March 22, 2025

Odia Express

Here, There and Everywhere

K ଅକ୍ଷରରୁ ଆରମ୍ଭ ହେଉଥିବା ନାମର ବ୍ୟକ୍ତିମାନଂକ ଜୀବନ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା..

1 min read

K ଅକ୍ଷରରୁ ଆରମ୍ଭ ହେଉଥିବା ନାମର ବ୍ୟକ୍ତିମାନଙ୍କ ଜୀବନର କଥା ,ସ୍ଵଭାବ , ଗୁଣ , ଅବଗୁଣ, ବ୍ୟବହାର ସେମାନଙ୍କ ଜୀବନରେ କେଉଁ ଜିନିଷର ଅଭାବ ଅଛି , ଆପଣଙ୍କ ଜୀବନ ବୃଦ୍ଧି ହେବାପାଇଁ କେଉଁ ଦେବତାଙ୍କ ପୂଜା କରିବାକୁ ହେବ।ତେବେ ଆସନ୍ତୁ ଜାଣିବା ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମ ବ୍ୟକ୍ତି ବିଶେଷଙ୍କ ଜୀବନଟି କିପରି ହେବ।ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମ ବ୍ୟକ୍ତିମାନଙ୍କ ଗୋଟେ ଭଲ ଗୁଣ ହେଉଛି ।ସେମାନେ ନିଜର କଥା ଦ୍ଵାରା ଅନ୍ୟକୁ ମାହିର କରିଦେଇଥାନ୍ତି।ଏମାନେ ନିଜର କଥା ଦ୍ଵାରା ସମସ୍ତଙ୍କୁ ପ୍ରଭାବିତ କରିଦିଅନ୍ତି।ଏମାନଙ୍କ କ୍ୟାରିୟର ବହୁତ୍ ଉପର ତଳ ହେବ ।

ଏହି ବ୍ୟକ୍ତି ମାନଂକ ବାଲ୍ୟ ଜୀବନରେ ଧନର ଅଭାବ ଦେଖା ଦେଇଥାଏ ଆଉ ଯେମିତି ବୟସ ବଢିବ ସେମିତି ଅଧିକରୁ ଅଧିକ ପଇସା ଆସିବ ।ଏମାନଙ୍କୁ ବହୁତ୍ ଭଲ ଭାବରେ ଜଣା ଲଅଛି କି ଜୀବନରେ ପଇସାର ମହତ୍ତ୍ଵ କଣ ସେଥିପାଇଁ କେଉଁଥିଁରୁ କଠିନ ପରିଶ୍ରମ କରି ଧନ ରୋଜଗାର କରିଥାନ୍ତି। ଯେଉଁ ଚାକିରୀରେ ଅଧିକ ପଇସା ମିଳେ ଏମାନେ ସେହି ଚାକିରୀକୁ ଖୁସି ଖୁସିରେ କରିବାକୁ ଇଛା କରିଥାନ୍ତି।ଏମାନେ ନିଜ କାମରେ ଅଧିକ ସଫଳ ହୋଇଥାନ୍ତି।ଏହି ସବୁ ହେଉଛି ସେମେନଙ୍କ ଭଲ ଗୁଣ।

ଏହି ବ୍ୟକ୍ତି ମାନଂକ ଅବଗୁଣ କଣ ଅଟେ । ଏହି ବ୍ୟକ୍ତିମାନେ ମୁଁ ଜୀବନରେ ବହୁତ୍ ସମୟରେ କଣ କରିବେ ଠିକ୍ ନିଷ୍ପତି ନେଇପାରନ୍ତି ନାହିଁ।ଏହି କାରଣରୁ କେବେ କେବେ ହାତକୁ ଆସୁଥିବା ଭଲ ମଉକା ବି ଚାଲି ଯାଇପାରେ ।

