January 22, 2025

Odia Express

Here, There and Everywhere

ଶୌଚାଳୟ ଯିବା ପରେ ପନ୍ଦର ସେକେଣ୍ଡରେ ପେଟ ସଫା ହେବ କୌଣସି ଔଷଧ ବିନା,ଜାଣନ୍ତୁ ଉପାୟ..

ଗୋଟିଏ ସୁସ୍ଥ ଲୋକକୁ ଫ୍ରେଶ ହବ ପାଇଁ କେବଳ ପନ୍ଦର ସେକେଣ୍ଡ ଲାଗିଥାଏ। ଏଇ କଥା କାହାକୁ ଭଲ ଲାଗି ନଥାଇ ପରେ କିନ୍ତୁ ଏହା ସତ ଅଟେ କିନ୍ତୁ ଯାହାର ଖାଦ୍ୟ ପୁରା ପାଚନ ହୋଇ ଯାଇ ଥାଏ ତାହାର ମଳ ଆସିବାକୁ କେବଳ ପନ୍ଦର ସେକେଣ୍ଡ ଲାଗିଥାଏ।ଯଦି ଏମିତି ହେଉ ଥାଏ ତାହେଲେ ଅସ୍ପନ ବୁଝି ଯାଆନ୍ତୁ ଯେ ଆପଣଙ୍କ ଖାଦ୍ୟ ଭଲ ଭାବରେ ହଜମ ହୋଇଯାଇଛି।ଲୋକ ଘଣ୍ଟା ଘଣ୍ଟା ଶୌଚଳୟରେ ବସି ରହି ଥାନ୍ତି କିନ୍ତୁ ଭଲସେ ଫ୍ରେଶ ହୋଇ ପାରନ୍ତି ନାହିଁ। ଏହି ଲୋକ ମାନଙ୍କର ମୁଂହରୁ ବହୁତ ଦୁର୍ଗନ୍ଧ ଆସିଥାଏ।ଏହାର ସିଧା ସମ୍ବାଧ ହେଉଛି ପେଟରେ ଥିବା ଆବର୍ଜନା। ସେଠି ପାଇଁ ଲୋକ ମାନେ ବହୁତ ପାଟି ଫ୍ରେସ ବ୍ୟବହାର କରି ଥାନ୍ତି କିନ୍ତୁ କିଏ ଜାଣିଚି ଏହା ସବୁ ଭିତରେ ଥିବା ଆବର୍ଜନା ପାଇଁ ହେଉଛି।

ଏହି ବ୍ୟକ୍ତି ମାନେ ନିଜ ଜୀବନକୁ ଔଷଧ ବନେଇ ଦେଇଥାନ୍ତି।ସେମାନେ ଭୋଜନକୁ ହିଁ ଔଷଧ ବନେଇ ଦେଇ ଥାନ୍ତି।ଆପଣଙ୍କର ଭୋଜନ ଏମିତି ହେବ ଦରକାର ଯେ ସେ ଔଷଧର କାମ କରିବା। ଆସନ୍ତୁ ଜାଣିବା ଭୋଜନର ଗୋଟିଏ ଏମିତି ବିଧି ଯାହା କରିବା ଦ୍ୱାରା ଖାଦ୍ୟ ହଜମ ହେବା ସହ ମଳ ବି ଗୋଟିଏ ଥରରେ ଶରୀରରୁ ବାହାରି ପଳେଇବ। ଏହି ବିଧିକୁ ପାଳନ କଲେ ଆବର୍ଜନା ପେଟରେ ରହିବ ନାହିଁ।କେବଳ ମଣିଷକୁ ଛାଡି ଦେଲେ ଆଉ କୌଣସି ଯିବା ଖାଦ୍ୟକୁ ରାନ୍ଧିକି ଖାଇ ନଥାନ୍ତି ଯାହା ଦ୍ୱାରା ତାଙ୍କୁ କୌଣସି ରୋଗ ହୋଇନଥାଏ।ମଣିଷ କିନ୍ତୁ ମସଲା ପକେଇ ନିଜ ସ୍ୱାଦ ଅନୁସାରେ ରାନ୍ଧିକି ଖାଇଥାଏ।

