ଥଣ୍ତାର ଦିନରେ ସବୁଦିନ ଖାଆନ୍ତୁ ଖଜୁରୀ , ସ୍କିନ୍ ରୁ ନେଇକରି ବାଳ ପର୍ଯ୍ୟନ୍ତ ହେବ ଏହି ୭ ଟି ଫାଇଦା…
1 min readଖଜୁରୀରେ ଏମିତି ବହୁତ ନ୍ୟୁଟ୍ରିସନ୍ ରହିଥାଏ , ଯାହା ହେଲଥ୍ ସହ ବ୍ୟୁଟି ବଢାଇବା ପାଇଁ ସାହାଯ୍ୟ କରେ , ଏଥିପାଇଁ ଡାକ୍ତର ସବୁଦିନ ଖଜୁରୀ ଖାଇବାକୁ ଉପଦେଶ ଦିଅନ୍ତି, ତାଙ୍କ ଅନୁସାରେ ଖଜୁରୀ ଏମିତି ହିଁ ଖାଆନ୍ତୁ, ତେବେ ଏହାକୁ ଫ୍ରୁଟ୍ ସାଲାଡ୍ ରେ ମିକ୍ସ କରି ଦହିରେ ମିଶାଇ ,କ୍ଷୀରରେ ପକାଇ କିମ୍ବା ଡ୍ରାଇ ଫ୍ରୁଟ୍ସ ସହ ବି ଖାଇପାରିବେ ।ଖଜୁରୀ ଖାଇଲେ ବଡିର ଟକ୍ସିନ୍ ଦୁର ହୋଇଯାଏ , ଏଥିରେ ସ୍କିନ୍ ଗ୍ଲୋ ବଢିଥାଏ , ଏଥିରେ ଭିଟାମିନ୍ ସି ହୋଇଥାଏ , ଯାହା ଏକ ଭଲ ତତ୍ତ୍ୱ ହୋଇଥାଏ, ଏଥିରେ ସ୍କିନ୍ ନରମ ରୁହେ , ଯାହା ବ୍ରଣ ହେବା ଦାଉରୁ ରକ୍ଷା କରେ ।
ଏଥିରେ ଜିଙ୍କ୍ ଥିବାରୁ ଏହା ବାଳକୁ କଳା କରିବା ସହ ଘନ ବି କରିଥାଏ , କାରଣ ଜିଙ୍କ୍ ବାଳକୁ ସୁନ୍ଦରତା ପାଇଁ ଭଲ ମାନାଯାଇଛି । ଏଥିରେ ଆଇରନ୍ ଥିବା ହେତୁ ଏହା ବ୍ଲଡ୍ ସରକୁଲେସନ୍ ବଢାଇଥାଏ , ଓ ହେୟାର୍ ଫଲ୍ ପରି ପ୍ରୋବ୍ଲେମ୍ କୁ ଦୁର କରିଥାଏ । ଖଜୁରୀରେ ମହଜୁଦ୍ ଭିଟାମିନ୍ ସି ପିମ୍ପଲ୍ , ଆକନେ, ଓ ଷ୍ଟ୍ରେଚ୍ ମାର୍କସ୍ ଦୁର କରେ । ଏଥିରେ ଡେଡ୍ ସେଲ୍ସ ବାହାର ଯାଈଥାଏ, କାରଣ ଏଥିରେ ପେଣ୍ଟୋଥେନିକ୍ ଏସିଡ୍ ହୋଇଥାଏ, ଯାହା ଚେହେରାର ଚମକ ବଢାଇଥାଏ ।
