September 9, 2024

Odia Express

Here, There and Everywhere

ଦୁଧ ପିଇବାରୁ ଗ୍ୟାସ ହେଉଥିଲେ ଆପଣ ଏହି ପରି ଭାବେ ଦୁଧ ପିଅନ୍ତୁ..

ସବୁବେଳେ ଲୋକ କ୍ଷୀରକୁ ଯେତେବେଳେ ମନ ହୁଏ ସେତେବେଳେ ପିଇ ଦିଅନ୍ତି । ତାପରେ ଗ୍ୟାସ ହବା ପେଟ ଭାରି ଭାରି ଲାଗିବ ପରି କେତେକ ସମସ୍ୟାର ସମ୍ମୁଖୀନ ହୋଇ ଯାଆନ୍ତି।ଆସନ୍ତୁ ଜାଣିବା କ୍ଷୀରକୁ କେବେ ଆଉ କେମିତି ପିଇବେ।ଯାହା ଦ୍ୱାରା ଆପଣଙ୍କୁ ଏପରି ସମସ୍ୟାର ସମ୍ମୁଖୀନ ହବାକୁ ନ ପଡେ । ଆୟୁର୍ବେଦ ଅନୁସାରେ କ୍ଷୀରକୁ ରାତିରେ ପିଇବା ଆବଶ୍ୟକ।କାରଣ ରାତିରେ କଫ ଧାତୁ ରହିଥାଏ।କଫର କାରଣରୁ ହି ଆମକୁ ନିଦ ଆସିଥାଏ ।ଆପଣ ଦେଖି ଥିବେ କ୍ଷୀର ପିଉଥିବ ଛୋଟ ଛୁଆଙ୍କୁ ବହୁତ ନିଦ ଆସି ଥାଏ।କାରଣ କ୍ଷୀର ପିଇବା ପରେ ଛୁଆଙ୍କର କଫ ଧାତୁ ବଢି ଥାଏ ଯାହା ଦ୍ୱାରା ତାଙ୍କୁ ବହୁତ ନିଦ ଆସିଥାଏ ।

ଏହା ରାତିରେ ପିଇଲେ ଭଲ କାରଣ ରାତିରେ ଶୋଇବାକୁ ପଡିଥାଏ। କିଛି ଲୋକ ଏହାକୁ ଦିନରେ ମଧ୍ୟ ପିଇଥାନ୍ତି । ଯଦି ଆପଣ ସକାଳେ ରାତିରେ ପିଉଛନ୍ତି କ୍ଷୀର ତାହେଲେ ଆପଣଙ୍କର ବହୁତ କଫ ଧାତୁ ବଢିବ। ସକାଳୁ ଆମ ସାରିରେ କଫ ଧାତୁ ରହିଥାଏ ସେଠି ପାଇଁ ସେହି ସମୟରେ କୌଣସି କଫ ଧାତୁ ବଢ଼ୁ ଥିବା ଜିନିଷ ଖାଆନ୍ତୁ ନାହିଁ। ସକାଳୁ ସକାଳୁ ଯିଏ କ୍ଷୀର ପିଇବ ତାର ଶରୀର ରେ ବହୁତ ଅଳସ ପଣ ଦେଖା ଯାଇ ଥାଏ। ନିଦ ବହୁତ ଆସିବ ଆପଣ ଆପଣଙ୍କ କାମ କରିବାକୁ ଆକ୍ଟିଭ ରହି ପରି ବେନି। ଶରୀରରେ ସକାଳୁ କଫ ଧାତୁର ପ୍ରଭାବ ଏବଂ ଦିନରେ ପିତ ଧାତୁର ପ୍ରଭାବ ଏବଂ ସନ୍ଧ୍ୟାରେ ବାତ ଧାତୁର ପ୍ରଭାବ ଆମ ଶରୀରରେ ରହିଥାଏ।

ଏବଂ ରାତିର ପ୍ରଥମ ପ୍ରହାର କଫ ଧାତୁର ପ୍ରଭାବ ଦ୍ୱିତୀୟ ପ୍ରହର ପିତ ଧାତୁର ପ୍ରଭାବ ଏବଂ ତୃତୀୟ ପ୍ରହାର ବାତ ଧାତୁର ପ୍ରଭାବ । ଯେତେବେଳେ ଆମ ଶରୀର ଯେଉଁ ଧାତୁର ପ୍ରଭାବରେ ରହି ଥାଏ ସେହି ସମୟରେ ସେହି ଧାତୁ କୁ ବଢିବା ଆବଶ୍ୟକ । ସେହି ସବୁ ଜିନିଷକୁ ଅଧିକ ସେବନ କରନ୍ତୁ ନାହିଁ । ରାତିରେ ପିଇ ଥିବା କ୍ଷୀର କଫ ବଢ଼ାଇ ବାରେ ସାହାଯ୍ୟ କରି ଥାଏ । ଏହା ଭଲ ନିଦ ଆଣିବାରେ ସାହାଯ୍ୟ କରି ଥାଏ ।କିନ୍ତୁ ୮୦ ପ୍ରତିଶତ ଲୋକଙ୍କର କ୍ଷୀର ରାତିରେ ହଜମ ହୋଇ ନଥାଏ । ଯାହା କାରଣରୁ ତାଙ୍କର ପେଟ ଫୁଲି ଯାଇ ଥାଏ ଏବଂ ତାଙ୍କୁ ଏମିତି ଲାଗିଥାଏ ଗ୍ୟାସ ବଢି ଯାଇଛି ଯାହା କାରଣରୁ ରାତିରେ ହକୁଟି ଆସି ଥାଏ ।

ଏହା ଦ୍ୱାରା ଜଣ ପଡି ଥାଏ ଆପଣ ଯାହା ଖାଇଲେ ତାହା ହଜମ ହୋଇନି ଠିକ ସେ । କୁହାଯାଏ କି ଏହା ଏକ ସମ୍ପୂର୍ଣ ଆହାର ଅଟେ । କ୍ଷୀର ହଜମ ହେବ ବହୁତ କଷ୍ଟ ଏବଂ ଏହା ବି ଫରକ ପଡିଥାଏ କି ଆପଣ କାହା କ୍ଷୀର ପିଉଛନ୍ତି । ଗୋଟିଏ ଜାଗାରେ ଗୋଟିଏ ଗ୍ଲାସ କ୍ଷୀର ଏବଂ ଗୋଟିଏ ଗ୍ଲାସ ପାଣି ଢଳାନ୍ତୁ । ଏହାକୁ ଗରମ କରନ୍ତୁ । ଏଥିରେ ଷୋଡ ପକାନ୍ତୁ ଆପଣ ଅଳେଇଚ ବି ପକେଇ ପାରିବେ । ମିଶ୍ରି ମିଶେଇ ଏହାକୁ ମିଠା କରି ଭଲ ସେ ମିଶାଇ ଦିଅନ୍ତୁ । ତାପରେ ଏହାକୁ ପିଅନ୍ତୁ । ଏହା ଜଲଦି ହଜମ ହୋଇ ଯିବ ଏବଂ ଦେହ ବି ଖରାପ ହେବନି । ଏହା ବହୁତ ସରଳ ଉପାୟ ଅଟେ । ଏହା ଦ୍ୱାରା ସମସ୍ତ ପେଟ ରୋଗ ମଧ୍ୟ ହୋଇ ନଥାଏ । ଆପଣ ଏହାକୁ ବ୍ୟବହାର କରି ଦେଖି ପାରିବେ ।

Leave a Reply

Your email address will not be published. Required fields are marked *