September 10, 2024

Odia Express

Here, There and Everywhere

ତୁଳସୀ ଗଛର ସାମ୍ନାରେ ୩ ଥର କୁହନ୍ତୁ ଏହି ଗୁପ୍ତ ମନ୍ତ୍ର, ହେବ ଏମିତି ଚମତ୍କାର, ଆପଣଙ୍କ ଶୋଇଯାଇଥିବା ଭାଗ୍ୟ ଆଉଥରେ ହୋଇଯିବ ଜାଗୃତ

ନମସ୍କାର ବନ୍ଧୁଗଣ, ଆପଣ ସମସ୍ତେ ଆମ ଆର୍ଟିକିଲରେ ସ୍ୱାଗତ, ବନ୍ଧୁଗଣ, ତୁଲସୀଗଛକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ ଏବଂ ଏହାକୁ ମଧ୍ୟ ପୂଜା କରାଯାଏ | କୁହାଯାଏ ତୁଲସୀ ଗଛର ପତ୍ର କେବଳ ଜଣାଶୁଣା ନୁହେଁ ତୁଲସୀ ଗଛ ଆୟୁର୍ବେଦ କିମ୍ବା ଜ୍ୟୋତିଷ ଶାସ୍ତ୍ରରୁ ନିଆଯାଉ କିମ୍ବା ପୂଜାପାଠରେ ନିଆଯାଉ, ଏଥିରୁ ସବୁଥିରେ ମହତ୍ତ୍ୱ ଅଛି । ତୁଳସୀ ଗଛ ବିଷୟରେ ବହୁତ ଗ୍ରନ୍ଥରେ ଓ ସବୁ ଜାଗାରେ ଏହାର ମହତ୍ତ୍ୱ ବିଷୟରେ କୁହାଯାଇଛି | ଏହି କାରଣରୁ ତୁଳସୀ ଗଛ ଔଷଧୀୟ ଗଛ ବୋଲି ବି କୁହାଯାଏ ,ଅଧିକାଂଶ ଲୋକ ପ୍ରତିଦିନ ତୁଳସୀ ଗଛକୁ ଦର୍ଶନ କରନ୍ତି ଏବଂ ପୂଜାରେ ତୁଳସୀ ପତ୍ର ବ୍ୟବହାର କରିବା ବ୍ୟତୀତ ଏହାର ପତ୍ର ଖାଇଥା’ନ୍ତି | ଏହା ମଧ୍ୟ ଏକ ମୋକ୍ଷ ଦାୟକ ଗଛ ବୋଲି ବିବେଚନା କରାଯାଏ, ବିଶ୍ୱାସ କରାଯାଏ ଯେ ତୁଲସୀ ଗଛକୁ ପୂଜା କରି ବ୍ୟକ୍ତି ଜୀବନରେ ଶାନ୍ତି ପାଇଥାଏ | ତୁ ତୁଲସୀ ପତ୍ରକୁ ଯେ କୌଣସି ଜିନିଷରେ ଓ ଦେବୀ ଦେବତାଙ୍କ ପୁଜାରେ ଭୋଗ ଲଗାଇପାରିବ | ସେହି ଦେବୀ ଦେବତାଙ୍କ ପୁଜା ଥାଳୀରେ ତୁଳସୀ ପତ୍ର ପକାଇବା ବହୁତ ଆବଶ୍ୟକ ମାନାଯାଏ ।

ସେମିତି ଦେଖିବାକୁ ଗଲେ ତୁଳସୀର ପ୍ରୟୋଗ ବହୁତ ଜିନିଷରେ ହୋଇଥାଏ, ତୁଳସୀର ପତ୍ର ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ,  ଏହା ଆମ ଶରୀରରୁ ରୋଗ ଦାଉରୁ ରକ୍ଷା କରେ , ତୁଳସୀ ପତ୍ର ବିଷୟରେ ବହୁତ କଥା କୁହାଯାଇଛି, ଯାହାର ପ୍ରୟୋଗ କରି ଆମେ ବହୁତ ସାରା ରୋଗ ଦୁର କରିବାପାଇଁ କରିପାରିବା , ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ତୁଳସୀ ସହ ଯୋଡି ହୋଇଥିବା ଏକ ଏମିତି ଉପାୟ ବିଷୟରେ କହିବୁ ଯାହାର ଉପାୟ ଜାଣିକରି ଆପଣ ନିଜ ଜୀବନରେ ସବୁ ପ୍ରକାରର ସମସ୍ୟା ଓ କଷ୍ଟରୁ ମୁକ୍ତି ପାଇପାରିବେ , ଯଦି ଆପଣ ଏହି ଉପାୟଗୁଡିକ କରନ୍ତୁ ତେବେ ଜୀବନରେ ସୁଖ ସମୃଦ୍ଧିର ଆଗମନ ହେବ , ଓ ସବୁ ସଙ୍କଟରୁ ମୁକ୍ତି ମିଳିପାରିବ ।

ତୁଳସୀର ଗଛରେ ସବୁଦିନ ଜଳ ଅର୍ପଣ କରିବା ଉଚିତ୍,  ଓ ଏହାର ପୁଜା କରିବା ଉଚିତ୍ , କିନ୍ତୁ ଯେବେ ଆପଣ ସବୁଦିନ ଜଳ ଅର୍ପଣ କରନ୍ତି , ତେବେ ସେହି ସମୟରେ ଏହି ମନ୍ତ୍ରର ଉଚ୍ଚାରଣ କରିଲେ ଆପଣ ବହୁତ ଲାଭ ପାଇପାରିବେ , ଯେବେ ଆପଣ ତୁଳସୀର ପତ୍ରକୁ ଭାଙ୍ଗନ୍ତି , ତେବେଏହି ମନ୍ତ୍ରର ଉଚ୍ଚାରଣ କରିବା ଉଚିତ୍ , ପ୍ରଥମେ ଆପଣଙ୍କୁ ଦୁଇଥର ତାଳି ବାଡେଇବାର ଅଛି ଓ ତାପରେ ତଳେ ଦିଆଯାଇଥିବା ମନ୍ତ୍ରକୁ ଉଚ୍ଚାରଣ କରିବେ ।

ଓଁ ସୁଭଦ୍ରାୟ ନମଃ !! ଓଁ ସୁପ୍ରଭାୟ ନମଃ, ହୃଦୟାନନ୍ଦ କାରିନିଫ ନାରାୟଣା ନାରାୟଣାସ୍ତ୍ର ।

ଯଦି ଆପଣ ଏହି ମନ୍ତ୍ରର ଉଚ୍ଚାରଣ କରନ୍ତି ତେବେ ତାପରେ ପତ୍ର ଛିଡାନ୍ତି , ତେବେ ଏମିତି ମାନାଯାଏ କି ବ୍ୟକ୍ତିର ସବୁ ଇଚ୍ଛାଗୁଡୀକ ପୁର୍ତ୍ତି ହୋଇଥାଏ

Leave a Reply

Your email address will not be published. Required fields are marked *