September 13, 2024

Odia Express

Here, There and Everywhere

ଅକ୍ସୀଜେନ ଲେଭେଲ ବଢାଇବାପାଇଁ ଘରୋଇ ଉପାୟ – ଏବେ ଘରେ କରିଦିଆନ୍ତୁ ଏହି ଉପାୟ ଗୁଡିକ..

1 min read

ନମସ୍କାର ସାଙ୍ଗମାନେ।ଏବେ ଦୁନିଆରେ ଯେଉଁଠି ଦେଖ ସେଠି ହାହାକାର ଲାଗିଛି ଅକ୍ସୀଜେନ ପାଇଁ।ସମସ୍ତଙ୍କ ମନରେ ଏହି ଭୟ ରହିଛିଯେ ଅକ୍ସୀଜେନର କମି ନ ହୋଇଯାଉ।ଏବଂ ସମସ୍ତେ ନିଜ ପାଖରେ ଅକ୍ସୀଜେନ ରଖିବାକୁ ଚେଷ୍ଟା କରୁଛନ୍ତି।ଏବଂ ଅଳ୍ପ ନିଶ୍ୱାସ ପ୍ରଶ୍ୱାସରେ ବାଧା ଆସିଲେ ଲୋକମାନେ ପ୍ରଥମେ ହସ୍ପିଟାଲରେ ବେଡ଼ ନେବାର ପ୍ରସ୍ତୁତ କରୁଛନ୍ତି।ପ୍ରଥମେ ଆପଣ ଏହା ନିଶ୍ଚିତ କରନ୍ତୁଯେ ଆପଣ କ-ରୋ-ନା ପଜେଟିଭ ଅଛନ୍ତି କିମ୍ବା ଆପଣଙ୍କ ଇମ୍ୟୁନିଟି ପାୱାର କମ ଅଛି।କିମ୍ବା କିଛି ଅନ୍ୟ କାରଣ ରହିଛି।ଏବଂ ଏହା ପରେ ଆପଣ ଅକ୍ସୀଜେନର ବନ୍ଦୋବସ୍ତ କରନ୍ତୁ।

ଏହାଛଡା ଆପଣ ଘରେ ଏକ ଛୋଟ ଉପାୟ କରିପାରିବେ ଯାହାଦ୍ୱାରା ବହୁତ ଅଧିକ ଲାଭ ମିଳିଥାଏ।ଆମେ ଏହି ଆର୍ଟିକିଲରେ ଏହାର କାରଣ ମଧ୍ୟ ଜଣାଇବୁ ଏବଂ ଏହି ଉପାୟ କିପରି କାମ କରେ ତାହା ମଧ୍ୟ ଜଣାଇବୁ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।ଯଦି ଆପଣଙ୍କୁ ନିଶ୍ୱାସ ନେବାରେ ଅସୁବିଧା ଆସିଥାଏ, କାଶିବା ସମୟରେ କାଶ ବାହାରକୁ ଅସୁନଥାଏ।ପାଟିରୁ ଶବ୍ଦ ଅସୁନଥାଏ ତେବେ ଆପଣ ଅତି ଜୋରରେ ଡରନ୍ତୁ ନାହିଁ।ଆପଣ ପ୍ରଥମେ ଦେଖନ୍ତୁ କଣ ହୋଇଛି ଏବଂ ଏହାପରେ ଅକ୍ସୀଜେନର ବ୍ୟବସ୍ଥା କରନ୍ତୁ।ଯଦି ଆପଣଙ୍କୁ ଛାତିରେ ଦରଜ ହେଉଛି,ନାକ ପଟେ ନିଶ୍ୱାସ ଅସୁନଥାଏ,ଗଳାରେ ଦରଜ ରହିଥାଏ।ମୁଣ୍ଡ ଭାରି ଭାରି ଲାଗୁଥାଏ, ଭୋକ କରିନଥାଏ ଏବଂ ନିଶ୍ୱାସ ନେବା ସମୟରେ ଶବ୍ଦ ଆସୁଥାଏ ତେବେ ଆପଣ ଏହି ଉପାୟ କରିପାରିବେ।