ଏଥିରେ ଫ୍ରୀ ରେଡିକିଲ୍ସ ପ୍ରଭାବ କମ୍ କରିଥାଏ, ଏଥିରେ ମହଜୁଦ୍ ଆଣ୍ଟିଏକ୍ସିଡେଣ୍ଟ ଯୋଗୁଁ ବଢୁଥିବା ବୟସରେ ବି ସୁନ୍ଦର ଦେଖାଯାଏ । ସାମାନ୍ୟ ରୁପରେ ଏହି ସମସ୍ୟା ଛୋଟ ଛୁଆଙ୍କ ମଧ୍ୟରେ ଅଧିକା ମିଳିଥାଏ ,ଏହି ସମସ୍ୟାରେ ଛୁଆ ରାତିରେ ଶୋଇବା ସମୟରେ ବିଛଣାରେ ପରିଶ୍ରା କରିଦିଅନ୍ତି , ଛୁଆଙ୍କ ମଧ୍ୟରେ ମିଳୁଥିବା ବହୁତ ସାଧାରଣ ସମସ୍ୟା ହୋଇଥାଏ, ସାଧାରଣ ଏହି ସମସ୍ୟା ୪-୫ ବର୍ଷର ଛୋଟ ଛୁଆଙ୍କ ମଧ୍ୟରେ ଦେଖିବାକୁ ମିଳେ, କାରଣ ୫-୬ ବର୍ଷର ବୟସରେ ଛୂଆ ନିଜ ପରିଶ୍ରା ଉପରେ ନିୟନ୍ତ୍ରଣ ରଖିବା ଶିଖିନିଅନ୍ତି
ଯଦି ଛୁଆ ୬ ବର୍ଷର ଆୟୁର ପରେ ବିଛଣାରେ ପରିଶ୍ରା କରେ ତେବେ ଏହା ଏକ ଗଂମ୍ଭୀର ସମସ୍ୟା ହୋଇପାରେ , ଯେଉଁ ମା ବାପାଙ୍କୁ ଏହି ଅଭିଯୋଗ ଅଛି କି ଛୁଆଙ୍କ ବିଛଣାରେ ପରିଶ୍ରା କରିନେବା ତେବେ ଏହାର ସବୁଠାରୁ ଭଲ ମେଡିସିନ୍ ହେଲା ଖଜୁରି ଏହି ସମସ୍ୟା ଉପଚାର ପାଇଁ ରାତିକୁ ଶୋଇବା ପୁର୍ବରୁ ଖଜୁରୀ କ୍ଷୀରରେ ପକାଇଦିଅନ୍ତୁ , ଏକ ଗିଲାସ କ୍ଷୀରରେ ୩-୪ ଟି ଖଜୁରୀ ପକାଇଦିଅନ୍ତୁ, ଓ ଭଲ ଭାବରେ ସିଝାନ୍ତୁ, ତାପରେ ଛୁଆଙ୍କୁ କୁହନ୍ତୁ କି ଖଜୁରୀକୁ ଚୋବାଇକରି ଖାଆନ୍ତୁ ଓ କ୍ଷୀରକୁ ପିଇଦିଅନ୍ତୁ
ଯଦି ଏହି ଉପଚାର ଆପଣ ୧୫ ଦିନଯାଏଁ କରିନେବେ ତେବେ ଆପଣଙ୍କ ଛୁଆ ବିଛଣାରେ ପରିଶ୍ରା କରିବ ନାହିଁ , ଏଥିରେ ଆପଣଙ୍କପାଖରେ ଏକ ଭଲ ବିକଳ୍ପ ଅଛି ଯଦି ଆପଣଙ୍କୁ ଖଜୁରୀ କେଉଁଠି ନ ମିଳିଲା ତେବେ ଆପଣ ଛବାରା ବି ନେଇପାରିବେ , ଛବାରା ଆପଣଙ୍କୁ ଜଣା ଥିବ କିସ୍ ମିସ୍ ପରି ଏହା ହୋଇଥାଏ , ତାହାର ଆକାର ବଡ ହୋଇଥାଏ , ଓ ସୁଖିଲା ହୋଇଥାଏ, ଅଧିକା ସୁଚନାପାଇଁ ଆପଣ ଏହି ଭିଡିଓକୁ ଦେଖିପାରିବେ