October 18, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ : ସ୍ୱାମୀ ସ୍ତ୍ରୀକୁ ଚିଡାଇକରି କହିଲା କି ତୁମେ କେତେ Faltu ଖର୍ଚ୍ଚ କରୁଛ, ସ୍ତ୍ରୀ- ଓ ତୁମେ ଯାହା କରୁଛ ସେଇଟା କଣ ? ସ୍ୱାମୀ ଯାହା କହିଲେ ଶୁଣିଲେ ହେଇଯିବେ ବେହୋସ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ସାନ୍ତା ଥରେ ନିଜ ଅଟୋର ଗୋଟେ ଚକା ବାହାର କରିବାରେ ଲାଗିଥିଲା, ତେବେ ବନ୍ତା ସେଠାକୁ ଆସେ ଓ ସାନ୍ତାକୁ ପଚାରେ ଆରେ ସାନ୍ତା, ଏହି ଅଟୋର ଟାୟାର୍ କଣପାଇଁ ବାହାର କରୁଛୁ ? ସାନ୍ତା ରାଗିକି- ତୋତେ ଦେଖାଯାଉନି କଣ ବୋର୍ଡରେ ଲେଖାଯାଇଛି ପାର୍କିଙ୍ଗ୍ କେବଳ ଦୁଇଚକିଆ ବାହାନ ପାଇଁ ।

୨) ଦିନେ ଚିଣ୍ଟୁକୁ ଉଦାସ ଦେଖିକରି ମିଣ୍ଟୁ ପଚାରିଲା, ମିଣ୍ଟୁ-କଣ ହେଲା ଉଦାସ କଣ ପାଇଁ ହେଇଛୁ ? ଚିଣ୍ଟୁ-ବାହାଘର ପୁର୍ବରୁ ମାଗିଥିଲି କି ଏକ ଭଲ ପକାଉଥିବା ସ୍ତ୍ରୀ ଦେବ, ଜଲଦି ଜଲଦି ପକାଇବା ବାଲା ଖାଇବା କହିବା ଭୁଲିଗଲି ।

୩) ବ୍ୟକ୍ତି ଉଡାଜାହାଜରୁ ଓହ୍ଲାଇଲା ତ କବାଟ ପାଖରେ ଠିଆ ହୋଇଥିବା ଏୟାର୍ ହୋଷ୍ଟେସ୍ କହିଲେ କି ଆଶା ଅଛି ଫ୍ଲାଇଟ୍ ରେ ଆପଣଙ୍କୁ ଘର ପରି ଅନୁଭବ ହୋଇଥିବ, ବ୍ୟକ୍ତି- ବିଲକୁଲ୍ ନୁହେଁ, ଘରେ ତ କେହି ଶୁଣନ୍ତି ନାହିଁ, ଏଠାରେ ଗୋଟେ ବଟନ୍ ଦବାଇଲେ ଚାରି ଚାରି ଜଣ ଆସିଯାଉଛନ୍ତି ।

୪) ସ୍ୱାମୀ ସ୍ତ୍ରୀ ସପିଙ୍ଗ୍ କରିବାକୁ ବାହାରିଥିଲେ, ସ୍ୱାମୀ ଜଲଦି କର ଆଜି ୮ ଟାରେ କୁକୁରଙ୍କ ରେସ୍ ଅଛି, ମୋତେ ସେଠାକୁ ଯିବାର ଅଛି, ସ୍ତ୍ରୀ-ତୁମେ ବି ନା, ଠିକ୍ ସେ ଚାଲିପାରୁନ, ରେସ୍ ଲଗାଇବାର ତୁମକୁ ମନ ହେଉଛି ନାଇଁ ।

୫) ସ୍ତ୍ରୀ ସକାଳୁ ସକାଳୁ ସ୍ୱାମୀକୁ କହିଲା- ମୋର ଅଧା ମୁଣ୍ତ ବିନ୍ଦୁଛି, ସ୍ୱାମୀ ଭୁଲରେ କହିଦେଲା କି ଯେତେ ହେଉଛି ସେତିକି ହେବ,  ତେବେ ଠାରୁ ସ୍ୱାମୀର ପୁରା ଶରୀର ଏବେ ବିନ୍ଦୁଛି ।

୬) ଡାକ୍ତର ମହିଳାଙ୍କୁ ଦେଲେ ଡାଇଟିଙ୍ଗ୍ ଟିପ୍ସ, ଏମିତି ଜିନିଷରୁ ଦୁରେଇ ରୁହ, ଯାହା ତୁମକୁ ମୋଟା ବନାଉଛି । ମହିଳା –ଯେପରି ? ଡାକ୍ତର- ଯେପରି ଓଜନ ମାପୁଥିବା ମେସିନ୍, କାଚ, ଫଟୋ ଓ ସବୁଠାରୁ ଜରୁରୀ ପତଳା ସାଙ୍ଗ,

୭) ଅଧ୍ୟାପକ ଏକ ଛାତ୍ରକୁ ପଚାରିଲେ- କୁହ ଶାହଜାହାଁ କିଏ ଥିଲେ ? ଛାତ୍ର- ହଁ ସେ ଏକ ମୁଲିଆ ଥିଲା, ଅଧ୍ୟାପକ- କିପରି ? ଛାତ୍ର- ଆପଣ ହିଁ କହିଥିଲେ କି ଶାହଜାହଁ ବହୁତ ଇମାରତ୍ ନିର୍ମାଣ କରିଥିଲେ ।

୮) ପୁଅ ବିବାହ ପାଇଁ ଝିଅ ଦେଖିବାକୁ ଗଲା, ସେ ଭାବିଲା କି ଝିଅକୁ ଇଂରାଜୀରେ କିପରି କୁହାଯାଏ ? ସେ ଝିଅକୁ ପଚାରିଲା- ଇଂରାଜୀ ଚଳିବ ନା ? ଝିଅ- ଲାଜେଇ କରି- ହଁ ପିଆଜ, ଓ ମିକ୍ସର୍ ସହ ଦେଶୀ ବି ।

୯) ସ୍ତ୍ରୀ- ଭଲ କୁହ, ମୁଁ ତୁମକୁ କେତେ ଭଲ ଲାଗୁଛି କି ? ସ୍ୱାମୀ-ବହୁତ ଅଧିକା, ସ୍ତ୍ରୀ- କୁହ କେତେ ? ସ୍ୱାମୀ- ଏତେ ମନ କରିଥାଏ ତୁମର ଯେପରି ଆଉ ଏକ ନେଇଯାଅ ।

୧୦) ସାନ୍ତା – ନିଜ ସ୍ତ୍ରୀକୁ କହିଲା ତୁମେ କେତେ ବାଜେ ଖର୍ଚ୍ଚ କରୁଛ ? ସ୍ତ୍ରୀ- ତୁରନ୍ତ ପଲଟିକରି କହିଲା କି ଓ ଯାହା ତୁମେ କରୁଛ ? ସାନ୍ତା- କେଉଁ ବାଜେ ଖର୍ଚ୍ଚ ମୁଁ କରୁଛି , କୁହ ତ!! ସ୍ତ୍ରୀ- କେବେ ନିଜ ଏଲଆଇସି କିସ୍ତି ଭରୁଛ ? ଆଜି ପର୍ଯ୍ୟନ୍ତ କାମରେ ଆସିଲା ।

Leave a Reply

Your email address will not be published. Required fields are marked *