November 7, 2024

Odia Express

Here, There and Everywhere

ତୁଳସୀର ପତ୍ରର ଗଜବ ଫାଇଦା ଜାଣିଲେ ଆପଣ ବି ସ୍ତବ୍ଧ ହୋଇଯିବେ , ଆଜି ହିଁ ଜାଣିନିଅନ୍ତୁ ଏହାର ବିଷୟରେ – ୧୦୦ ପ୍ରତିଶତ ନିଶ୍ଚୟ ଆପଣଙ୍କ କାମରେ ଆସିବା

1 min read

ଭାରତରେ ଅଧିକାଂଶ ଘରେ ତୁଳସୀର ଗଛକୁ ପୁଜା କରାଯାଏ , ଆମର ରୂଷି ଲକ୍ଷେ ବର୍ଷ ପୁର୍ବରୁ ତୁଳସୀର ଔଷଧୀୟ ଗୁଣ ଜ୍ଞାନ ଥିଲା, ଏଥିପାଇଁ ଆମେ ଦୈନଦିନ ଜୀବନରେ ପ୍ରୟୋଗ ହେତୁ ଏତେ ପ୍ରମୁଖ ସ୍ଥାନ ଦେଇଛନ୍ତି ଆୟୁର୍ବେଦରେ ବି ତୁଳସୀର ଫାଇଦା ବିସ୍ତୁତ ଭାବେ ଉଲ୍ଲେଖ କରାଯାଇଛି, ଏହି ଲେଖରେ ଆମେ ତୁଳସୀର ଫାଇଦା ଓ ଔଷଧୀୟ ଗୁଣର ଉପଯୋଗ କରି ବିସ୍ତାରରେ କହିବୁ ।

୧) ରୋଗ ପ୍ରତିରୋଧକ କ୍ଷମତା ବଢାଏ – ଆୟୁର୍ବେଦରେ କୁହାଯାଇଛି କି ପ୍ରତିଦିନ ତୁଳସୀର ପତ୍ରକୁ ଚୋବାଇକରି ଖାଇଲେ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ ।

୨) ମସ୍ତିଷ୍କ ଶକ୍ତିକୁ ବଢାଇଥାଏ, – ସବୁଦିନ ୫ ଟି ପତ୍ର ତୁଳସୀର ସେବନ୍ କରିଲେ ବୁଦ୍ଧି ତେଜ୍ ହୋଇଥାଏ, ଓ ସ୍ମରଣ ଶକ୍ତି ବୃଦ୍ଧି ହୁଏ ।

୩) ପୁରୁଣା ମୁଣ୍ତବିନ୍ଧା ହୁଏ କମ୍- ଯଦି ଆପଣଙ୍କ ପୁରୁଣା ମୁଣ୍ତବିନ୍ଧା ଅଛି ତେବେ ଏହାର ପତ୍ରକୁ ପେଷି ଏହାର ରସକୁ ଦୁଇ ବୁନ୍ଦା ନାକରେ ପକାଇଲେ ମୁଣ୍ତବିନ୍ଧା କମ୍ ହୋଇଯାଏ

୪) ଚେହେରାରେ ଚମକ ଆଣେ – ଆୟୁର୍ବେଦ ଅନୁସାରେ ତୁଳସୀର ତେଲକୁ ନିୟମିତ ରୁପରେ ଚେହେରାରେ ଲଗାଇଲେ ଚେହେରାରେ ଚମକ ଆଣେ ,

୫) କାନ ଫୁଲିଲେ କରିଥାଏ ଦୁର- ଯଦି ଆପଣଙ୍କ କାନ ଫୁଲୁଛି ତେବେ ତୁଳସୀର ପତ୍ରକୁ ନେଇ ଆରଣ୍ତି ତେଲରେ ଲୂଣ ମିଶାଇ ପେଷିଦିଅନ୍ତୁ, ତାପରେ ଏହି ଲେପକୁ ନଖଉଷୁମ କରି କାନରପଛରେ ଲଗାଇଲେ ଫୁଲା କମିଯାଏ ।

୬) ଦାନ୍ତର ପୀଡାକୁ କରେ ଦୁର- ଯେବେ ଆପଣଙ୍କ ଦାନ୍ତ ପୀଡା ହୁଏ ତେବେ କଳା ମରିଚ ସହ ତୁଳସୀର ପତ୍ରକୁ ଗୋଳି ବନାଇକରି ଦାନ୍ତର ତଳେ ରଖିଦିଅନ୍ତୁ, ଏମିତି କରିଲେ କିଛି ସମୟ ମଧ୍ୟରେ ଆପଣଙ୍କ ଦାନ୍ତରୁ ସବୁ ପୀଡା ଦୁର ହୋଇଯିବ ।

୭) ଗଳାରେ ପୀଡା ବା ଇନଫେକ୍ସନ୍ ହେଲେ- ଯଦି ଆପଣଙ୍କ ଗଳାରେ କେଉଁ ପ୍ରକାରର ଇନଫେକ୍ସନ୍ ହୋଇଛି ତେବେ ତୁଳସୀର ପତ୍ରରେ ପାଣି ମିଶାଇ ନଖ ଉଷୁମ କରି କୁଳା କରିବା ଉଚିତ୍ , ଏହା ଗଳା ସଂବନ୍ଧିତ ରୋଗରୁ ଦୁର କରେ ।