ଏହି ଉପାୟ ଆପଣଙ୍କ ଫୁସଫୁସରେ କୌଣସି ଅସୁବିଧା ହେବାରୁ ବଞ୍ଚାଇଥାଏ ଏବଂ ଫୁସଫୁସକୁ ମଜବୁତ କରିଥାଏ।ଆପଣଙ୍କୁ ରିଲାକ୍ସ ଅନୁଭବ କରାଇଥାଏ ଏବଂ ଯଦି ଆପଣଂକୁ ଅନିଦ୍ରାର ଅସୁବିଧା ଥାଏ ତେବେ ଏହାଦ୍ୱାରା ଆପଣଙ୍କୁ ନିଦ ମଧ୍ୟ ଆସିବାରେ ଲାଗିଯିବ।ହାତ ଗୋଡ଼ ଥକି ଯାଇଥିଲେ ତାହା ଦୂର ହୋଇଯିବ ଏବଂ ଆପଣଙ୍କ ନିଶ୍ୱାସ ନେବାରେ ଯେଉଁ ଅସୁବିଧା ଆସୁଛି ତାହା ମଧ୍ୟ ଦୂର ହୋଇଯିବ।

ଏଥିପାଇଁ ଆପଣ ସର୍ଵପ୍ରଥମେ ନିଅନ୍ତୁ ସବୁଜ ଅଳେଇଚ।ଏହାପରେ ଆପଣ ନିଅନ୍ତୁ ଦେଶୀ କର୍ପୁର।ଆପଣ ଏଠାରେ ପୂଜାରେ ବ୍ୟବହାର କରାଯାଉଥିବା କର୍ପୁର ନେଇପାରିବେ କିମ୍ବା ଏହାକୁ ବଜାରରୁ ମଧ୍ୟ ଆଣିପାରିବେ।ଏବଂ ଏହାକୁ ଅଧିକ ମାତ୍ରାରେ ଆଣନ୍ତୁ।ଏବଂ ଆପଣଙ୍କ ପରିବାରର ଯେଉଁସ୍ଥାନରେ ଅଧିକ ଚଳପ୍ରଚଳ ହେଉଥାଏ ସେଠାରେ ରଖନ୍ତୁ।ଏହାକୁ ଆପଣ ଖଟ ପାଖରେ ରଖିପାରିବେ।କିମ୍ବା ରୋଷେଇ ଘରେ ରଖିପାରିବେ।ଏବଂ ଯେଉଁ ସ୍ଥାନରେ ଅଧିକ ଚଳପ୍ରଚଳ ହେଉଛି ସେହି ସ୍ଥାନରେ ଏହାକୁ ଅଧିକ ମାତ୍ରାରେ ରଖନ୍ତୁ।ଏହାଦ୍ୱାରା ଏହାର ବାସ୍ନା ଆପଣଙ୍କ ଶରୀର ମଧ୍ୟକୁ ଯାଇଥାଏ।ଏବଂ ଆପଣଙ୍କ ଫୁସଫୁସକୁ ମଜବୁତ କରିଥାଏ।ଏହା ନାକର ରାସ୍ତାରେ ଯିବାଦ୍ୱାରାଏହାକୁ ଅଧିକ ପରିମାଣରେ ରଖନ୍ତୁ ଯେପରି ୧୦୦ ଗ୍ରାମ କାରଣ ଏହାକୁ ବେଶିଦିନ ରଖିବାଦ୍ୱାରା ଏହା ଉଡିଯାଇଥାଏ।

ଏହାକୁ କାଚର ପତ୍ରରେ ରଖନ୍ତୁ।ଏହାପରେ ସବୁଜ ଅଳେଇଚ ନେଇ କର୍ପୁର ସହିତ ରଖନ୍ତୁ।ଏହାକୁ ମଧ୍ୟ ଅଧିକ ପରିମାଣରେ ରଖନ୍ତୁ।ଏଥିରୁ ଯେଉଁ ତେଲ ବାହାରିଥାଏ ଏବଂ ଯେଉଁ ବାସ୍ନା ଆସିଥାଏ ତାହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ।ଆପଣ ଏହାକୁ ରଖିସାରିବାପରେ ଯେବେ ଆପଣ ଏହାର ସଂସ୍ପର୍ଶରେ ଆସିବେ ତାହାର ବାସ୍ନା ଆପଣଙ୍କ ଶରୀର ମଧ୍ୟକୁ ଆପଣଙ୍କ ନାକ ଏବଂ ଚର୍ମ ମଧ୍ୟକୁ ଯାଇଥାଏ ଏବଂ ଏହାଦ୍ୱାରା ଆପଣଙ୍କୁ ଲାଭ ମିଳିଥାଏ।ଏହାଦ୍ୱାରା ଆପଣଙ୍କୁ ନିଶ୍ୱାସ ନେବାରେ ସୁବିଧା ହୋଇଥାଏଯଦି ଆପଣଙ୍କୁ ସିରିଅସ ଅସୁବିଧା ଥାଏ ତେବେ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବା ଉଚିତ ନଚେତ ଆପଣ ଏହି ଉପାୟ ବ୍ୟବହାର କରିପାରିବେ

Leave a Reply

Your email address will not be published. Required fields are marked *