ଏହାକୁ ୨ ଥର ପିଅନ୍ତୁ ଅର୍ଷରୁ ପାଇବେ ମୁକ୍ତି ଏବଂ ଜୀବନରେ କେବେବି ଆଉ ହେବ ନାହିଁ ଏହି ରୋଗ..
ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ନଡ଼ିଆର ଚୋପାର କଣ ପୟୋଗ ରହିଛି।ଆମେ ପ୍ରଥମେ ନଡ଼ିଆ ଖାଇ ଦିଅନ୍ତି ଏବଂ ପରେ ତାର ଚୋପାକୁ ଫିଙ୍ଗି ଦିଅନ୍ତି କିନ୍ତୁ ଏବେ ଆପଣ କେବେବି ଏହାର ଚୋପାକୁ ଫିଙ୍ଗନ୍ତୁ ନାହିଁ।ପ୍ରଥମେ ଆପଣ ଏକ ନଡ଼ିଆ ନିଅନ୍ତୁ ଏବଂ ତାର ଚୋପା ବାହାର କରିଦିଅନ୍ତୁ।ନଡ଼ିଆକୁ ଆପଣ ଯେପରି ଚାହିଁଲେ ବ୍ୟବହାର କରିପାରିବେ କିନ୍ତୁ ଏହାର ଚୋପାକୁ ଫିଙ୍ଗନ୍ତୁ ନାହିଁ।ଏହାକୁ କୌଣସି ପଲିଥିନ ହେଉ କି ବାଲ୍ଟି ହେଉ କୌଣସିବି ଜାଗାରେ ଷ୍ଟୋର କରି ରଖନ୍ତୁ।ଏହା ବହୁତ ହି ଅଧିକ ଫାଇଦା ଦିଏ ଖାସ କରି ଯେଉଁ ଲୋକଙ୍କୁ ଅର୍ଷର ସମସ୍ୟା ରହିଅଛି।ଏହା ଭାବନ୍ତୁ ନାହିଁ କି ଏହାର କୌଣସି ସାଇଡଇଫେକ୍ଟ ହେବ।ଏହାକୁ ଥରେ ନିଶ୍ଚୟ ବ୍ୟବହାର କରନ୍ତୁ ପୁରୁଣାରୁ ପୁରୁଣା ଅର୍ଷ ମଧ୍ୟ ମୂଳରୁ ଗାୟବ ହୋଇଯିବ।ତେବେ ଆସନ୍ତୁ ଜାଣିବ କେମିତି ଆପଣ ଏହାକୁ ତିଆରି କରିବେ।
ପ୍ରଥମେ ନଡ଼ିଆର ଚୋପା ଛଡେଇ ଦିଅନ୍ତୁ ଏବଂ ଏହାପରେ ଆମକୁ ଏହି ଚୋପାକୁ ଜଳାଇବା କାରଣ ଆମକୁ ଦରକାର ଏହାର ପାଉଁଶ।ଏକ ଭାରି କଡେଇ ନିଅନ୍ତୁ ଯେମିତି ଚୋପାକୁ ଜଳେଇବାରେ ସହଜ ହେବ।ଏହାପରେ ଏହାକୁ କଡେଇରେ ରଖି ଅଧିକ ଗ୍ୟାସରେ ଜଳାନ୍ତୁ।ଯଦି ଆପଣଙ୍କୁ ଲାଗୁଥାଏ କି ବହୁତ ଅଧିକ ସମୟ ଲାଗୁଚି ତାହେଲେ ଅନ୍ୟ ଏକ ଉପାୟ କହୁଛି ଯାହା ବହୁତ ସହଜ ଅଟେ କିନ୍ତୁ ସେହି ଉପାୟକୁ ଯେଉଁଥିରେ ଚୋପାକୁ ଜଳେଇବାର ଅଛି ସେହି ଉପାୟକୁ ଆପଣ ନିଜ ରୋଷେଇ ଘରେ କରନ୍ତୁ ନାହିଁ।ଏହା ଏତେ ଶୁଖିଲା ହୋଇଥାଏ କି ବହୁତ ସହଜରେ ନିଆଁ ଧରିନିଏ ଏବଂ ବହୁତ ସହଜରେ ଆମେ ଏହାର ଭସ୍ମ ପାଇପାରିବୁ।ଏହି ଚୋପାର ଯେଉଁ ପାଉଁସ ରହିଥାଏ ତାହାକୁ ହି ଆମକୁ ବ୍ୟବହାର କରିବାର ଅଛି ଅର୍ଷର ଚିକିତ୍ସା ପାଇଁ।ଏହାପରେ ଏହାର ଯୋଉ ପାଉଁସ ଅଛି ଏହାକୁ କୌଣସିବି ଡବାରେ ରଖିଦିଅନ୍ତୁ।ଏହାଖ କେମିତି ନେବେ ଆସନ୍ତୁ ଜାଣିବା।
