January 22, 2025

Odia Express

Here, There and Everywhere

କାର୍ ଟିଭି ନୁହେଁ ବରଂ ଯୌତୁକରେ ବରକୁ ଦିଆଯାଇଥାଏ 21 ଟି ବିଷାକ୍ତ ସାପ, ନହେଲେ ଭାଙ୍ଗିଯାଏ ସଂମ୍ପର୍କ, ଜାଣନ୍ତୁ କେଉଁଠାର ଏପରି Marriage ହୁଏ

ବିବାହର ମୌସୁମ ଆରମ୍ଭ ହେଲେ ସବୁ ଜାଗାରେ ବ୍ୟାଣ୍ତବାଜା ଆବାଜ୍ ସବୁଆଡେ ଦେଖାଯାଏ ନାଚଗୀତ ସହ ଡ୍ୟାନ୍ସ ବି ଦେଖିବାକୁ ମିଳେ , ବିବାହରେ ଜ୍ୱାଇଁକୁ ତାର ହେବାକୁ ଥିବା ଶଶୁର ଦ୍ୱାରା ବହୁତ ଉପହାର ଦିଆଯାଏ ଯେପରି କପଡା, ଫର୍ଣ୍ଣିଚର, ମୁଦି ଚେନ୍ ଓ ବହୁତଥର ଗାଡି ବି ଦିଆଯାଏ , କିନ୍ତୁ କଣଆପଣ କେବେ ଶୁଣିଛନ୍ତି ଦେଶରେ ଏମିତି ଜାଗା ଅଛି ଯେଉଁଠି ଜ୍ୱାଇଁକୁ ଉପହାର ସ୍ୱରୁପ ବହୁତ ଅଜବ ଧରଣର ଜିନିଷ ଦିଆଯାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଊଛୁ, ଦେଶର ଏକ ଭାଗରେ ଯେଉଁଠି ବିବାହ ପୁର୍ବରୁ ହେବାକୁ ଥିବା କିଛି ଏମିତି ଉପହାର ଯାହା ଦେଖିବାକୁ ଓ ଶୁଣିବାକୁ ବହୁତ ଖତରନାକ ହୋଇଥାଏ, ଯେଉଁ ଉପହାର ବିଷୟରେ ଆମେ କଥା ହେଉଛେ ତାହା ହେଲା ୨୧ ଟି ବିଷାକ୍ତ ସାପ, ସେମିତି ଶୁଣିବାକୁ ଏହି କଥା ଟିକିଏ ଅଜବ ଲାଗୁଥିବ, କିନ୍ତୁ ଏହା ସତ ଅଟେ, ଆସନ୍ତୁ ଜାଣିବା ଦେଶର କେଉଁ ଜାଗାରେ ଏହି ପରମ୍ପରା ଏବେ ପର୍ଯ୍ୟନ୍ତ ନିଭାଯାଉଛି ।

ଏହି ଆଶ୍ଚର୍ଯ୍ୟଜନକ ଉପହାର ମଧ୍ୟପ୍ରଦେଶର ଗୋରିଆ ସମୁଦାୟରେ ଦିଆଯାଏ , ଜ୍ୱାଇଁକୁ ବିବାହର ଉପହାର ସ୍ୱରୁପ ୨୧ ଟି ବିଷାକ୍ତ ସାପ ଦେବାର ରୀତିନୀତି ବହୁ ଦିନରୁ ଚାଲି ଆସୁଛି, କୁହାଯାଉଛି କି ଗୋରିଆ ସମାଜ ଦ୍ୱାରା ନିଭାଯାଉଥିବା ଏହି ପରମ୍ପରା ବହୁତ ଦିନରୁ ପ୍ରଚଳିତ ଅଛି, ଏହି ରୀତିନୀତିକୁ ସମୁଦାୟର ସବୁ ପରିବାର ନିଭାଇବାକୁ ପଡିଥାଏ , କୁହାଯାଏ କି ଯେଉଁ ପରିବାର ଦ୍ୱାରା ପରମ୍ପରା ନିଭାଯାଇନଥାଏ ତାଙ୍କର ଝିଅର ବାହାଘର ଜଲଦି ହିଁ ଭାଙ୍ଗିଯାଏ ।