ଏହା ସହିତ ଏମାନେ ମଧ୍ୟ ଅଧିକ ବୟସରେ ଏମିତି କିଛି ଛୋଟ ପିଲାଙ୍କ ପରି କାମ କରିଥାନ୍ତି ଯାହାର ଫଳ ମଧ୍ୟ ତାଙ୍କୁ ଭୋଗିବାକୁ ପଡିଥାଏ। ଜୀବନରେ ଏମିତି ବି ବହୁତ୍ ସମୟ ଆସିବ ଯେତେବେଳେ କି ଲାଗିବ ଜୀବନର ସବୁ ସୁଖ ସରିଯାଇଚି ଯେମିତି ଜୀବନରେ ଖାଲି ନିରାଶା ଭରି ଯାଇଛି ତଥାପି ଏହି ଲୋକମାନେ ସେହି ପରିସ୍ଥିତିରୁ ବହୁତ୍ ବାହାଦୂରୀ ସହିତ ବାହାରିଥାନ୍ତି ଏବଂ ସଫଳ ହୋଇଥାନ୍ତି।ଯଦି କେବେ କଥା ଏମାନଙ୍କ ଆତ୍ମ ସମ୍ମାନ ଉପରେ ଆସିଯାଏ ତାହେଲେ ଏମାନେ କଣ ନାଇ କଣ କରିବାକୁ ରାଜି ହୋଇଯାନ୍ତି। ଏମାନଙ୍କୁ ଅଧିକ କ୍ରୋଧ ବି ଆସିଥାଏ ୟୁ ଏମାନେ ସେହି ସମୟରେ କଣ କହିଲେ ତାହାର ଫଳ କଣ ହେବ ବୋଲି ଭାବି ନଥାନ୍ତି । ଆଉ ରାଗରେ ଯେଉଁ ନିଷ୍ପତି ନେଇଥାନ୍ତି କେତେ ବି ନିଜର କ୍ଷତି ହେଉ ପଛେ ଏମାନେ ନିଜର ନିଷ୍ପତି ଅନୁଯାୟୀ ହିଁ କାମ କରିଥାନ୍ତି।

ଏମାନେ ଅଧିକ ଜିଦି ସ୍ୱଭାବର ହୋଇଥାନ୍ତି।ପ୍ରେମ ମାମଲାରେ ଏମାନେ ବହୁତ୍ ଭଲ ଅଟନ୍ତି ।ବିବାହ ବିଷୟରେ ଦେଖିବାକୁ ଗଲେ ଏମାନଙ୍କୁ ଭଲ ଜୀବନ ସାଥୀ ମିଳିଥାଏ ।ଏମାନଙ୍କ ଭିତରେ ବହୁତ୍ ଭଲ ପାଇବା ଥାଏ ନିଜ ସାଥି ପାଇଁ କିନ୍ତୁ ସେହି ପ୍ରେମକୁ କିପରି ନିଜର ସାଥୀ ଆଗରେ ପରିପ୍ରକାଶ କରିବେ ଏମାନଙ୍କୁ ଜଣା ନଥାଏ।

ନିଜର ଭଲ ପାଇବାକୁ ପ୍ରକାଶ କରିପାରୁନଥିବାରୁ ଏମାନଙ୍କ ପ୍ରେମ ଜୀବନରେ ଏବଂ ବୈବାହିକ ଜୀବନରେ ଭୁଲ ବୁଝାମଣା ଲାଗିରହେ କିନ୍ତୁ ଏମାନେ ନିଜର ପରିବାର ପାଇଁ ଆଦର୍ଶ ଭୂମିକାରେ ରହିଥାନ୍ତି।ଏମାନେ ବହୁତ୍ ଭଲ ମାତା ପିତା ହୋଇଥାନ୍ତି ଏବଂ ସବୁ ବନ୍ଧନକୁ ସାଥିରେ ରଖି ଆଗକୁ ବଢ଼ିଥନ୍ତି।ଏହି ବ୍ୟକ୍ତି ମାନଂକ ବ୍ୟକ୍ତିତ୍ୱ ବହୁତ ଭଲ।ବୟସ ବଢିବା ସହ ଏମାନଙ୍କର ପେଟ ବହାରିଯାଇଥାଏ ଏବଂ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦେଖା ଦେଇଥାଏ ଏବଂ ଏହି ବ୍ୟକ୍ତି ମାନଂକ ଆଖି ବହୁତ୍ ଜଲ୍ଦୀ କମଜୋର,ହୋଇଯାଇଥାଏ।

Leave a Reply

Your email address will not be published. Required fields are marked *