୮) ପୁରା ମୁହଁକୁ ରଖିଥାଏ ସୁସ୍ଥ୍ୟ – ତୁଳସୀର ପତ୍ରର ସହ ପୁରା ମୁହଁକୁ ସୁସ୍ଥ୍ୟ ରଖିବାପାଇଁ ସାହାଯ୍ୟ କରେ , ଯଦି ଆପଣ ନିୟମିତ ରୁପରେ ତୁଳସୀର ରସକୁ ହଳଦୀ ଓ ଲୂଣ ସହ ମିଶାଇକରି କୁଳା କରନ୍ତି ,ତେବେ ଆପଣଙ୍କ ଦାନ୍ତ,ମୁହଁ ଓ ଗଳାର ବିକାର ଦୁର ହୁଏ

୯) ଖାସ ଓ ଆସ୍ତମା ରୋଗରୁ କରିଥାଏ ଉପଶମ- ତୁଳସୀର ପତ୍ରର ରସ, ସୁଣ୍ଠି, ଓ ପିଆଜର ରସ ମହୁ ମିଶାଇ କରି ଚାଟିଲେ ସୁଖିଲା ଖାସ, ଓ ଆସ୍ତମା ଦୁର ହୋଇଯାଏ ।

୧୦) ଥଣ୍ତାଜ୍ୱର ଦୁର ହୋଇଯାଏ –ଛୋଟଛୁଆଙ୍କୁ ବାରମ୍ବାର ଥଣ୍ତାଜ୍ୱର ସମସ୍ୟ ହୋଇଯାଏ, ଏମିତିରେ ତୁଳସୀର ପତ୍ରର ରସକୁ ଅଦାରେ ମିଶାଇ କିଛି ବୁନ୍ଦା ମହୁର ସହ ମିଶାଇକରି ଛୁଆଙ୍କୁ ଦେବା ଉଚିତ୍ , ଏହା ଛୁଆଙ୍କ ଥଣ୍ତାକାଶ ଦୁର କରେ ,

୧୧) ମୂଣ୍ତରୁ ଉକୁଣି ଓ ରୁପି ସମସ୍ୟାରୁ କରିଥାଏ ମୁକ୍ତି- ଯଦି ଆପଣଙ୍କ ମୁଣ୍ତରେ ଉକୁଣି ହୋଇଛନ୍ତି ତେବେ ତୁଳସୀର ପତ୍ରକୁ ନେଇକରି ସେଥିରୁ ତେଲ ବନାଇକରି ବାଳରେ ଲଗାଇଲେ ଉକୁଣି ଆପେ ଆପେ ମରିଯାଆନ୍ତି, ଓ ଏହା ରୁପିକୁ ବି ଦୁର କରେ ।

୧୨) ଅନ୍ଧାରକଣା ଦୋଷପାଇଁ ଲାଭକାରୀ ଅଟେ ତୁଳସୀର ରସ-ବହୁତ ଲୋକଙ୍କୁ ରାତିରେ ଦେଖାଯାଏନାହିଁ, ଏହି ସମସ୍ୟାକୁ ଅନ୍ଧାରକଣା କହନ୍ତି, ଯଦି ଆପଣ ଏହି ରୋଗରେ ପୀଡିତ ତେବେ ତୁଳସୀର ପତ୍ରରେ ଦୁଇ ତିନି ବୁନ୍ଧା ରସ ବାହାର କରି ଆଖିରେ ପକାନ୍ତୁ, ଅନ୍ଧାରକଣା ଭଲ ହୋଇଯିବ ।

୧୩) ସାଇନସାଇଟିସ୍ କିମ୍ବା ପିନସରୋଗରେ ଲାଭଦାୟକ- ଯଦି ଆପଣ ସାଇନସାଇଟିସ୍ ରୋଗୀ ଅଟନ୍ତି ତେବେ ତୁଳସୀର ପତ୍ରକୁ ପେଷି ଶୁଙ୍ଘନ୍ତୁ , ଏହା ଦ୍ୱାରା ସାଇନସାଇଟିସ୍ ରୋଗରୁ ଆରାମ ମିଳିଥଏ ।

୧୪) ଥଣ୍ତା ଜ୍ୱର ହେବା ରୋଗରୁ ଦୁର କରିଥାଏ- ଯଦି ଏହାର ରସରେ ହାଲକା ନଖଉଷୁମ ପାଣି ମିଶାଇ କୁଳି କରିବେ ତେବେ ଏହା ଗଳା ସଂବନ୍ଧିତ ଅସୁବିଧାରୁ ମୁକ୍ତି ଦେବ, ତୁଳସୀର ରସରେ ହଳଦୀ ଓ ଲୁଣ ମିଶାଇ କୁଳି କରିଲେ ମୁହଁ , ଦାନ୍ତ ଓ ଗଳାର ସବୁ ବିକାର ଦୁର ହୁଏ । ଏହା ସୁଖିଲା ଖାସରୁ ବି ଦେଇଥାଏ ଆରାମ ଏଥିପାଇଁ ମଞ୍ଜରୀ, ସୁଣ୍ଠି, ପିଆଜରସରେ ମହୁ ମିଶାଇ ଚାଟିକରି ଖାଆନ୍ତୁ, ଏହାର ସେବନରେ ଖାସ ଓ ଦମା ରୋଗ ଭଲ ହୋଇଯାଏ ।

Leave a Reply

Your email address will not be published. Required fields are marked *