ଝିଅର ବାପାଙ୍କୁ ବିବାହର ଯୌତୁକ ରୁପରେ ଜ୍ୱାଇଁକୁ ଦେବାକୁ ଥିବା ୨୧ ଟି ବିଷାକ୍ତ ସାପ ନିଜେ ଧରିଥାନ୍ତି, ଓ ଏଥିପାଇଁ ଦିଆଯାଏ କାରଣ ତାଙ୍କ ଜ୍ୱାଇଁ ନିଜ ପରିବାରର ପାଳନପୋଷଣ କରିପାରନ୍ତୁ, ଗୋରିଆ ସମୁଦାୟର ଲୋକେ ସାପକୁ ନିଜ ପରିବାର ସଦସ୍ୟଙ୍କ ପରି ରଖିଥାନ୍ତି, ଯେବେ ଏହାର ପାଖରେ ମହଜୁଦ୍ କେଉଁ ସାପ ମରିଯାଏ , ତେବେ ପରିବାର ଲୋକଙ୍କ ଦ୍ୱାରା ତାଙ୍କ ମୃତ୍ୟୁର ପଶ୍ଚାଚ ଲଣ୍ତା ହୋଇଥାନ୍ତି ।

ଯେଉଁ ପ୍ରକାର ଯେବେ ଆମ ପରିବାରରେ କାହାର ମୃତ୍ୟୁ ହୋଇଯାଏ ତେବେ ଭୋଜିର ଆୟୋଜନ କରାଯାଏ , ସେଇ ପ୍ରକାର ଗୋରିଆ ସମୁଦାୟର ଦ୍ୱାରା ସାପର ମୃତ୍ୟୁ ହେଲେ ଭୋଜିର ଆୟୋଜନ କରାଯାଏ ,ଏହି ସମୁଦାୟ ଦ୍ୱାରା ଏହି ସବୁ ନିୟମକୁ ଉଚିତ୍ ଭାବେ ପାଳନ କରାଯାଏ , ଯାହାଦ୍ୱାରା ସାପଙ୍କୁ କେଉଁ ପ୍ରକାରର୍ କ୍ଷତି ନହେଉ ।

ମାନ୍ୟତା ଅନୁସାରେ ଯେପରି ଗୋରିଆ ସମାଜର କେଉଁ ପରିବାର ଝିଅ ସଂମ୍ପର୍କ ତୟ ହୋଇଯାଏ , ତେବେ ସବୁ ଝିଅଙ୍କ ବାପାଙ୍କ ଦ୍ୱାରା ନିଜ ଜ୍ୱାଇଁକୁ ଉପହାର ଦେବାପାଇଁ ସାପକୁ ଧରିବା ଆରମ୍ଭ କରିଦିଆଯାଏ , ଏଠାରେ ମଜାଦାର୍ କଥା ଏହା କି ଯେ ଏହି ସମୁଦାୟର ଛୋଟ ଛୁଆଙ୍କୁ ବିଷାକ୍ତ ସାପ ବିଲକୁଲ୍ ଡର ଲାଗିନଥାଏ, ଗୋରିଆ ସମୁଦାୟର ପାରମ୍ପାରିକ କାର୍ଯ୍ୟ ସାପ ଧରିବା ହୋଇଥାଏ , ଯାହା କାର୍ଯ୍ୟ ସେ ବହୁତ୍ ଦିନରୁ କରିଆସୁଛନ୍ତି, ସାପକୁ ଧରିବା ଏହି ସମୁଦାୟର ଆୟର ଏକମାତ୍ର ସାଧନ ଅଟେ ।

Leave a Reply

Your email address will not be published. Required fields are marked *