ପରୀକ୍ଷାରେ ପଚରାଯାଉଥିବା ସବୁଠାରୁ ଚତୁର ପ୍ରଶ୍ନ – ଭାରତୀୟ ନୋଟରେ ଗାନ୍ଧିଜୀଙ୍କ ପୂର୍ବରୁ କାହାର ଛବି ରହୁଥିଲା – ପ୍ରାୟ ୯୯ ପ୍ରତିଶତ ଲୋକ ଏହାର ସଠିକ ଉତ୍ତର ଜାଣି ନଥିବେ..
ନମସ୍କାର ବନ୍ଧୁଗଣ, ସାଧାରଣଜ୍ଞାନର ଏହିଭଳି ଅଧ୍ୟାୟ ର ଅଭିବୃଦ୍ଧି କରାଇଲେ ସମସ୍ତ ପାଠକଙ୍କର ମେଧା ଶକ୍ତି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ଅନେକ ଜ୍ଞାନ ଭଣ୍ଡାର ର ବିଷୟରେ ଅବଗତ ହେବେ।ସେ ନିଜର ଏବଂ ଅନ୍ୟମାନଙ୍କର ଜ୍ଞାନ ବୃଦ୍ଧି ରେ ସହାୟକ ହେବ।ଜଣେ ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ହିତ ସାଧନ କରିଥାନ୍ତି।ସେ ସମାଜର ଏବଂ ପ୍ରତ୍ୟେକ ବକ୍ତି ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି।ଜ୍ଞାନ ଏକ ଅଦ୍ଭୁତ ଭଣ୍ଡାର।ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ।ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି।ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା ଭୁଲିଯାଆନ୍ତି।ସେଥିପାଇଁ କୁହା ଯାଇଛି ଯେ ” ନ ସରିବା ଯାଏଁ ବାଟ ଚାଲୁଥିବା ନ ବୁଝିବା ଯାଏଁ ପଚାରି ପ୍ରଗତି ପଥକୁ ଯେଉଁ ଜନ ଚାହେଁ ନ ଶୁଏ ସେ ଦିନ ସର୍ବରୀ ” ତେଣୁ ପରିଶର୍ମି ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ।
ଏହା ଆମେ ପିମ୍ପୁଡ଼ି ଆଉ ଝିଂଟିକା ଗଳ୍ପ ରୁ ଶିକ୍ଷା ଲାଭ କରିଆସିଛୁ। ଜ୍ଞାନ ଆମକୁ ବିନୟୀ , ଭଦ୍ର, ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ।ଦୟା ଭାବ ଆମ ମନରେ ଜାଗ୍ରତ କରେ।ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରନ୍ତୁ।ତେବେ ଆଜି ଆମେ ୫ଟି ପ୍ରଶ୍ନ ଓ ଏହାର ଉତ୍ତର ଜାଣିବା ।ଏହା ଅତି ମଜଳିଆ ଓ କୌତୁହଳପୂର୍ଣ୍ଣ ପ୍ରଶ୍ନ ।ଏହାର ଉତ୍ତର ଆପଣଙ୍କର ଭବିଷ୍ୟତରେ ମଧ୍ୟ କାର୍ଯ୍ୟରେ ଆସିପାରେ।ତେବେ ଆଜିର ପ୍ରଥମ ପ୍ରଶ୍ନ ଆଡକୁ ଆମେ ବଢିବା ଏବଂ ତାହା କଣ ଅଟେ ଚାଲନ୍ତୁ ଜାଣିବା।
ଆଜିର ପ୍ରଥମ ପ୍ରଶ୍ନ ହେଉଛି।ପ୍ରଶ୍ନ: କୁହନ୍ତୁ କି ଭାରତର କେଉଁ ଗ୍ରାମ ଅଟେ ଯାହା ନାମରେ କୌଣସି କାନା କିମ୍ବା ମାତ୍ରା ନାହିଁ?
