ଆଜିର ନୂଆ ମଜାଦାର ପ୍ରଶ୍ନ ଉତ୍ତର – ଭାରତର ଏମିତି କେଉଁ ସହର ଅଛି ଯେଉଁଠି ନା ଧର୍ମ,ନା ସରକାର, ନା ପଇସା ଚଳେ?ସଠିକ ଉତ୍ତର ଏବେ ନିଶ୍ଚୟ ଦେଖନ୍ତୁ
1 min readଯେପରି ଆପଣ ଜାଣିଛନ୍ତି କି ୟୁପିଏସ୍ ସି ସିଭିଲ୍ ସର୍ଭିସ୍ ପରୀକ୍ଷା ଆମର ଦେଶରେ ସବୁଠାରୁ ପ୍ରତିଷ୍ଠିତ ଓ ମୁସକିଲ୍ ପରୀକ୍ଷାରୁ ଗୋଟେ ଜଣାଯାଏ । ସେମିତି ଏହି ପରୀକ୍ଷାରେ ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ କ୍ୟାଣ୍ତିଡେଟ୍ ଭାଗ ନେଇଥାନ୍ତେ ଓ ଏହି ପରୀକ୍ଷା ପାସ୍ କରିବା ପାଇଁ ଦିନ ରାତି ଏକ କରି ପରିଶ୍ରମ କରିଥାନ୍ତି , ଓ ତେବେ ଯାଇକରି ଏହି ପରୀକ୍ଷାରେ ସଫଳତା ହାସିଲ୍ କରିଥିଲେ । ସେମିତି ଆଇଏଏସ୍ ପରୀକ୍ଷାରେ ପାସ୍ କରିବା ପାଇଁ ଆଶାର୍ଥୀଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ଓ ଜିନିଷକୁ ଭଲରେ ବୁଝିବା ଦରକାର ପଡିଥାଏ ।
ସେମିତି ଆଇଏଏସ୍ ପରୀକ୍ଷାର ଲିଖିତ ପରୀକ୍ଷାର ପାସ୍ କରିବାପରେ ଆଶାର୍ଥୀ ଇଣ୍ଟରଭ୍ୟୁ ରାଉଣ୍ତରୁ ହୋଇକରି ଯିବାକୁ ପଡିଥାଏ , ଓ ୟୁପିଏସ୍ ସି ସିଭିଲ୍ ସର୍ଭିସ୍ ପରିକ୍ଷାର ଅନ୍ତିମ ଚରଣ ବୋଲି ମାନାଯାଏ , ସେମିତି ଇଣ୍ଟରଭ୍ୟୁରେ କ୍ୟାଣ୍ତିଡେଟ୍ ବହୁତ କଡା ପ୍ରଶ୍ନ କରାଯାଏ ,ଯାହାର ଉତ୍ତର ଦେଲାବେଳକୁ ହାଲତ୍ ଖରାପ ହୋଇଯାଏ , ଓ ଆମେ ଆପଣଙ୍କୁ ଆଇଏଏସ୍ ଇଣ୍ଟରଭ୍ୟୁ କିଛି ବହୁତ ମହତ୍ତ୍ୱପୁର୍ଣ୍ଣ ପ୍ରଶ୍ନ ଓ ତାହାର ଜବାବ୍ କହିବାକୁ ଯାଊଛୁ, ଆସନ୍ତୁ ତା ଉପରେ ପକାଇବା ନଜର ।
୧) ମୋର୍ଯ୍ୟ ସାମ୍ରାଜ୍ୟରେ ସର୍ବପ୍ରଥମ କେଉଁ ଶାସକର ରାଜଧାନୀ ପାଟଳୀ ପୁତ୍ର ଥିଲା ?
ଉତ୍ତର- ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ଶାସନ କାଳରେ ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀ ପୁତ୍ର ଥିଲା ।
୨) ଶ୍ରୀଲଙ୍କାର କେଉଁ ଜନଜାତି ସବୁଠାରୁ ଅଧିକା ମିଳିଥାଏ ?
ଉତ୍ତର- ସିଂହଳୀ ଜନଜାତି ।
୩) ହୋଲିକା ଦହନ ସମୟରେ କେଉଁ ଧାନ ଜଳାଯାଏ ?
