December 1, 2024

Odia Express

Here, There and Everywhere

S ନାମଧାରୀ ଝିଅମାନେ କିପରି ହୋଇଥାନ୍ତି – ଏମାନଙ୍କ ଭଲ ଓ ଖରାପ ଗୁଣ ଗୁଡିକ ଜାଣିରଖନ୍ତୁ ଏବେ..

ସାଙ୍ଗମାନେ ଆଜି ମୁଁ ଆପଣଙ୍କୁ କହିବି ଯେ ଏସ ନାମଧାରୀ ଝିଅ ମାନେ କିପରି ହୋଇଥାନ୍ତି,ସେମାନଙ୍କ କ୍ୟାରିୟର କିପରି ହେବ,ସ୍ଵଭାବ କିପରି ହୋଇଥାଏ,ଏହି ପ୍ରକାର ଝିଅ ମାନଙ୍କୁ କଣ ପସନ୍ଦ ହୋଇଥାଏ କଣ ନୁହଁ ଏହି ସବୁ କଥା ମୁଁ ଆଜି ଆପଣ ମାନଙ୍କୁ କହିବି। ତ ଚାଲନ୍ତୁ ଆରମ୍ଭ କରିବା ଏହି ବିଷୟରେ।ପ୍ରତି ମଣିଷର ନାମ କୌଣସି ନା କୌଣସି ଅକ୍ଷରରୁ ଆରମ୍ଭ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଦ୍ଵାରା ବ୍ୟକ୍ତିର ନାମରୁ ତାର ସ୍ଵଭାବ,ବ୍ୟକ୍ତିତ୍ୱ ଆଦି ବିଷୟରେ ସବୁ କିଛି ଜାଣିହେବ।କେଉଁ ଜିନିଷ ତାର ପସନ୍ଦ କେଉଁଟା ପସନ୍ଦ ନୁହେଁ ସବୁ ଜିନିଷ ବିଷୟରେ ଜାଣିହେବ।ଆଜି ମୁଁ ଆପଣଙ୍କୁ ଏସ ଅକ୍ଷର ଧାରୀ ଝିଅ ମାନଂକ ସମ୍ପର୍କରେ କହିବି।ଏମାନେ କିପରି ହୋଇଥାନ୍ତି,ଏମାନଙ୍କ ସ୍ଵଭାବ,ଚାଲି ଚଳନ ଆଦି ସମସ୍ତ ବିଷୟରେ ମୁଁ କହିବି।

ଏସ ନାମଧାରୀ ଝିଅ ମାନେ ସମ୍ପର୍କ କ୍ଷେତ୍ରରେ ବିଶ୍ଵସ୍ତ ହୋଇଥାନ୍ତି। ଏମାନେ ଭଲ ପାଇବାର ମୂଲ୍ୟ ବୁଝିଥାନ୍ତି।ଏମାନେ ଏକ ପ୍ରକୃତ ସାଥୀକୁ ଅପେକ୍ଷା କରିଥାନ୍ତି।ଏମାନେ ନିଜ ଲଭ ପାର୍ଟନରକୁ ବିଶ୍ୱାସ ସହକାରେ ଭଲ ପାଇଥାନ୍ତି।ଏମାନେ ସର୍ବଦା ନ୍ୟାୟ ସହିତ ରହିଥାନ୍ତି।ଏମାନେ କାହାର କଥାରେ ନିଜ ମତ ବଦଳାନ୍ତି ନାହିଁ।ଏମାନେ ପରିଶ୍ରମରେ ବିଶ୍ୱାସ ରଖିଥାନ୍ତି।ଏମାନେ ଯେଉଁ ବି କ୍ଷେତ୍ରରେ ଯାଇଥାନ୍ତି ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିଥାନ୍ତି।

ଏମାନେ ସାଧା ସିଧା ଜୀବନ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି।ଏମାନେ ଖାଇବା ପିଇବା ଓ ଭଲ କପଡ଼ା ପିନ୍ଧିବାରେ ରୁଚି ରଖିଥାନ୍ତି।ଏମାନଙ୍କୁ ବାସ୍ତବିକ ଜୀବନ ବଞ୍ଚିବା ପସନ୍ଦ ଆସିଥାଏ।ଏମାନେ ଦେଖେଇ ହୋଇ ନଥାନ୍ତି କି ଏପରି ଲୋକ ମାନଙ୍କୁ ପସନ୍ଦ କରନ୍ତି ନାହିଁ।ଏମାନେ ସବୁ ପରିସ୍ଥିତିରେ ଖୁସି ରହିପାରନ୍ତି।ଏମାନଙ୍କୁ ଧୋକା ବାଜ ଲୋକ ଜମା ପସନ୍ଦ ନୁହନ୍ତି।ଏମାନେ ଯେକୌଣସି ପରିସ୍ଥିତିର ସମାଧାନ ନିଜ ଉପସ୍ଥିତ ବୁଦ୍ଧି ଦ୍ଵାରା କରିପାରନ୍ତି।

ଏମାନେ ଅନ୍ୟ ଉପରେ ନିର୍ଭର କରି ନଥାନ୍ତି।ଏମାନେ ନିଜ କାମକୁ ସ୍ଵୟଂ କରିବା ପାଇଁ ପସନ୍ଦ କରିଥାନ୍ତି।ଏମାନେ ନିଜ ନିଷ୍ପତି ନିଜେ ନେଇଥାନ୍ତି।ଏମାନେ ସର୍ବଦା ସତ୍ୟ ପକ୍ଷରେ ଠିଆ ହୁଅନ୍ତି।ଏମାନେ ଭଲ ବକ୍ତା ଭାବରେ ଧରା ଯାଆନ୍ତି।ନିଜ ଶବ୍ଦର ପ୍ରଭାବରେ ଏମାନେ କାହାକୁ ବି ନିଜ ବଶରେ କରିପାରନ୍ତି।ଏମାନେ ସ୍ବପ୍ନ ଦୁନିଆରେ ବଞ୍ଚନ୍ତି ନାହିଁ ବରଂ ସ୍ବପ୍ନକୁ ବାସ୍ତବିକତାରେ ବଦଳେଇବା ପାଇଁ ଚେଷ୍ଟା କରନ୍ତି।ଏମାନଙ୍କର କଠିନ ପରିଶ୍ରମ ଏମାନଙ୍କ ସ୍ବପ୍ନକୁ ସାକାର କରିଥାଏ।ଏମାନେ ସ୍ଵତନ୍ତ୍ର ଜୀବନ ଯାପନ କରିବାକୁ ଭଲ ପାଇଥାନ୍ତି।ଏମାନେ ବହୁତ ଭାଗ୍ୟଶାଳୀ ବୋଲି ଧରାଯାଆନ୍ତି।ଏମାନେ ଯାହା ସହିତ ବି ସାଙ୍ଗ ହୁଅନ୍ତି ସଫା ମନରେ ତା ସହ ହୁଅନ୍ତି।

Leave a Reply

Your email address will not be published. Required fields are marked *