September 13, 2024

Odia Express

Here, There and Everywhere

କେବଳ ଦଶ ଦିନରେ ହିଁ ସାତରୁ ଦଶ କିଗ୍ରା ପର୍ଯ୍ୟନ୍ତ ଓଜନ ବୃଦ୍ଧି କରିବାର ଘରୋଇ ଉପଚାର।ଜାଣନ୍ତୁ କିପରି କରିବେ ଏହି କାର୍ଯ୍ୟ

1 min read

ନମସ୍କାର ବନ୍ଧୁଗଣ,କଣ ଆପଣ ଦୁର୍ବଳ ଅଟନ୍ତି ପତଳା ଦେଖାଯାନ୍ତି , ସପ୍ତାହରେ ୪କିଲୋ ପର୍ଯ୍ୟନ୍ତ ଓଜନ ବଢ଼ାନ୍ତୁ ଆସନ୍ତୁ ଜାଣିବା କିପରି।ଯେଉଁମାନେ ନିଜର ଓଜନ ବଢାଇବାକୁ ଚାହୁଁଛନ୍ତି କାରଣ ଆପଣ ଲୋକଙ୍କ ମଧ୍ୟରେ ଠିଆ ହୋଇ ପତଳା ଦେଖାଯାନ୍ତି।ଆପଣଙ୍କ ଗାଲ ଭିତରକୁ ପଶିଯାଇଛି।ଏବଂ ଶରୀର ରୋଗଗ୍ରସ୍ତ ଥିବା ଭଳି ଦେଖାଯାଉଛି ତେବେ ସେମାନଙ୍କର ଚାକିରୀ କରିବା ଓ ବିବାହ କରିବା ଭଳି ପରିସ୍ଥିତିରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ।ଏବଂ ଏଥିପାଇଁ ଆଜି ଦେଶୀ ଉପାୟରେ ଓଜନ ବୃଦ୍ଧି କରିବାର ଅଟେ।ଏହା ଆପଣଙ୍କର ସପ୍ତାହକୁ ଚାରି କିଲୋ ପର୍ଯ୍ୟନ୍ତ ଓଜନ ବଢ଼ାଇ ଦେବ।ଆପଣଙ୍କ ଶରୀର ସୁଦୃଢ ଓ ମଜବୁତ ହୋଇଯିବ।ଆପଣଙ୍କୁ ଏହି ଉପଚାର କିପରି ପ୍ରସ୍ତୁତ କରିବାର ଅଛି ଓ କିପରି ଏହାର ବ୍ୟବହାର କରିବାର ଅଛି ଆସନ୍ତୁ ଜାଣିବା।

ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମ ଜିନିଷ ଯାହା ଆପଣଙ୍କର ଦରକାର ହେବ ତାହା ହେଉଛି ଖଜୁରୀ।ଶକ୍ତିଶାଳୀ ଶରୀର ଓ ଓଜନ ବଢାଇବା ପାଇଁ ଖଜୁରୀ ବହୁତ ଆବଶ୍ୟକ ଅଟେ।କାରଣ ୩-୪ଟି ଖଜୁରୀରେ ହିଁ ୧୭ଗ୍ରାମ କ୍ୟାଲୋରୀ, ପ୍ରୋଟିନ ୪ଗ୍ରାମ ଓ ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଭଳି ଅନେକ ପୋଷଣ ତତ୍ତ୍ୱ ମଧ୍ୟ ଅଛି।ଯାହା ଆମର ଓଜନ ବୃଦ୍ଧି କରିବାରେ ସାହାର୍ଯ୍ୟ କରେ।ଏହା ତାଜା ଓ ସଫା ହୋଇଥିବା ଦରକାର ।ଏବେ ଏକ ଗିଲାସରେ କଞ୍ଚା କ୍ଷୀର ନେଇ ଏଥିରେ ୨ଟି ଖଜୁରୀ ପକାନ୍ତୁ।ଏହା ସହିତ ଆପଣଙ୍କୁ ଏଥିରେ ଧଳା ରାଶି ନିଅନ୍ତୁ।

