March 22, 2025

Odia Express

Here, There and Everywhere

ଚାଣକ୍ୟ ନୀତି – କେତେବି ମାଗନ୍ତୁ ଏହି ୧ଟି ଜିନିଷ ଭୁଲରେ ମଧ୍ୟ କାହାକୁ ଦେବେ ନାହିଁ…

ନମସ୍କାର ବନ୍ଧୁଗଣ,କଣ ଆପଣମାନେ ଜାଣିଛନ୍ତି ବାସ୍ତୁର ହିସାବରେ କିଛି ଏପରି ଜିନିଷ ଥାଏ ଯାହାକୁ କାହାକୁ ମଧ୍ୟ ଧାରରେ ଦେବା କଥା ନୁହେଁ।କାରଣ ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ରାଗି ଯାଆନ୍ତି।ଏପରି କରିବା ଦ୍ଵାରା ଆପଣଙ୍କୁ ସେହି ଲୋକ ମାନଙ୍କର ଖରାପ ଭାଗ୍ୟକୁ ଭୋଗିବାକୁ ପଡିଥାଏ।ଏବଂ ଆପଣ କୌଣସି କାମରେ ବି ସଫଳ ହୋଇ ପାରନ୍ତି ନାହିଁ।ଆଜି ଆମେ ଆପଣଙ୍କୁ ସେହି ସବୁ ଜିନିଷ ବିଷୟରେ ଜଣାଇବୁ ଯାହାକୁ ଧାରରେ ଦେବା ଦ୍ଵାରା ଆପଣଙ୍କର କ୍ଷତି ହୋଇପାରେ ଓ ଆପଣ କାହାକୁ ବି ଦେବା ଉଚିତ ନୁହେଁ।

ପ୍ରତିଦିନର ଜୀବନରେ ଆମେ ଏପରି କେତେକ ଜିନିଷ ବ୍ୟବହାର କରିଥାଉ ଏବଂ କେବେ କେବେ ଆମକୁ ସେହି ଜିନିଷ ସମୟରେ ମିଳିନଥାଏ।ଏବଂ ଏମିତିରେ ମଣିଷ ତାହାକୁ ମାଗି ଦେଇଥାଏ।କିନ୍ତୁ ଯଦି ଆପଣଙ୍କୁ କେହି ସେହି ଜିନିଷ ମାଗିବ ତେବେ ସମ୍ପୂର୍ଣ୍ଣ ଭାବେ ମନା କରିଦିଅନ୍ତୁ।ଏବଂ ଭୁଲରେ ମଧ୍ୟ ସେହି ଜିନିଷ ଦିଅନ୍ତୁ ନାହିଁ।ନହେଲେ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିପାରେ।ତେବେ ଆସନ୍ତୁ ଜାଣିବା ସେହି ଜିନିଷ କଣ?

ପ୍ରଥମେ ଏହି କଥାକୁ ଜାଣି ରଖନ୍ତୁ କି ସନ୍ଧ୍ୟା ସମୟରେ ଅର୍ଥାତ ସୂର୍ଯ୍ୟାସ୍ତ ପରେ ଆପଣଙ୍କୁ କୌଣସି ବି ବ୍ୟକ୍ତିଙ୍କୁ ପିଆଜ ଓ ରସୁଣ ଦେବା କଥା ନୁହେଁ।ଏହା ଅଶୁଭ ବୋଲି କୁହାଯାଏ।ଏପରି କରିବା ଦ୍ଵାରା ଆପଣଙ୍କ ଘରର ଶାନ୍ତି ଭଙ୍ଗ ହୋଇଯାଏ ଓ ଆର୍ଥିକ ସ୍ଥିତି ଖରାପ ହୋଇଯାଏ।ଏଥିପାଇଁ ଯଦି କେହି ଆପଣଙ୍କୁ ସନ୍ଧ୍ୟା ପରେ ପିଆଜ କିମ୍ବା ରସୁଣ ମାଗୁଛି ତେବେ ତାକୁ ମନା କରିଦିଅନ୍ତୁ।ନଚେତ ଆପଣଙ୍କୁ ଏହାର ଖରାପ ପରିଣାମ ଭୋଗିବାକୁ ପଡ଼ିବ।ଏହିପରି ଦହି ମଧ୍ୟ ସନ୍ଧ୍ୟା ସମୟରେ କାହାକୁ ଦେବାକଥା ନୁହେଁ।ଯଦି କେହି ଆପଣଙ୍କୁ ଖଟା କିମ୍ବା ଦହି ମାଗିବାକୁ ଆସୁଛି ତେବେ ସନ୍ଧ୍ୟା ସମୟରେ ଆପଣ ମନା କରିଦିଅନ୍ତୁ।ନଚେତ ଆପଣଙ୍କୁ ଏହାର ଖରାପ ପରିଣାମ ଭୋଗିବାକୁ ପଡିପାରେ।

