March 19, 2025

Odia Express

Here, There and Everywhere

ଆଜିର ପ୍ରଶ୍ନ – କେଉଁ ଜିନିଷ ଅଟେ ଯାହା କିଣିଲେ କଳା, ଓ ବ୍ୟବହାର କରିଲେ ଲାଲ୍ ଓ ଫିଙ୍ଗିଦେଲେ ଧଳା ହୋଇଯାଏ ?ଉତ୍ତର ବୁଦ୍ଧିମାନ ଲୋକ ଦେଇପାରିବେ

1 min read

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ ।

୧) ଭାରତୀୟ ରାଷ୍ଟ୍ରିୟ କଂଗ୍ରେସ ର ପ୍ରଥମ ଅଧ୍ୟକ୍ଷ ବ୍ୟୋପମେଶ ଚନ୍ଦ୍ର ବାନାର୍ଜୀ ପୁନଃ କେବେ ଓ କେଉଁ କଂଗ୍ରେସ ଅଧିବେଶନର ଅଧ୍ୟ‍କ୍ଷ ହୋଇଥିଲେ ? ଉତ୍ତର- ୧୮୯୨, ଇଲାହାବାଦ୍ ଅଧିବେଶନର

୨) କଣ୍ଟ୍ରୋ ଲର୍ ଆଣ୍ତ ଅଡିଟର୍ ଜେନେରାଲ୍ କେବେ ସେବା ନିବୃତ ହୋଇଥାନ୍ତି ? ଉତ୍ତର- ନିଯୁକ୍ତିର ୬ ବର୍ଷ ବା ୬୫ ବର୍ଷ ଆୟୁରେ

୩) ମୁଖ୍ୟ ନିର୍ବାଚନ ଆୟୁକ୍ତ ନିଯୁକ୍ତି କିଏ କରିଥାଏ ? ଉତ୍ତର-ରାଷ୍ଟ୍ରପତି ।

୪) କେଉଁ ବିଧାୟକ କୁ ଧନ ବିଧାୟକ ହେବାର ଅନ୍ତିମ ନିର୍ଣ୍ଣୟ କିଏ ଦେଇଥାଏ ? ଉତ୍ତର- ଲୋକସଭା ଅଧ୍ୟକ୍ଷ ।

୫) ଡିବି ଆର୍ ଆମ୍ବେଦକର୍ କେଉଁ ମୌଳିକ ଅଧିକାର ଭାରତୀୟ ସଂବିଧାନ ହୃଦୟ ଓ ଆତ୍ମା କହିଥିଲେ ? ଉତ୍ତର- ସଂବିଧୈନିକ ଉପଚାରର ଅଧିକାରକୁ ।

୬) ସଂବିଧାନର କେଉଁ ଅନୁସୁଚି ରେ ରାଜ୍ୟପାଳ, ରାଷ୍ଟ୍ରପତି, ଭାରତର ମୁଖ୍ୟ ନ୍ୟାୟାଧିଶ ଆଦି ବେତନ ଦିଆଯାଏ ? ଉତ୍ତର- ଦ୍ୱିତୀୟ ଅନୁସୁଚିରେ ।

୭) ବିଶ୍ୱର ଅଧିକାଂଶ ପଠାରି ଭାଗରେ କେଉଁ ବ୍ୟବସାୟ ପ୍ରାଧ୍ୟାନତା ମିଳିଥାଏ ? ଉତ୍ତର-ଉତଖନନ ।

୮) ମେସେଟା ପଠାର କେଉଁଟି ଅଛି ? ଉତ୍ତର- ସ୍ପେନ୍ ତଥା ପୁର୍ତ୍ତୁଗାଲରେ ।

୯) କାନାଡିଆନ୍ ନ୍ୟାଶାନାଲ୍ ରେଳମାର୍ଗ କେଉଁଠାରୁ କେଉଁଯାଏଁ ଯାଇଥାଏ? ଉତ୍ତର- ହେଲିଫେକ୍ସନ୍ ରୁ ବ୍ୟାକୁବର୍ ପର୍ଯ୍ୟନ୍ତ ୧୦) ୧୯୮୧ ରେ ସ୍ଥାପିତ ଭାରତୀୟ ବନ୍ୟ ସର୍ବେକ୍ଷଣ ବିଭାଗ ର ମୁଖ୍ୟାଳୟ କେଉଁଠି ଅଛି ? ଉତ୍ତର- ଡେରାଡୁନ୍