ଯେବେ ମଣିଷର ହାଡ଼ ମଜବୁତ ହୋଇଥାଏ ତେବେ ସେ ଶକ୍ତିଶାଳୀ ଅନୁଭବ କରେ।ଏବଂ ଧଳା ରାଶିରେ ଅଧିକ ମାତ୍ରାରେ କ୍ୟାଲସିୟମ ଥାଏ।ଏବଂ ଏହା ସହିତ ଏଥିରେ ଫାଇବର ପୋଷକ,ମ୍ୟାଗ୍ନେସିୟମ ମଧ୍ୟ ରହିଥାଏ।ଯାହା ଆପଣଙ୍କ ମାଂସପେଶୀକୁ ବୃଦ୍ଧି କରାଏ।ଏବଂ ଆପଣଙ୍କର ଓଜନ ବଢ଼ିବାରେ ସାହାଯ୍ୟ ହୁଏ।ଏବେ ଧଳା ରାଶିକୁ ଗୁଣ୍ଡ କରିଦିଅନ୍ତୁ।ଯଦି ସମ୍ଭବ ଏହାକୁ ଟିକେ ଗରମ କରି ଗୁଣ୍ଡ କରନ୍ତୁ।ଏହାପରେ ଏହି କ୍ଷୀର ଓ ଖଜୁରୀକୁ ହାଲକା ଆଞ୍ଚରେ ଗରମ କରନ୍ତୁ।ଯେପରି ଯେପରି ଏହି କ୍ଷୀର ଗରମ ହେବ ସେଥିରେ ଆମେ ଏଥିରେ ମିଶାଇବା ଧଳା ରାଶିର ଗୁଣ୍ଡକୁ।ଏହାକୁ ପକାଇବା ପରେ କ୍ଷୀରକୁ ସେପର୍ଯ୍ୟନ୍ତ ଗରମ କରନ୍ତୁ ଯେପର୍ଯ୍ୟନ୍ତ ଏହା ନ ଫୁଟିଛି।ଏବେ ଏହି ମିଶ୍ରଣ ପ୍ରସ୍ତୁତ ହୋଇ ଯାଇଛି।ଓଜନ ବୃଦ୍ଧି କରିବା ସହ ଏହା ଆପଣଙ୍କର ମାଂସପେଶୀର ନିର୍ମାଣ କରିବ।ପଶିଯାଇଥିବା ଗାଲ ଠିକ ହୋଇଯିବ।ଏବେ ଏହି ଉପଚାର ତ ପ୍ରସ୍ତୁତ ହୋଇଗଲା ଏହାପରେ ଏହି ଉପଚାରକୁ କେବେ ଓ କିପରି ଭାବରେ ସେବନ କରିବାକୁ ହେବ ତାହା ଜାଣିବା ନିହାତି ଜରୁରୀ।

ଏହି ଉପଚାରର ସେବନ ଆପଣଙ୍କୁ ଟିକେ ଗରମ କରି କରିବାକୁ ହେବ ବହୁତ ଲୋକ କ୍ଷୀରକୁ ଥଣ୍ଡା କରି ପିଇଥାନ୍ତି।କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ।ଯଦି ଆପଣଙ୍କୁ ଏଥିରେ ମିଠା ମିଶାଇବାର ଅଛି ତେବେ ଏଥିରେ ମିଶ୍ରି,ଗୁଡ କିମ୍ବା ମହୁ ମଧ୍ୟ ଆପଣ ମିଶାଇ ପାରିବେ।ଚିନିର ବ୍ୟବହାର ଆଦୌ କରନ୍ତୁ ନାହିଁ।ଏବଂ ଏହାକୁ ପିଇବା ସମୟରେ ଏଥିରେ ଥିବା ଖଜୁରୀକୁ ଚୋବାଇ ଚୋବାଇ କରି ଖାଆନ୍ତୁ।ଖଜୁରୀ ଆପଣଙ୍କର ବହୁତ ଲାଭ କରାଇବ ଓଜନ ବୃଦ୍ଧି କରିବାରେ।ଏହି ଉପଚାରର ପ୍ରୟୋଗ ଆପଣଙ୍କୁ ସକାଳେ ଜଳଖିଆ ଖାଇବା ସମୟରେ କରିବାକୁ ହେବ।ଯଦି ଆପଣ ସକାଳୁ ବ୍ୟାୟାମ ପାଇଁ ଯାଆନ୍ତି ତେବେ ଏହାର ୩୦ମିନିଟ ପରେ ଏହାର ସେବନ କରନ୍ତୁ ଏହା ସହ ୨ଟି କଦଳୀ ଖାଇ ଦିନକୁ ୨ଥର କରନ୍ତୁ।

Leave a Reply

Your email address will not be published. Required fields are marked *