ଉତ୍ତର- ଜଉ
୪) ଗାଁର ମେଳାରେ ପଞ୍ଜିକରଣ ଶୁଳ୍କ କାହାଠାରୁ ଆୟ ହୋଇଥାଏ ?
ଉତ୍ତର- ଜିଲ୍ଲା ପରିଷଦ
୫) ଖୁଦାଇ ଖିଦମତଗାର ସ୍ଥାପନା କିଏ କରିଥିଲେ ?
ଉତ୍ତର- ଖାନ୍ ଅବଦୁଲ୍ ଗଫାର୍ ଖାନ୍
୬) ଗଙ୍ଗା-ଯମୁନା ନଦୀର ସଂଗମ ସ୍ଥଳ କେଉଁ ସ୍ଥାନ ଅଟେ ?
ଉତ୍ତର- ଇଲାହାବାଦ୍
୭) ହିମାଳୟର ସବୁଠାରୁ ଉତ୍ତରୀ ପର୍ବତ ଶ୍ରେଣୀକୁ କଣ କୁହାଯାଏ ?
ଉତ୍ତର- ହିମାଦ୍ରୀ
୮) ମେଗସ୍ଥନିଜ କାହାର ରାଜଦୁତ ଥିଲେ ?
ଉତ୍ତର- ସେଲ୍ୟୁକସ୍
୯) କଥକ କଲି କେଉଁ ରାଜ୍ୟର ନୃତ୍ୟ ଅଟେ ?
ଉତ୍ତର- କେରଳ
୧୦) ଉଜ୍ଜେନ କେଉଁ ନଦୀ ତଟରେ ଅଛି ?
ଉତ୍ତର-ଖ୍ରୀପା ନଦୀ ତଟରେ
୧୧) ରାଷ୍ଟ୍ରିୟ ଜଳିୟ ଜୀବ ଗଙ୍ଗା ଡଲଫିନ୍ ରାଜ୍ୟ କେଉଁ ଜିଲ୍ଲାରୁ ମିଳିଥାଏ ?
ଉତ୍ତର- ମିର୍ଜାପୁର ଓ ସୋନଭଦ୍ର
୧୨) ରାଜ୍ୟରେ ଲକ୍ଷ୍ନୌରେ ସମୀପ କେଉଁ ବନ ଲୁପ୍ତପ୍ରାୟ ପ୍ରଜାତିଙ୍କ ପାଇଁ ପ୍ରଜନନ କେନ୍ଦ୍ର ସ୍ଥାପନା କରାଯାଇଥିଲା ।
ଉତ୍ତର- କୁକରେଲ୍ ବନରେ
୧୩) ରାଜ୍ୟର ସବୁଠାରୁ ପୁରୁଣା ବନ୍ୟ ଜୀବ ବିହାରର କେଉଁଟା ଅଟେ ?
ଉତ୍ତର- ଚନ୍ଦ୍ରପ୍ରଭା
୧୪) ସୋମନାଥ ମନ୍ଦିରକୁ କେଉଁ ମୁସଲମାନ ଆକ୍ରମଣକାରୀ ଧ୍ୱଂସ କରିଥିଲେ ?
ଉତ୍ତର- ମହମୁଦ ଗଜନବୀ
୧୫) କଂଟୁର ରେଖା କଣ ଦର୍ଶାଇଥାଏ ?
ଉତ୍ତର- କଂଟୁର ରେଖା ସମୁଦ୍ର ତଳରୁ ସମାନ ଉଚ୍ଚତା ଓ ଆକାର ବାଲା ସ୍ଥାନକୁ ଦର୍ଶାଇଥାଏ ।
୧୬) କାବେରୀ ନଦୀ କେଉଁ ଦିଗରେ ବହିଥାଏ ?
ଉତ୍ତର- ଦକ୍ଷିଣରେ ବହିଥାଏ ।
୧୭) ମହାଭାରତର ରଚୟିତା କିଏ ?
ଉତ୍ତର- ବେଦବ୍ୟାସ
୧୮) ଭାରତର ଏମିତି କେଉଁ ସହର ଅଛି ଯେଉଁଠି ଧର୍ମ, ନା ସରକାର, ନା ପଇସା ଚଳିଥାଏ ?
ଉତ୍ତର- ଅରୋବିଲେ