୋକଜୋକ ଅଧିକା ଦେଖିବାକୁ ମିଳିଯାଏ , ତେବେ ବହୁତ ଥର ଲୋକଙ୍କ ଘରେ ସାପ ବି ପଶିଯାଆନ୍ତି, ଏତିକି ନୁହେଁ ବରଂ ମୋଟରସାଇକେଲ୍ ରେ ଓ କାରର ବୋର୍ଣ୍ଣେଟ୍ ରେ ବି ସାପ ବସିଥିବାର ଦେଖାଯାଏ , ବର୍ଷାଦିନରେ ଆମେ ସବୁ ଲୋକ ବହୁତ ସାବଧାନ ଓ ସତର୍କ ରହିବା ଉଚିତ୍କା

ରଣ ଏହି ସମୟରେ ପୋକଜୋକ ଓ ସାପରୁ ଆମମାନଙ୍କୁ ବିପଦ ରହିଥାଏ, ଏହି ମଧ୍ୟରେ ଏହି ସନ୍ଦେଶ ଦେବାପାଇଁ ଏକ ଟ୍ୱିଟର ୟୁଜର୍ ଏକ ଆଶ୍ଚର୍ଯ୍ୟକର ଫଟୋ ସେୟାର୍ କରିଥିଲେ । ସୋସିଆଲ୍ ମିଡିଆରେ ଯେଉଁ ଫଟୋ ଭାଇରାଲ୍ ହେଉଛି ସେଥିରେ ଆପଣ ଦେଖିପାରୁଥିବେ କି ଏକ ନାଗ ସାପ ଦେଖାଯାଉଛି, ଯିଏ ବାଥରୁମରେ ବସିଛି, ଏହି କିଙ୍ଗ୍ କୋବ୍ରା ଫ୍ଲସ୍ ହୋଇଥିବା ଜାଗାରେ ବସିଥିବାର ଦେଖାଯାଉଛି, ତାକୁ ଦେଖିକରି ଏମିତି ଲାଗୁଛି କି ଏବେ ଯେମିତି ଆକ୍ରମଣ୍ କରିଦେବ, ସୋସିଆଲ୍ ମିଡିଆରେ ଏମିତି ବହୁତ ଲୋକ ଅଛନ୍ତି ଯିଏକି ଏହି ଫଟୋକୁ ଦେଖିକରି ବହୁତ ଭଲ ଭୀତ ହୋଇଛନ୍ତି, ସେମିତି କିଛି ସୋସିଆଲ୍ ମିଡିଆର ୟୁଜର୍ସ ଏମିତି ଅଛନ୍ତି ଯିଏକି ଏହି ଫଟୋକୁ ମଜାକିଆ ଟିପଣୀ କରିଥିବାର ନଜର୍ ଆସିଛନ୍ତି ।

ଆପଣଙ୍କୁ କହିଦେବୁ କି କିଙ୍ଗ୍ କୋବ୍ରା ର ଏହି ଆଶ୍ଚର୍ଯ୍ୟଜନକ ଫଟୋ @WildLense_india ନାମକ ଏକ ଟ୍ୱିଟର୍ ହ୍ୟାଣ୍ତେଲରେ ୨୪ ସେପ୍ଟେମ୍ବରକୁ ସେୟାର୍ କରାଯାଇଥିଲା, ଏହି ଫଟୋକୁ ସେୟାର୍ କରି ଲେଖିଥିଲେ କି ବର୍ଷାଦିନରେ ସତର୍କ ଓ ସାବଧାନ ରୁହନ୍ତୁ, ଏହା ସହ ଟୟଲେଟ୍ ରୁ ବି ସାବଧାନ ରୁହନ୍ତୁ, ଏହି ଟ୍ୱିଟ୍ କୁ ବହୁତ ଲୋକ ଲାଇକ୍ସ କରିସାରିଛନ୍ତି, ଓ ବହୁତ ଲୋକେ ଏହି ଟ୍ୱିଟ୍ କୁ ରିଟ୍ୱିଟ୍ କରୁଛନ୍ତି, ଏହି ଫଟୋ ସୋସିଆଲ୍ ମୀଡିଆରେ ବହୁତ ଅଧିକା ଭାଇରାଲ୍ ହେଉଛି, ଓ ସୋସିଆଲ୍ ମିଡିଆ ୟୁଜର୍ସ ନିଜ ଏହି ପୋଷ୍ଟରେ ନିଜ ପ୍ରତିକ୍ରିୟା ଦେଉଛନ୍ତି । ସୋସିଆଲ୍ ମିଡିଆରେ ଏକ ନଜରରେ ମଜାକିଆ କମେଣ୍ଟରେ ଲେଖିଥିଲେ କି ଏମିତି ପରିସ୍ଥିତି ତେବେ ପେଟ ୨ ମିନିଟ୍ ରେ ସଫା ହୋଇଯିବ, ବହୁତ ଲୋକେଏହି ଫଟୋକୁ ନିଜପ୍ରତିକ୍ରିୟାଦେଉଛନ୍ତି, ଓ କମେଣ୍ଟ କରୁଛନ୍ତି, ସେମିତି ଏହି ଫତୋ କେବେ ଓ କେଉଁଠି ଆସିଛି ଏହାର ପୃଷ୍ଟି ହୋଇନି ।

ଆପଣଙ୍କୁ କହିଦେବୁ କି କିଛି ଏମିତି ମାମଲା ଓଡିଶାରୁ ବି ଆସିଛି, ଯେଉଁଠି ଏକ ଟୟଲେଟ୍ ରେ ସାପ ବାହାରିଥିଲା, ଓଡିଶାର ସୁନାବେଡାର ଦେବମାଳି ର ଏକ ପବ୍ଲିକ୍ ସ୍କୁଲରେ ୪ ଫୁଟର ଏକ ସାପ ବାହାରିଥିଲା, ଯାହାକୁ ରେସକ୍ୟୁ ଟିମ୍ ଦ୍ୱାରା ବାହାର କରାଯାଇଥିଲା, ଏହି ସାପ ସ୍କୁଲର ଟୟଲେଟ୍ କମ୍ବୋଡର ଭିତରେ ପଶିଯାଇଥିଲା, ଯେପରି ସାପର ଜଣାପଡିଲା ତେବେ ତୁରନ୍ତ ସାପଧରା ଟିମ୍ କୁ ଡକାଯାଇଥିଲା, ଏହାପରେ ସେ ସାପକୁ ଧରିନେଲେ, ଓ ବସ୍ତିରୁ ବାହାରକରି ଜଙ୍ଗଲରେ ସେହି ସାପକୁ ଛାଡିଦେଲେ ।

Leave a Reply

Your email address will not be published. Required fields are marked *