ଏହାପରେ ଏହାକୁ ଭଲ ଭାବରେ ଗୋଟେ ଜିନିଷ ସହାୟତାରେ ପୁରା କୁଟି ଦିଅନ୍ତୁ ଏବଂ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ।ଏହି ଯୋଉ ଭସ୍ମ ତିଆରି ହେଉଛି ଆପଣ ସେଥିରୁ ନେବେ ଚାରି ଭାଗରୁ ଭାଗେ ଚାମଚ।ଏହାକୁ ଆପଣ ଦହି ସହିତ ନିଅନ୍ତୁ।ଅର୍ଷରୁ ମୁକ୍ତି ପାଇବା ପାଇଁ ଏହାର ଚୋପା କୌଣସି ଔଷଧରୁ କମ ନୁହଁ।ପୁରୁଣା ସମୟରେ ଲୋକ ଏହାର ବ୍ୟବହାର କରୁଥିଲେ।ଏହାପରେ ଏହି ଭସ୍ମକୁ ଏକ ଜାଗାରେ ଛାଣି ଦିଅନ୍ତୁ।ଏହାପରେ ଏହାକୁ ଗୋଟେ ଡବାରେ ଭାରି ନିଅନ୍ତୁ ଯେମିତି ଆପଣଙ୍କୁ ପ୍ରତିଦିନ କସରତ କରିବାକୁ ପଡିବ ନାହଁ।ଏହା ଆମର ଚୁଟି ପାଇଁ ମଧ୍ୟ କାମ ଆସିଥାଏ।ଏହାକୁ ଗୋଟେ ଚାମଚ ନେଇ ନଡ଼ିଆ ତେଲ ମିଶାଇ ଯଦି ଧଳା ଚୁଟିରେ ଲଗାଇବା ତାହେଲେ ଏହା ରଙ୍ଗ ଭଳି କାମ କରିବ ଏବଂ ଏହା ପ୍ରାକୃତିକ ହୋଇଥିବାରୁ କୌଣସି ସାଇଡିଫେକ୍ଟ ମଧ୍ୟ ନଥାଏ।
ବନ୍ଧୁମାନେ ଆପଣଙ୍କୁ ଏହି ଆର୍ଟିକିଲ ପସନ୍ଦ ଆସିଲା କି ନାହିଁ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଏହାକୁ ନିଜ ପରିବାର ବର୍ଗ ଏବଂ ସାଙ୍ଗ ମଧ୍ୟ ସେୟାର ମଧ୍ୟ କରନ୍ତୁ।ଆଜିର ଏହି କଠୋର ପରିସ୍ଥିତିରେ ସବୁ ଲୋକ ସମସ୍ତଙ୍କ ଠାରୁ ଦୂରେଇ ଯାଇଛନ୍ତି।କେହି କାହା ପାଖକୁ ଆସିବାକୁ ମଧ୍ୟ ଭୟ କରୁଛନ୍ତି।ଆପଣ ମଧ୍ୟ ସୁରକ୍ଷିତ ରହିବା ପାଇଁ ସବୁବେଳେ ଘରେ ରୁହନ୍ତୁ।ବହାରକୁ ବିନା କାରଣରେ ଯାଆନ୍ତୁ ନାହିଁ।କେବଳ ଆବଶ୍ୟକ କାମରେ ହି ଘରୁ ବହାରନ୍ତୁ।ସମସ୍ତଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ ଏବଂ ସବୁବେଳେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରନ୍ତୁ।ନମସ୍କାର।