ଦାଗ ଯେତେ ଗଭୀର ହେଉ ନା କାହିଁକି ତାହାକୁ କେବଳ ଦୁଇ ଦିନରେ ଭଲ କରିଦେବ…
ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଏପରି ଉପାୟ ବିଷୟରେ କହିବୁ ଯାହା ଦ୍ଵାରା ଆପଣ ନିଜର ଦାଗକୁ କେବଳ ଦୁଇ ଦିନରେ ବି ଭଲ କରିପାରିବେ।ବନ୍ଧୁଗଣ ଆଜିକାଲି ଦେଖିବାକୁ ଗଲେ ବହୁତ୍ ଲୋକ ମାନଂକ ପାଖରେ ହିଁ ଦାଗ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ।ଏମିତି ବି ବହୁତ୍ ଲୋକ ଅଛନ୍ତି ଯେଉଁ ମାନଙ୍କର ଦାଗ ବର୍ଷ ବର୍ଷ ଧରି ରହିବା ପରେ ମଧ୍ୟ ଭଲ ହେଉ ନାହିଁ।ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଏପରି ଉପାୟ ବିଷୟରେ କହିବୁ ଯାହା ଦ୍ଵାରା ଆପଣ ନିଜ ଶରୀରର ସମସ୍ତ ପ୍ରକାରର ଦାଗକୁ ଭଲ କରିପାରିବେ। ତେବେ ଆସନ୍ତୁ ଜାଣିବା ଏହି ଉପାୟଟି ବିଷୟରେ।
ବନ୍ଧୁଗଣ ଏଥିପାଇଁ ଆପଣଙ୍କୁ ଏକ କଞ୍ଚା କଦଳୀ ନେବାକୁ ହେବ।ଏହି କଞ୍ଚା କଦଳୀରେ ରୋଷେଇ ହୋଇଥାଏ ଏବଂ ଏହା ଆପଣଙ୍କୁ ସବୁ ସ୍ଥାନରେ ବହୁତ ସହଜରେ ମିଲିଜାଇଥାଏ।ପ୍ରଥମେ ଆପଣ ସେହି କଦଳୀ କୁ ନେଇ ଏକ ଛୁରୀ ସାହାଯ୍ୟରେ ତାହାର ଉପର ଛେଲି କୁ ଛଡାଇ ଦିଅନ୍ତୁ।କଦଳୀ ଏକ ଏପରି ଜିନିଷ ଯାହାକୁ କୁ ଆମେ ମାନେ ଖାଦ୍ୟ ରୂପେ ବ୍ୟବହାର କରୁ , ପାରିବା ରୂପରେ ମଧ୍ୟ ବ୍ୟବହାର କରୁ ଏହା ସହିତ ଏହା ମଧ୍ୟ ଦାଗ ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ।ତେବେ ଆପଣ ସେହି କଦଳୀ କୁ ଛଡାଇ ରଖି ଦିଅନ୍ତୁ।
ଏହା ପରେ ଆପଣ ତାହାକୁ ପେଶି ଏକ ପାତ୍ରରେ ରଖି ଦିଅନ୍ତୁ।ଏହାପରେ ଆପଣ ଆଉ ଗୋଟେ ଖାଲି ପାତ୍ର ଅବୁ ସେଥିରେ ଏକି ପେଶା ହୋଇଥିବା କଦଳୀକୁ ଦୁଇ ଚାମଚ୍ ନେଇ ରଖି ଦିଅନ୍ତୁ। ଏହା ପରେ ଆମ ମାନଙ୍କୁ ଆଉ ଏକ ଜିନିଷ ଦରକାର ଯାହାକି ହେଉଛି ଦହି।ଦହି ଶରୀରର ଦାଗ ପାଇଁ ବେଶ ଲାଭ ଦାୟକ ହୋଇଥାଏ।ବନ୍ଧୁଗଣ ଏହି ଦହି ରେ ଏକ ପ୍ରକାରର ତତ୍ତ୍ଵ ରହିଥାଏ ଯାହାକି ଦାଗ ପାଇଁ ବେଶ୍ ଭଲ ହୋଇଥାଏ।ଏହାପରେ ଆପଣ ଦୁଇ ଚାମଚ ଦହି ନେଇ ସେଥିରେ ପକାଇ ଦିଅନ୍ତୁ।
ବନ୍ଧୁଗଣ ଆଜିକାଲି ଦେଖିବାକୁ ଗଲେ ବହୁତ ଲୋକ ମାନଙ୍କ ପାଖରେ ହିଁ ଦାଗ ଜନିତ ସମସ୍ୟା ଦେଖିବାକୁ ମିଳିଥାଏଏହାପରେ ଆପଣଙ୍କୁ ତୃତୀୟ ଜିନିଷ ଟି ଦରକାର ଯାହାକି ହେଉଛି ହଳଦୀ।
ଏଥିରେ ଏପରି ତତ୍ଵ ରହିଥାଏ ଯାହା ଦାଗ କୁ ଭଲ କରିବା ସହ କୁଣ୍ଡେଇ ହେଇଥିଲେ ତାହାକୁ ମଧ୍ୟ ଭଲ କରିଦେଇଥାଏ।ଏହାପରେ ଆପଣ ଅଧା ଚାମଚ୍ ହଳଦୀ ନେଇ ସେଥିରେ ପକାଇ ଦିଅନ୍ତୁ।ଏହାପରେ ତାହାକୁ ଭଲ ଭାବରେ ଗୋଳାଇ ଏକ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ।ଏହାକୁ ବ୍ୟବହାର କରିବା ପୂର୍ବରୁ ଆପଣ ନିଜର ସେହି ଦାଗ ହୋଇଥିବା ସ୍ଥାନକୁ ସଫା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ।
ଏହାପରେ ଆପଣ ସେହି ସ୍ଥାନରେ ଏକ ଲେମ୍ବୁ ନେଇ ତାହାକୁ ଭଲ ଭାବରେ ଘଷି ଦିଅନ୍ତୁ କିନ୍ତୁ ଏହା ଟିକେ ପୋଡ଼ିବ।ତାହାପରେ ଆପଣ ସେହି ସ୍ଥାନକୁ ପୁଣି ସଫା ପାଣି ରେ ଭଲ ଭାବରେ ଧୋଇ ଦିଅନ୍ତୁ। ଏହାପରେ ଆପଣ ସେହି ସ୍ଥାନରେ ସେହି ପେଷ୍ଟ କୁ ନେଇ ଏକ ଲେପ ପରି ଲଗାଇ ଦିଅନ୍ତୁ।ଦେଖିବେ କିଛି ଥର ବ୍ୟବହାର ପରେ ଆପଣଙ୍କ ଦାଗ ଦୂର ହୋଇଯିବ।