୧୧) ବ୍ଲେକ୍ ହିଲ୍ ବ୍ଲୁ ପର୍ବତ, ଓ ଗ୍ରୀନ୍ ପର୍ବତ୍ ନାମକ ପାହାଡ ଗୁଡୀକ କେଉଁ ଦେଶରେ ଅଛି ? ଉତ୍ତର- ସଂଯୁକ୍ତ ରାଜ୍ୟ ଆମେରିକା ।

୧୨) ଆଫ୍ରିକାର ଉତ୍ତନମାଶା ଅନ୍ତରୀପ ର ଖୋଜ୍ ଶ୍ରେୟ କେଉଁ ନାବିକ କୁ ଦିଆଯାଏ ? ଉତ୍ତର- ବାର୍ଥୋଲୋମ୍ୟୁନ୍ ଡିୟାଜ୍ ଙ୍କୁ

୧୩) ବିଶ୍ୱର ସବୁଠାରୁ ବଡ ପ୍ରାୟଦ୍ୱିପ କେଉଁଟା ଅଟେ ? ଉତ୍ତର- ଆରବ(କ୍ଷେତ୍ରଫଳ- ୩୨,୫୦,୦୦୦ ବର୍ଗ କିମି)

୧୪) କେଉଁ ଗ୍ରହକୁ ଲାଲ୍ ତାରା ସଂଜ୍ଞା ଦିଆଯାଇଛି ? ଉତ୍ତର- ମଙ୍ଗଳକୁ

୧୫) ଉତ୍ତରି ଆମେରିକାରେ ସ୍ଥିତ ମାଉଣ୍ଟ ମ୍ୟାକିଲେ କେଉଁ ପର୍ବତ ଶିଖର ଅଛି ? ଉତ୍ତର- ରକିଜ୍

୧୬) ନେଦରଲ୍ୟାଣ୍ତ ସମୁଦ୍ର ପାଇଁ ଯାଈଥିବା ଭୁ ଭାଗ କେଉଁ ନାମରେ ଜଣାଯାଏ ? ଉତ୍ତର- ପୋଲ୍ଡର ନାଁରେ

୧୭) ଲଣ୍ତନ କେଉଁ ନଦୀ ତଟରେ ଅଛି ? ଉତ୍ତର- ଟେମ୍ସନ୍ ନଦୀ ତଟରେ

୧୮) ଭାରତର ସର୍ବଧିକ ଗଭିର ଖଣି କେଉଁଟା ଅଟେ ? ଉତ୍ତର- କୋଲାର୍ ଖଣି

୧୯) ଦକ୍ଷିଣ ଆମେରିକାର କେଉଁ ଦେଶ କ୍ଷେତ୍ରଫଳ ଦୃଷ୍ଟିରୁ ସବୁଠାରୁ ବଡ ଅଟେ ? ଉତ୍ତର୍-ବ୍ରାଜିଲ୍

୨୦) ମଙ୍ଗଳ ଓ ବୃହସ୍ପତି କକ୍ଷର ମଧ୍ୟରେ ସୁର୍ଯ୍ୟ ର ଚାରିପଟେ ପରିକ୍ରମା କର୍ଥିବା ଶୈଳ ଛୋଟ ଖଣ୍ତ ସମୁହକୁ କଣ କହନ୍ତି ? ଉତ୍ତର- କ୍ଷେଦ୍ରଗ୍ରହ (Asteroids)

୨୧) ସେ କଣ ଜିନିଷ ଅଟେ ଯାହା କିଣିଲେ କଳା, ଓ ବ୍ୟବହାର କରିଲେ ଲାଲ୍ ଓ ଫିଙ୍ଗିଦେଲେ ଧଳା ହୋଇଯାଏ ? ଉତ୍ତର- କୋଇଲା ।

Leave a Reply

Your email address will not be published. Required fields are marked *