October 18, 2024

Odia Express

Here, There and Everywhere

ମାତ୍ର ୩ ଟି ଖୁରାକ୍ ରେ ସବୁ ପ୍ରକାରର ଜ୍ୱରର ଚିକିତ୍ସା, ମେଡିସିନ୍ ଘରେ ହିଁ ପ୍ରସ୍ତୁତ ହୋଇଯିବ – ଜାଣି ନିୟନ୍ତୁ ଏହି ସହଜ ପକ୍ରିୟା

1 min read

ବନ୍ଧୁଗଣ, କିଛି ଦିନ ପୁର୍ବରୁ ଚିକେନ୍ ଗୁନିଆ ନାମକ ଏକ ରୋଗ ବହୁତ ତେଜିରେ ନିଜ ଦେଶରେ ବ୍ୟାପିଥିଲା, ଲକ୍ଷାଧିକ ସଂଖ୍ୟାରେ ଲୋକେ ଏଥିରେ ପ୍ରଭାବିତ୍ ହୋଇଥିଲେ , ଓ ହଜାର ଲୋକ ମୃତ୍ୟୁବରଣ କଲେ ସବୁବେଳେ ସରକାର କିଛି କରିଲେ ନାହିଁ , ଶ୍ରୀ ରାଜୀବ ଦିକ୍ଷିତ ଜୀ ୬ ମାସରେ ଗାଁ ଗାଁ ବୁଲି ଆୟୁର୍ବେଦିକ ମେଡିସିନ୍ ବହୁତ ଲୋକଙ୍କୁ ବଞ୍ଚାଇଲେ , ଓ ଏହି ମେଡିସିନ୍ ବନାଇବା କେତେ ସହଜ ହୋଇଥାଏ, ତୁଳସୀର କାଢା ପିଇନିଅ, ନୀମ୍ବର ଗିଲୋୟ ହୋଇଥାଏ ,ତାହାକୁ ବି ପକାଇଦିଅ, ଟିକିଏ ଶୁଣ୍ଠି ସୁଖିଲା ଅଦା ପକାଇଦିଅ, ଟିକିଏ ଛୋଟ ପିପର୍ ପକାଇଦିଅ, ଓ ଶେଷରେ ଟିକିଏ ଗୁଡ ମିଶାଇଦିଅ, କାରଣ ଅଧିକା ପିତା ହୋଇଯାଏ , ତେବେ ବହୁତଥର ପିଇହୁଏ ନାହିଁ , ମାତ୍ର ଏହାର ୩ ଟି ଖୁରାକ ରୁ ରାଜୀବ ଭାଇ ହଜାର ଲୋକଙ୍କର ଚିକେନଗୁନିଆ ପୁରା ମୁଳପୋଛ କରିଦେଲେ , ଓ ଏହି ଯେଉଁ ଏଲୋପାଥି ବାଲା କରିଥିଲେ , Boveron ର ୩-୩ ଇଞ୍ଜେକସନ୍ ଦେଇଦିଅ, diclofenac ଦେଇଦିଅ, Paracetamol ଦେଇଦିଅ ଯାହା ଏମାନଙ୍କ ପାଖରେ ଅଛି ସବୁ ରୋଗୀଙ୍କୁ ଦେଇଦେଲେ , ଓ ଲୋକେ ୨୦-୨୦ ଦିନରୁ ବିଛଣାରେ ଛଟପଟ ହେଉଥିଲେ,  ଓ କିଛି ଡାକ୍ତର ଯାହାଙ୍କୁ ନିଜେ ଚିକେନ୍ ଗୁନିଆ ହୋଇଗଲା

ରାଜୀବଭାଇଙ୍କ ପାଖକୁ ଆସିଲେ ଓ କହିଲେ କିଛି କହିଦିଅ , ରାଜୀବ ଭାଇ କହିଲେ ନିଜ ଇଞ୍ଜେକ୍ସସନ୍ ନିଜେ କଣପାଇଁ ଲଗାଇଦେଉନ, ତେବେ ସେ କହିଲେ କି ଆମକୁ ଜଣାଅଛି କି ଏହାର ସାଇଡ୍ ଇଫେକ୍ଟ କଣ ଅଛି । ତେବେ ରାଜୀବ ଭାଇ କହିଲେ ରୋଗୀ ଙ୍କୁ କଣପାଇଁ କହୁନାହଁ ,କାରଣ ଏତେ ହରାମଖୋର୍ ତୁମେ , ତୁମେ ଜାଣିଛ କି Boveron ଲଗାଇଲେ ମୁହଁରୁ ଚୋପା ଆସିଯିବ , ଗଳାରେ ବି ଛାଲ ଆସିଯିବ , ଅଲସର୍ ହେବାର ସଂମ୍ଭାବନା ଅଧିକା< ଏହା ସବୁ ତୁମେ ଜାଣିଛ କିନ୍ତୁ ରୋଗୀଙ୍କୁ କହୁନ, ଏହି ହରାମଖୋରୀ ତୁମେ କେଉଁଠୁ ଆଣିଲ, ନିଜର ଏହି ସବୁ ଇଞ୍ଜେକ୍ସନ୍ ଲଗାଉନ , ଓ ରୋଗୀଙ୍କୁ ଇଞ୍ଜେକସନ୍ ଦେଇଚାଲ, ଓ ତୁମକୁ ଜଣାଅଛି କି ରୋଗୀ ଏଥିରେ ଠିକ୍ ହେବାର ନାହିଁ  ତାପରେ ପାରାସିଟାମଲ୍ ଦେଇଦିଅ ତାପରେ ନୋଭାଇଜିନ୍ ଦେଇଦିଅ, ଓ ଦୁର୍ଭାଗ୍ୟରୁ ଏହି ସବୁ ମେଡିସିନ୍ ୟୁରୋପ ଦେଶରେ ୨୦ ବର୍ଷ ହେଲା ବନ୍ଦ ଅଛି, ସେ କହନ୍ତି କି Diclofenac ଖରାପ ଅଛି ତେବେ ପାରାସିଟାମଲ୍ ବିଷ ଅଟେ, ନୋଭାଜିନ୍ ୧୯୮୪ ରୁ ବ୍ୟାନ୍ ହୋଇଛି ଆମେରିକାରେ , ଓ ସେମିତି ଇଞ୍ଜେକ୍ସନ୍ ଦେଇଚାଲିଛ, ଓ ରୋଗୀ ଠିକ୍ ହେଉଛି କି ନାହିଁ ଜାଣୁନ ।