ଉତ୍ତର:ଏହାର ଉତ୍ତର ହେଉଛି, ଏବଂ ସେହି ଗ୍ରାମ ଯାହାର ନାମରେ କୌଣସି କାନା କିମ୍ବା ମାତ୍ରା ନାହିଁ ତାହା ହେଉଛି ଅହମଦନଗର।ଯଦି ଏହାକୁ ଛାଡି ଆଉ କୌଣସି ଗ୍ରାମର ନାମ ଜଣା ଅଛି ତେବେ ଆପଣ ଆମକୁ କମେଣ୍ଟରେ ଜଣାନ୍ତୁ।
ଆଜିର ଦ୍ୱିତୀୟ ପ୍ରଶ୍ନ ହେଉଛି।ପ୍ରଶ୍ନ:କୁହନ୍ତୁ କି ଏକ ସାଧାରଣ ସ୍ୱାସ୍ଥ୍ୟ ଥିବା ଲୋକର ଶରୀରରେ ପାଖାପାଖି କେତେ ଲିଟର ରକ୍ତ ଥାଏ?
ଉତ୍ତର:ଏହାର ଉତ୍ତର ହେଉଛି,ଏକ ସାଧାରଣ ସ୍ୱାସ୍ଥ୍ୟ ଥିବା ଲୋକର ଶରୀରରେ ପାଖାପାଖି ୪.୭ରୁ ୫.୫ଲିଟର ରକ୍ତ ଥାଏ।
ଆଜିର ତୃତୀୟ ପ୍ରଶ୍ନ ହେଉଛି।ପ୍ରଶ୍ନ:କୁହନ୍ତୁ କି ସେ କେଉଁ ଜୀବ ଅଟେ ଯିଏ କି ତିନି ବର୍ଷ ପର୍ଯ୍ୟନ୍ତ ଶୋଇ ଥାଏ?
ଉତ୍ତର:ଏହାର ଉତ୍ତର ହେଉଛି, ଗେଣ୍ଡା ହିଁ ସେହି ଜୀବ ଅଟେ ଯିଏକି ତିନି ବର୍ଷ ପର୍ଯ୍ୟନ୍ତ ଶୋଇ ଥାଏ।
ଆଜିର ଚର୍ତୁଥ ପ୍ରଶ୍ନ ହେଉଛି।ପ୍ରଶ୍ନ: କୁହନ୍ତୁ ଦୁନିଆର ତାହା କେଉଁ ଫୁଲ ଅଟେ ଯାହାକୁ ଦେଖିକରି ଲାଗେ କି ଯେପରି ପାଲିଙ୍କିରେ ଛୁଆଟିଏ ଶୋଇ ଅଛି?
ଉତ୍ତର:ଏହାର ଉତ୍ତର ହେଉଛି, ତୁଲୀପ ଅରକିଡ ଫୁଲକୁ ଦେଖିଲେ ଲାଗେ କି ଯେପରି ପାଲିଙ୍କିରେ ଛୁଆଟିଏ ଶୋଇ ଅଛି।
ଆଜିର ପଞ୍ଚମ ପ୍ରଶ୍ନ ହେଉଛି।ପ୍ରଶ୍ନ:କୁହନ୍ତୁ କି ଭାରତୀୟ ନୋଟ ମାନଙ୍କରେ ଗାନ୍ଧିଜୀଙ୍କ ପୂର୍ବରୁ କାହାର ଛବି ଛପା ଯାଉଥିଲା?
ଉତ୍ତର:ଏହାର ଉତ୍ତର ହେଉଛି,ଭାରତୀୟ ନୋଟ ମାନଙ୍କରେ ଗାନ୍ଧିଜୀଙ୍କ ପୂର୍ବରୁ ଅଶୋକ ସ୍ତମ୍ଭର ଛବି ଛପା ଯାଉଥିଲା।
ଆଶାକରୁଛୁ ଉପରୋକ୍ତ ପ୍ରଶ୍ନ ଏବଂ ଏହାର ଉତ୍ତର ଆପଣ ମାନଙ୍କ ପାଇଁ ଏହା ବହୁତ ଲାଭ ଦାୟକ ହେବ ଓ ଭବିଷ୍ୟତରେ ନିଶ୍ଚୟ ଏହା ଆପଣଙ୍କୁ କୌଣସି ନା କୌଣସି କ୍ଷେତ୍ରରେ ସାହାଯ୍ୟ କରିବ।