୪ ଦିନ ଏହାକୁ ଖାଇଲେ ଏତେ ତାକତ ଭରିଦେବ ଯେ ଅସି ବର୍ଷର ର ଲୋକ ମଧ୍ୟ କବାଡି ଖେଳିବ – ଗଣ୍ଠି ଦରଜ ଓ କମଜୋରି ପୁରାପୁରି ହରେଇ ଦବ ଜୀବନ ସାରା କୌଣସି ରୋଗ ହେବ ନାହିଁ
ରସୁଣ: ରସୁଣ ର ବ୍ୟବହାର ଆମେ ଖାଇବା ପାଇଁ ବ୍ୟବହାର କରିଥାଉ।ଏହାର ବ୍ୟବହାର ରେ ଖାଇବାର ସ୍ୱାଦ ବଦଳି ଯାଇଥାଏ।କିନ୍ତୁ ଆପଣ ଜାଣିଛନ୍ତି ରସୁଣ ର ଗୋଟେ ପାଖୁଡା ଆମ ଶରୀରର ବହୁତ ରୋଗରୁ ବଞ୍ଚାଇ ରଖିଥାଏ।ଏହା କେବଳ ଖାଇବାର ସ୍ୱାଦ ବଢ଼ାଇ ନଥାଏ ବରଂ ଏହା ଏକ ଚମତକାରୀ ଔଷଧ ମଧ୍ୟ।ଏହା ର ଗୋଟେ ପାଖୁଡା ସକାଳୁ ଖାଲି ପେଟରେ ସେବନ କରନ୍ତୁ। ଏହା ଆପଣଙ୍କ ଶରୀର ପାଇଁ କୋଉ ଅମୃତ ରୁ କମ ନୁହେଁ।ଅୟୁର୍ବେଦରେ କୁହାଯାଇଛି ଯେ ଏହାର ସେବନ କଲେ ଆପଣ ସବୁବେଳେ ଯବାନ ଦେଖାଯିବେ।ଆପଣଙ୍କ ବୟସ ବଢ଼ିବା ପ୍ରକ୍ରିୟା ରହିଯିବ।ଏହା ବହୁତ ରୋଗ ଯେପରିକି ବାବାସୀର, କବଚ,କାନ ପୀଡା, ରକ୍ତଚାପ,ଭୋକ ବଢାଏ,ମୋଟାପନ, ହୃଦୟ ରୋକିବା ଓ ମଧୁମେହ ରୋଗରେ ବହୁତ ଅଧିକ ଚମତ୍କାର ଦେଖିଥାଏ।ଏହା ବହୁତ ରୋଗର ଉପଚାର ରେ ପ୍ରଭାବୀ ହେଇଥାଏ।
ଯଦି ଆପଣ କିଛି ଖାଇବା ପିଇବା ପୂର୍ବରୁ ରସୁଣ ଖାଉଛନ୍ତି ଏହାଦ୍ୱାରା ଆପଣଙ୍କ ଶରୀରରେ ତାକତ ବଢ଼ିଥାଏ।ଏହାର ବ୍ୟବହାର ଦ୍ୱାରା ଶରୀରର କିଟାଣୁ ମରିଯାଇଥାନ୍ତି।ତଥା ରସୁଣ ର ଲକ୍ଷଣ ରୁ ସେମାନେ ଆପଣଙ୍କ ଶରୀରକୁ ରକ୍ଷା କରିଥାନ୍ତି।ରକ୍ଷା କରୁଥିବା ଜୀବାଣୁ ଆପଣଙ୍କ ଶରୀରରେ ଉତ୍ପନ ହେଇଥାନ୍ତି।