ରାଜୀବଭାଇ କହନ୍ତି କି ହୋମିଓପାଥି ର ତ ବହୁତ ମେଡିସିନ୍ ଆୟୁର୍ବେଦରୁ ନିଆଯାଇଛି, ଆପଣ କିଛି ହୋମିଓପାଥି ଡାକ୍ତର ଥିବେ ଜାଣିଥିବେ,  ତୁଳସୀରେ ଓସିମମ୍ ରୁ ହୋଇଛି, ତେବେ ଓସିମମ୍ ତିନି ତିନି ଖୁରାକ୍ ଦେଇକରି ରାଜୀବ ଭାଇ କର୍ଣ୍ଣାଟକ ରାଜ୍ୟରେ ୭୦ ହଜାର ଲୋକଙ୍କୁ ଠିକ୍ କଲେ , ସେ ୨୦ ଦିନରୁ ଏଲୋପାଥି ଖାଉଥିଲେ କିଛି ଫଳାଫଲ ମିଳିନଥିଲା ଜ୍ୱର କମ୍ ହେଉନଥିଲା ଓ ବାନ୍ତି ଉପରେ ବାନ୍ତି ହେଉଥିଲା , ନିଦ ଆସୁନଥିଲା, ଓ ଓସିମମ ୨୦୦ ର ତିନି ତିନୋଟି ଖୁରାକ୍ ସବୁ ଠିକ୍ କରିଦେଲା । ଓ ଶେଷରେ କର୍ଣ୍ଣାଟକ ରାଜ୍ୟର ସରକାର ଏହାର ପରିଣାମ ଦେଖିକରି ନିଜ ସବୁ ଡାଇରେକ୍ଟର, ଜଏଣ୍ଟଡାଇରେକ୍ଟର ଲାଇନ୍ ରେ ଲଗାଇଦେଲେ ଓ କହିଲେ ଯାଅ ରାଜୀବ ଦୀକ୍ଷିତ କଣ ଦେଉଛନ୍ତି

ରାଜୀବ ଭାଇ ୭୦ ହଜାର ଲୋକଙ୍କୁ ମେଡିସିନ୍ ଦେଲେ କେବଳ ୬ ଜଣ ମରିଲେ , ଓ ସେଥିରୁ ୧ ଲକ୍ଷ ୨୨ ହଜାର ଲୋକଙ୍କୁ ଦେଲେ ସେଥିରୁ ୬ ଜଣ ବଞ୍ଚିଲେ , ଏହା କର୍ଣ୍ଣାଟକର ହାଲ୍ ଥିଲା, ରାଜୀବ ଭାଇ କହିଲେ ମୋର ମଜବୁରୀ ଥିଲା କି କାର୍ଯ୍ୟକର୍ତ୍ତା କମ୍ ପଡିଲେ ଯଦି ୧-୨ ହଜାର ଡାକ୍ତରୀ ଟିମ୍ ସାଥିରେ ଥାନ୍ତା, ତେବେ ଆମେ କର୍ଣ୍ଣାଟକରେ ସେ ଲକ୍ଷାଧିକ ଲୋକଙ୍କୁ ବଞ୍ଚାଇପାରିଥାନ୍ତୁ, ତେବେ ବନ୍ଧୁଗଣ,ତୁଳସୀ, ନିମ୍ବ ସୁଣ୍ଠି, ପିପର ଏହି ସବୁ ଆପଣଙ୍କ ଘରେ ସହଜରେ ମିଳିଯିବ, ଏହାରପ୍ରୟୋଗରୁ ଆପଣ ରୋଗୀର ଜୀବନ ବଞ୍ଚାଇପାରିବେ , ଓ ଯଦି ପୁରା ସହର କିମ୍ବା ଗାଁରେ ବ୍ୟାପିଯାଏ, ତେବେ ଗୋଟେ ଗୋଟେ କାଢା କରି ପିଆଇଦିଅନ୍ତୁ, ଓ ଯଦି ବେଶୀ ଅସୁବିଧା ହୁଏ ତେବେ ଓସିମମ୍ ୨୦୦ ଦୁଇ ଦୁଇ ବୁନ୍ଦା ୩-୩ ଥର ରୋଗୀକୁ ଦିଅନ୍ତୁ, ତାଙ୍କର ଅମୁଲ୍ୟ ଜୀବନ ଓ ପଇସା ବଞ୍ଚିଯିବ ।

Leave a Reply

Your email address will not be published. Required fields are marked *