June 21, 2025

Odia Express

Here, There and Everywhere

ରୋହି ମାଛ ଖାଉଥିଲେ ଏହି କଥା ଗୁଡିକ ନିଶ୍ଚୟ ଜାଣିରଖନ୍ତୁ ନଚେତ ଆପଣ ମଧ୍ୟ ଜାଣି ନଥିବେ ଯେ ଆପଣାକୁ..

1 min read

ଭାରତରେ ପ୍ରାୟତଃ ଅନେକ ଲୋକ ରୋଗୀ ମାଛ ଖାଇଥାନ୍ତି।ତେବେ ସେମାନେ ଏହାର ଅନେକ ଫାଇଦା ଜାଣିଥାନ୍ତି।ଆମେ ବର୍ତ୍ତମାନ ଏହିପରି କିଛି ଫାଇଦା ବିଷୟରେ କଥା ହେବା ଯାହା ଫଳରେ ଆମ ମଧ୍ୟରୁ ଅନେକ ଲୋକ ଏହି ମାଛ ଖାଇବାର ଉପକାରିତା ସଂପର୍କରେ ଜାଣି ପାରିବେ।ଏହା ସହିତ ପ୍ରତି ସପ୍ତାହରେ ରୋହୀ ମାଛ ଖାଇବା ନିହାତି ଆବଶ୍ୟକ।ଏଥିରେ ଥିବା ପୋଷକ ଆମ ଶରୀର ପାଇଁ ଏକ ଆବଶ୍ୟକୀୟ ଉପାଦାନ ଅଟେ।ଯେପରିକି ଏଥିରେ ଥିବା ପୋଷକ ଆମ ଶରୀରରେ ପୋଷକ ପଦାର୍ଥ ଭରଣ କରିଥାଏ।

ଏହା ସହିତ ଏହା ଆମ ଶରୀରର ଯନ୍ତ୍ରଣା ଜନିତ ସମସ୍ତ ସମସ୍ୟା ଦୂର କରିଥାଏ।ଯେପରିକି ଏହା ଆମ ଶରୀରର ଆଣ୍ଠୁ ଓ ଗଣ୍ଠି ସହ ଜଡ଼ିତ ସମସ୍ୟାର ସମାଧାନ କରିଥାଏ।ଏହା ସହିତ ଏହା ଆମ ଶରୀରରେ କ୍ୟାଲସିୟମର ମାତ୍ରାକୁ ବଜାୟ ରଖିଥାଏ ଫଳରେ ଆମର ହାଡ଼ ସର୍ବଦା ଶକ୍ତ ରହିଥାଏ।ଏହା ସହିତ ଏହା ଆମ ଶରୀରରେ ହେଉଥିବା ସମସ୍ତ ଯନ୍ତ୍ରଣାର ଉପଶମ କରିବାରେ ସହାୟକ ହୋଇଥାଏ।ତେଣୁ ପ୍ରତି ସପ୍ତାହରେ ୧-୨ ଥର ରୋହି ମାଛ ଖାଇବା ନିହାତି ଆବଶ୍ୟକ।ଯାହା ଆମ ଶରୀରକୁ ଆବଶ୍ୟକ ପୋଷକ ସଠିକ ମାତ୍ରାରେ ଯୋଗାଇ ପାରିବ।

ଏହା ସହିତ ଏହା ଆମ ଶରୀରର ଉପଯୁକ୍ତ ବୃଦ୍ଧି କରାଇବାରେ ସହାୟକ ହୋଇଥାଏ।ଯେପରିକି ଯଦି କୌଣସି ବ୍ୟକ୍ତିଙ୍କର ଶରୀରରେ ପୋଷକର ଅଭାବ ଫଳରେ ସେମାନଙ୍କର ଶରୀରର ଆବଶ୍ୟକ ବୃଦ୍ଧି ହେଉନାହିଁ ସେମାନେ ପ୍ରତି ସପ୍ତାହରେ ୨-୩ ଥର ଏହାକୁ ଖାଇବା ଫଳରେ ସେମାନେ ସେମାନଙ୍କର ଶରୀରର ଆବଶ୍ୟକ ବୃଦ୍ଧି କରାଇ ପାରିବେ।ଫଳରେ ସେମାନଙ୍କର ଶରୀରର ଦୁର୍ବଳତା ସେମାନେ ହଟାଇ ପାରିବେ।ଏହା ସହିତ ରୋହି ମାଛ ଶୁକ୍ରାଣୁର ସଂଖ୍ୟା ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ଯଦି କୌଣସି ବ୍ୟକ୍ତିର ଶୁକ୍ରାଣୁର ଅଭାବ ରହିଥାଏ ତେବେ ସେହି ବ୍ୟକ୍ତି ରୋହି ମାଛ ଖାଇବା ଫଳରେ ସେମାନଙ୍କର ଏହି ସମସ୍ୟାର ସମାଧାନ ହୋଇ ପାରିବ।ଏହା ସହିତ ଏହା ଆମ ଶରୀରରେ କ୍ୟାନ୍ସରର ସମସ୍ୟାକୁ ମଧ୍ୟ ସମାଧାନ କରିବାରେ ସହାୟକ ହୋଇଥାଏ ଓ ଏହାକୁ ଖାଇବା ଫଳରେ କ୍ୟାନ୍ସର ରୋଗୀଙ୍କର ରୋଗକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।ଏହାକୁ ଗର୍ଭବତୀ ମହିଳା ମାନେ ଖାଇବା ଆବଶ୍ୟକ।କାରଣ ଏହା ସେମାନଙ୍କ ଶରୀରକୁ ଏହି ସମୟରେ ଆବଶ୍ୟକ ପୋଷଣ ଯୋଗାଇଥାଏ।

ଫଳରେ ସେମାନଙ୍କ ଠାରୁ ଜନ୍ମ ହୋଇଥିବା ଶିଶୁ ସୁସ୍ଥ ହୋଇ ଜନ୍ମ ହୋଇଥାଏ।ଏହା ସହିତ ଏହା ଆମ ଚକ୍ଷୁ ଜନିତ ସମସ୍ୟାର ସମାଧାନ କରିଥାଏ।ଯଦି କୌଣସି ବ୍ୟକ୍ତିର ଆଖିକୁ ସଠିକ ଭାବରେ ଦେଖା ଯାଉନାହିଁ ତେବେ ସେମାନେ ରୋହି ମାଛ ଖାଇବା ଫଳରେ ସେମାନେ ନିଜର ଏହି ସମସ୍ୟାର ସମାଧାନ କରି ପାରିବେ।ଯଦି କୌଣସି ବ୍ୟକ୍ତିଙ୍କର ଚୁଟି ଝଡୁ ଅଛି ତେବେ ସେମାନେ ରୋହି ମାଛ ଖାଇବା ଫଳରେ ସେମାନଙ୍କର ଏହି ସମସ୍ୟାର ସମାଧାନ ହୋଇ ପାରିବ।ଯଦି ଆପଣଙ୍କର ଚର୍ମ ଜନିତ କୌଣସି ସମସ୍ୟା ରହିଛି ତେବେ ଆପଣ ରୋହି ମାଛ ଖାଇବା ଫଳରେ ଆପଣଙ୍କର ଏହି ସମସ୍ୟାର ସମାଧାନ ହୋଇ ପାରିବ।

Leave a Reply

Your email address will not be published. Required fields are marked *