ପ୍ରାୟ ଦେଖାଯାଏ କି ଲୋକ ପରସ୍ପରର ରୁମାଲ ମଧ୍ୟ ବ୍ୟବହାର କରନ୍ତି ଏପରି କରିବା ଦ୍ଵାରା ସେହି ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇପାରେ। ସେହିପରି ଆର୍ଥିକ ଅବନୀତି ମଧ୍ୟ ସହିବାକୁ ପଡିପାରେ।ଯଦି କେହି ଆପଣଙ୍କୁ ସୂର୍ଯ୍ୟାସ୍ତ ପରେ ଧନ ଅର୍ଥାତ ଟଙ୍କା ମାଗେ ତ ଏପରି କରନ୍ତୁ ନାହିଁ ତାକୁ ମନା କରିଦିଅନ୍ତୁ।ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗି ପାରନ୍ତି।ପ୍ରାୟ ଦେଖିବାକୁ ମିଳିଥାଏ ଓ ଅଧିକତମ ମହିଳାମାନଙ୍କ ସହ ଦେଖିବାକୁ ମିଳେ କି ଆପଣଙ୍କ କୌଣସି ବନ୍ଧୁ କିମ୍ବା ପଡୋଶୀ ଆପଣଙ୍କୁ ଆପଣଙ୍କ ଗହଣା ମାଗି ଦିଅନ୍ତି।ଧରି ନିଅନ୍ତୁ ତାଙ୍କୁ କେଉଁଠାକୁ ବାହାରକୁ ଯିବାର ଅଛି ଓ ତାଙ୍କ ପୋଷାକ ସହ ମେଳ ହେଉଥିବା ଗହଣା ଆପଣଙ୍କ ପାଖରେ ଅଛି ତେବେ ସେ ସେହି ଗହଣା ଆପଣଙ୍କୁ ଧାର ମାଗିଥାନ୍ତି।

ଏମିତିରେ ଆପଣଙ୍କୁ ସାବଧାନ ହୋଇଯିବା ଉଚିତ।କାରଣ ବାସ୍ତୁ ହିସାବରେ ଏହା ଅଶୁଭ ଅଟେ ଆପଣ କୌଣସି ଅନ୍ୟକୁ କେବଳ କିଛି ସମୟ ପାଇଁ ହେଉନା କାହିଁକି ଯଦି ନିଜ ଗହଣା ଧାର ଦେଉଛନ୍ତି ତେବେ ଏପରି କରିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ଓ ଘରେ ଚୋରି ହେବାର ସମ୍ଭାବନା ଥାଏ।ସୂର୍ଯ୍ୟାସ୍ତ ପରେ ଯଦି କେହି ଲୁଣ ମାଗିବାକୁ ଆସିଥାଏ ତେବେ ଏମିତିରେ ମନା କରିବାରେ ହିଁ ଆପଣଙ୍କର ମଙ୍ଗଳ ହେବ।ଏପରି କରିବା ଦ୍ଵାରା ଆପଣଙ୍କ ଘରର ଶାନ୍ତି ଚାଲିଯିବ।ବାସ୍ତୁ ଅନୁସାରେ କଲମ ମଧ୍ୟ ଧାର ଦିଅନ୍ତୁନାହିଁ।ଏହାଦ୍ଵାରା ଆର୍ଥିକ ସମସ୍ୟା ହୋଇପାରେ।ଘଣ୍ଟା ମଧ୍ୟ କାହାକୁ ଦିଅନ୍ତୁନାହିଁ ନଚେତ ଏହା ଦ୍ଵାରା ଖରାପ ପରିଣାମ ଭୋଗିବାକୁ ପଡିପାରେ।

Leave a Reply

Your email address will not be published. Required fields are marked *