ଭୋଜନ କୁ ଗରମ କରିବା ଦ୍ୱାରା ପ୍ରାଣ ଶକ୍ତି ନଷ୍ଟ ହୋଇ ଯାଇଥାଏ।ପ୍ରକୃତିରୁ ଆସିଥିବା ସବୁ ଜିନିଷ ପ୍ରାଣ ଶକ୍ତିରେ ଭରପୁର ରହିଥାଏ।ଏହା ଆମର ଆୟୁ ବଢ଼ାଇଥାଏ।ଖାଦ୍ୟକୁ ଗରମ କରିବା ଦ୍ୱାରା ତାଙ୍କର ପ୍ରାଣ ଶକ୍ତି ନଷ୍ଟ ହୋଇ ଯାଇଥାଏ।ଏହି କାରଣରୁ ରୋଗ କମିବା ବଦଳରେ ବଢୁଛି।ଲୋକ ଆଜି ଯାଏ ବି ଜାଣି ନାହାନ୍ତି ଆମ ମନୁଷ୍ୟ ମାନଙ୍କର ମୂଳ ଭୋଜନ କଣ।ଏହି ଭୋଜନ ଆମକୁ ଲମ୍ବା ଆୟୁ ଦେଇଥାଏ। ଆମେ କଣ କରିବା ଯେମିତି ଖାଇବା ଦ୍ୱାରା ଆମର ଆୟୁ ବଢିବ ଏବଂ ଖାଦ୍ୟ ହଜମ ବି ହୋଇଯିବ।ଆମେ ସବୁ ମୂଳ ଭୋଜନ ଖାଇ ପାରିବ ନାହିଁ କିନ୍ତୁ ଗୋଟିଏ ଦିନରେ କିଛି ନ କିଛି ଜିନିଷ ଆମେ କଞ୍ଚା ଖାଇ ପରିବା।

କିଛି ବି ହେଇ ଯାଉ ଆପଣ ନିଜ ଖାଦ୍ୟରେ ସବୁବେଳେ କିଛି ନ କିଛି କଞ୍ଚା ଖାଆନ୍ତୁ।ଭୋକ ହେଲେ ହି ଭୋଜନ କରନ୍ତୁ ଏବଂ ଅଧା ଘଣ୍ଟା ପୂର୍ବରୁ ସାଲାଡ଼ ଖାଆନ୍ତୁ।ଏଥିରେ ପାଳଙ୍ଗ , କାକୁଡି , ଟମାଟର ଆଦି ନେଇ ପାରିବେ। ଶରୀରରେ ଆମ ଦୁର୍ବଳତା ର କୋଣସି କାରଣ ନାହିଁ।ସକାଳେ କ୍ଷୀର ଦହି ଖାଆନ୍ତି।ଜଫି ହେଉଛି ତା ଏଥିରେ ଜିରା , ପୋଦିନା ପକେଇ ଖାଇ ପାରିବେ । ଏହାର ସ୍ୱାଦ ଅନୁସାରେ ମିଶ୍ରି ମିଶେଇ ଖାଆନ୍ତୁ।ଫଳ ଖାଇବା ପରେ ଯସଇ ଜୋରେ ଭୋକ ଲାଗେ ତାହେଲେ ଭୋଜନ କରନ୍ତୁ।ଭୋକ ଲାଗିଲେ ଆପଣ ସଲାଡ଼ ଖାଆନ୍ତୁ।ନହେଲେ ଦୁଇଟି ଟମାଟର ଖାଆନ୍ତୁ।ଏହି ପରି ଯଦି ଆପଣ କଞ୍ଚା ଫଳ ଖାଇବେ ତାହେଲେ ଆପଣଙ୍କର ପାଚନ କ୍ରିୟା ଭଲସେ ହୋଇ ପାରିବ।

Leave a Reply

Your email address will not be published. Required fields are marked *