ସଫା ଏବଂ ଚମକଦାର ଦାନ୍ତ ପାଆନ୍ତୁ ମାତ୍ର ଦୁଇ ମିନିଟରେ – ଏହି ଉପାୟ ଆପଣ ନିଜେ ଘରେ ବସିକି କରିପାରିବେ..
1 min read
ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ଉପାୟ ନେଇକି ଆସିଛୁ।କିପରି ଭାବେ ଆପଣ ନିଜର ଦାନ୍ତ ସଫା କରିବାରେ ସହାୟକ ହୋଇପାରିବେ।ତେବେ ଡେରି ନ କରି ଆସନ୍ତୁ ଜାଣିବା।
ମଇଳା ଥିବା ଦାନ୍ତ ଅଥବା ହଳଦିଆ ଦାନ୍ତ ଦ୍ୱାରା ଆମକୁ ବହୁତ କିଛି ସାମ୍ନା କରିବାକୁ ପଡିଥାଏ।ଆମ ନିଜର ଲୋକମାନେ ହି ଆମ ମଜାକ ବନାନ୍ତି ଆଉ କେବେ କେବେ ଆମେ ସଭିଙ୍କ ସାମ୍ନାରେ ମଜାକ ହେଇଯାଉ। ଏହି ହଳଦିଆ ଦାନ୍ତର ବହୁତ ସାରା କାରଣ ହେଇ ଥାଇପାରେ।ତବାକୁ, ଭୁଲ ଖାଇବା ପିଇବା ତଥା ଅନ୍ୟ ବହୁତ କିଛି ଆମ ମଇଳା ଦାନ୍ତର କାରଣ ହେଇ ଥାଏ।ଆମେ ଏହାଠାରୁ ଛାଡ଼ ପାଇବା ପାଇଁ ବହୁତ କିଛି ଦାମୀ ଦାମୀ ଜିନିଷ ଟ୍ରାଏ କରୁ ମାତ୍ର ତାହା ଆମ ପାଇଁ କାମ ଆସେ ନାହିଁ।ଆଜି ଆମେ ଆପଣଙ୍କ ପାଖରେ ଏହି ହଳଦିଆ ଦାନ୍ତରୁ ଛାଡ଼ ପାଇବା ପାଇଁ ଏକ ପ୍ରାକୃତିକ ଉପାୟ ନେଇକି ଆସିଛୁ ଯାହା ଆପଣଙ୍କ ପାଇଁ କାମ ଦାୟକ ସାବ୍ୟସ୍ତ ହେବ।ତ ଚାଲନ୍ତୁ ଜାଣିବା।
ଏହି ଉପାୟ କରିବା ପାଇଁ ଆପଣଙ୍କୁ କଞ୍ଚା ରସୁଣର ତିନୋଟି ପାଖୁଡା ନେବାକୁ ହେବ ଆଉ ତାକୁ ଛଡେଇ ଦେଇ ଏକ ବାଟିରେ ରଖିବାକୁ ହେବ।ତା ପରେ ଆପଣ ତାକୁ ଗ୍ରଇଣ୍ଡ କରି ତାର ଏକ ପେଷ୍ଟ ବନାନ୍ତୁ।ତା ପରେ ଆପଣ ବେକିଂ ଶୋଢା ନିଅନ୍ତୁ ଯାହା ଆମ ଦାନ୍ତର ଉପର ଭାଗର ସଫା ବହୁତ ଜଲଦି କରିଥାଏ ଆଉ ଆମକୁ ଜଲଦି ସଫା ଦାନ୍ତ ଦେଇଥାଏ।ତା ପରେ ଆପଣ ପ୍ରାୟ ଗୋଟେ ଚାମଚର ଆଧାର ଅଧା ବେକିଂ ଶୋଢା ନିଅନ୍ତୁ ଆଉ ତା ପରେ ଅଧା ଚାମଚ ନଡ଼ିଆ ତେଲ ନିଅନ୍ତୁ ଆଉ ତା ପରେ ଆପଣ ଘଷୁଥିବା କିଛି ବି ପେଷ୍ଟ ସେତିକି ପରିମାଣରେ ନିଅନ୍ତୁ ଯେତିକି ଆପଣ ଥରକରେ ଘଷନ୍ତି।ତା ପରେ ଆପଣ ସେଥିରେ ଲେମ୍ବୁର ୧୦-୨୦ ଟୋପା ରସ ପକାନ୍ତୁ।
ଏହାପରେ ଆପଣ ଏକ ଚାମଚ ନେଇ ତାକୁ ଭଲ ଭାବରେ ୫-୭ ମିନିଟ ଯାଏ ଗୋଳାନ୍ତୁ।ତାକୁ ସେତେ ଯାଏ ଗୋଳାନ୍ତୁ ଯେତେ ଯାଏ ଏକ ଧଳା ପେଷ୍ଟ ପ୍ରସ୍ତୁତ ନ ହେଇ ଯାଇଛି। ଏହା ପରେ ଆପଣଙ୍କର ପେଷ୍ଟ ପ୍ରସ୍ତୁତ ହେଇ ଯାଇଛି।
ଆପଣ ଘରୁ କିଛି ବି ଏକ ପେଷ୍ଟ ଆଣ୍ଠୁ ଯାହାଦ୍ୱାରା ଆପଣ ସବୁଦିନ ବ୍ରସ କରନ୍ତି ଆଉ ତା ପରେ ଆପଣ ସେଥିରେ ଥରକରେ ଏକ ସୋପ ନିଅନ୍ତୁ ଆଉ ତାକୁ କେବଳ ନିଜ ଦାନ୍ତରେ ଘସନ୍ତୁ।ମାଢ଼ିରେ ଘସନ୍ତୁ ନାହିଁ ଆଉ ତାକୁ ଆପଣ ଭଲ ଭାବରେ ଦାନ୍ତର ହଳଦିଆ ଅଂଶ ଥିବା ଜାଗାରେ ଘସନ୍ତୁ ଆଉ ତା ପରେ ଦେଖିବେ କି ଆପଣଙ୍କ ଦାନ୍ତର ହଳଦିଆ ଅଂଶ ଗାୟବ ହେଇଯିବ।ଏହା ଆପଣ ଦିନକୁ ଥରେ ବ୍ୟବହାର ହିଁ ଆପଣଙ୍କୁ ମୋତି ଭଳି ଚମକୁଥିବା ଦାନ୍ତ ଦେଇପାରେ।