ଫୁସଫୁସ ରୋଗ: ଯଦି ଆପଣଙ୍କୁ ଫୁସଫୁସ ସମ୍ବନ୍ଧୀୟ କୌଣସି ରୋଗ ହେଇଥାଏ ଆପଣ ଏହି ଅର୍କ ଆପଣଙ୍କ ଘରେ ବନାନ୍ତୁ।୨୦୦ ଗ୍ରାମ ରସୁଣ,୭୦୦ଗ୍ରାମ ମାଟିଆ ଚିନି ଆଉ ଏକ ଲିଟର ପାଣି।ପାଣିକୁ ରସୁଣ ସହ ସିଝାନ୍ତୁ ଆଉ ସେଥିରେ ଚିନି ମିଳାନ୍ତୁ ଆଉ ଦିନରେ ୩ ଚାମଚ ଏହାର ସେବନ କରନ୍ତୁ ଆପଣଙ୍କ ଫୁସଫୁସ ରୋଗ ଠିକ ହେଇଯିବ।
ଉଚ୍ଚ ରକ୍ତଚାପ:ବହୁତ ଲୋକ ମାନନ୍ତି ଯେ ରସୁଣ ଖାଇଲେ ଉଚ୍ଚ ରକ୍ତଚାପ ରୁ ବଞ୍ଚାଇଥାଏ।ନା କେବଳ ଏହା ରକ୍ତଚାପ କୁ କମାଇ ଥାଏ ଏହା ହୃଦୟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ।ଯଦି ସବୁଦିନ ଏକ ପାଖୁଡା ରସୁଣ ଖାଲି ପେଟରେ ଖାଉଛନ୍ତି ଏହା ରକ୍ତଚାପ ର ସମସ୍ୟାକୁ ଦୂର କରିବା ସହ କୋଲେଷ୍ଟ୍ରୋଲ କମ କରିଥାଏ।ଯେବେ ଆପଣଙ୍କର କୋଲେଷ୍ଟ୍ରୋଲ ସମସ୍ୟ ରହିବ ନାହିଁ ସେତେବେଳେ ନା ଆପଣଙ୍କୁ ହୃଦୟ ରୋକ ରୋଗ ଆସିବ।ଏହା ଶରୀର ର ରକ୍ତ କୁ ପତଳା କରିବାର କାମ କରିଥାଏ।ଦିନରେ ଥରେ ଏହାକୁ ଖାଆନ୍ତୁ ଯଦି ଆପଣ କଞ୍ଚା ଖାଇପାରିବେ କଞ୍ଚା ଖାଆନ୍ତୁ ଯଦି ଶୁଖାଇ ଭାଜି ଖାଇପାରିବେ ଖାଆନ୍ତୁ।ଏହାଦ୍ୱାରା ଆପଣଙ୍କୁ ଚମତ୍କାର ଦେଖାଯିବ।
ପେଟ ସମ୍ବନ୍ଧୀୟ ସମସ୍ୟା ଯେପରିକି ଆପଣଙ୍କ ପାଚନତନ୍ତ୍ର କମଜୋର ଅଛି କିମ୍ବା ଆପଣଙ୍କୁ ଆପଣ ଯାହା ଖାଉଛନ୍ତି ଆପଣଙ୍କ ଶରୀରରେ ଲାଗୁ ନାହିଁ କିମ୍ବା ଆପଣଙ୍କ ପେଟରେ କବଚ, ଗ୍ୟାସ, ଏସିଡିଟି ର ସମସ୍ୟା ଅଛି ତେବେ ସବୁଦିନ ଆପଣ ଖାଲି ପେଟରେ କଞ୍ଚା ରସୁଣ ସେବନ କରନ୍ତୁ।ଏକ କଞ୍ଚା ରସୁଣ କୁ ଚୋବାଇ ଖାଆନ୍ତୁ ଏହା ଦ୍ୱାରା ପେଟ ଜଡ଼ିତ ସବୁ ରୋଗ ଭଲ ହେଇଯିବ।ଦାନ୍ତ ବିନ୍ଧା ପାଇଁ ଏହାର ଗୋଟେ ପାଖୁଡା ବହୁତ ଫାୟାଦା ଦେଇଥାଏ।