ଓଡ଼ିଆ ନୂଆ ଜୋକ୍ସ : ସ୍ୱାମୀ ଦିନେ ଚୁପ୍ ଚାପ୍ ଚାକରାଣୀ ସହ ପ୍ରେମ କରିବା ବେଳେ କହିଲା ତୁମେ ମୋର ସ୍ତ୍ରୀଠୁ ବି ଅଧିକା ସୁନ୍ଦର ତାପରେ ଚାକରାଣୀ ଯାହା କହିଲା ଶୁଣିକି ମାଲିକ ବେହୋସ..
1 min readଜୀବନ ଭଲରେ ବିତାଇବା ପାଇଁ ହସିବା ବହୁତ ଜରୁରୀ ଅଟେ, କାରଣ ହସିଲେ ଆମର ଶରୀରରେ ସେହି ଶକ୍ତି ମିଳେ , ଯାହା ଆମ ଶରୀରକୁ ସତେଜ ରଖେ , ସେମିତି ଯଦି ହସିବାର୍ କଥା କହିବା ତେବେ ଜୋକ୍ସ କିମ୍ବା ଚୁଟକୁଲା ରୁ ଭଲ ଆଉ କିଛି ବିକଳ୍ପ ନାହିଁ, ଓ ଏଥିରେ ମଜା ନେବା ପାଇଁ ଆପଣଙ୍କୁ କୌଣସି ପଇସା ଖର୍ଚ୍ଚ କରିବାକୁ ପଡେ ନାହିଁ , ଜୋକ୍ସର ସବୁଠାରୁ ଖାସ୍ କଥା ଏହା କି ଆପଣଙ୍କ ମୁଡ୍ ଯେତେ ବି ଖରାପ ହେଇଥାଉ ନା କାହିଁକି ସେ ତା କିଛି କ୍ଷଣରେ ଠିକ୍ କରିଦିଏ ।ଯଦି ଆପଣ ଉଦାସ୍ ରହିଛନ୍ତି ,କିମ୍ବା ଡିପ୍ରେସନରେ ରହିଛନ୍ତି , ତେବେ ଜୋକ୍ସ ଆପଣଙ୍କ ପାଇଁ ବହୁତ କାମକୁ ଆସିପାରେ , ଯଦି ଆପଣ ନିଜ ଜୀବନରୁ ଫୁଲ୍ ମଜା ନେବାକୁ ଚାହୁଁଛନ୍ତି ତେବେ ଜୋକ୍ସ ଭଲ ହୋଇଥାଏ , ତେବେ ଆସନ୍ତୁ ଆରମ୍ଭ କରିବା ସେହି ମଜାଦାର୍ ଚୁଟକୁଲା ଓ ଜୋକ୍ସ ବିଷୟରେ ଯାହା ଆପଣଙ୍କୁ ହସାଇ ହସାଇ ବେଦମ୍ କରିଦେବ ।
୧) ଭଗବାନ- କଣ ଦରକାର ? ଭକ୍ତ- ଏକ ଚାକିରି, ପଇସାରେ ଭରା ରୁମ୍ , ଭଲ ନିଦ ଓ ଗରମରୁ ମୁକ୍ତି , ଭଗବାନ- ତଥାସ୍ତୁ ବତ୍ସ , ବିଚରା ଭକ୍ତ ଏବେ ବ୍ୟାଙ୍କର ଏଟିଏମ୍ ସିକ୍ୟୁରିଟି ଗାର୍ଡ ଅଛି ।
୨) ବିଜ୍ଞାପନ- ପୁରୁଣା ମୋବାଇଲ୍ ଦିଅ ନୁଆ ମୋବାଇଲ୍ ନେଇଯା , ସାନ୍ତା-ବିଜ୍ଞାପନରେ କୁହାଯାଇଥିବା ଠିକଣାରେ ଗଲା, ସେଠାରେ କିଛି ବି ଦୋକାନ ନଥିଲ, ସେ ସେଠାରେ ଠିଆ ହୋଇଥିବା ୨ଟି ଯୁବକଙ୍କୁ ସେହି ବିଜ୍ଞାପନ ବିଷୟରେ ପଚାରିଲା , ଯୁବକମାନେ ବନ୍ଧୁକ ବାହାର କଲେ , ଓ କହିଲେ- ବିଜ୍ଞାପନ ଆମେ ହିଁ ଦେଇଥିଲୁ, ବାହାର କର ତୋ ପୁରୁଣା ମୋବାଇଲ୍ , ଓ ଯାଇକରି ନୁଆ ନେଇଯା ।
୩) ପପୁ ଏକ ଝିଅକୁ ପ୍ରପୋଜ୍ କଲା, ମୋତେ ପ୍ରେମ କରିବ ? ଝିଅ- ମୁହଁ ଦେଖିଛୁ ତୋର , ତୋତେ ଭଲ ପାଇବା ଅପେକ୍ଷା ଭଲ କି ମୁଁ ଆତ୍ମହତ୍ୟା କରିନେବି , ପପୁ- ତୁ ମରି ବି ଯିବୁ ନା କେଉଁ ଗରିବର କାମକୁ ବି ଆସିବୁନି ,
୪) ଆଜିର ଜ୍ଞାନ- ମହିଳା ହିଁ ମହିଳାଙ୍କ ଶତ୍ରୁ ହୋଇଥାଏ, ବିଶ୍ୱାସ ନହେଲେ , ନିଜ ଗାର୍ଲଫ୍ରେଣ୍ତକୁ ନିଜ ସ୍ତ୍ରୀ ସହ ଦେଖାକରି ଜାଣିନିଅ ।
୫) ଥରେ ଜଣେ ସାହେବ୍ ହୋଟେଲ୍ କୁ ଗଲେ , ତାଙ୍କୁ ଗରମ ଲାଗିଲା , ସେ ନିଜ କୋଟ୍ ବାହାର କରି ଟଙ୍ଗାଇଦେଲେ , ଓ ସେଥିରେ ଏକ ପରଚି ଲେଖିକରି ଲଗାଇଦେଲେ , କିଏ ବି ମୋର କୋଟ୍ ଚୋରିକରିବାକୁ ଚେଷ୍ଟା କରିବ , ମୁଁ ବକ୍ସିରେ ୱାର୍ଲଡ୍ ଚାମ୍ପିୟନ୍ ଅଛି, ଟିକିଏ ସମୟରେ ସେ ସାହେବ୍ ଚାଲିଗଲେ , ତେବେ ଦେଖିଲେ କି କୋଟ୍ ଗାୟବ ଥିଲା, ଓ ସେଠାରେ ଆଉ ଏକ ପର୍ଚି ରଖା ହୋଇଥିଲା, ଯେଉଁଥିରେ ଲେଖା ହୋଇଥିଲା କି ମୋତେ ଧରିବାକୁ ଚେଷ୍ଟା କରିବନି, ମୁଁ ଦୌଡିବାରେ ୱାର୍ଲଡ୍ ଚ୍ୟାମ୍ପିୟନ୍ ଅଛି ।
୬) ପୁରୁଣା ଜମାନାରେ ଲୋକ ଜଣେ ଅନ୍ୟ ଜଣଙ୍କୁ ସାହାସ ଓ ଆତ୍ମବିଶ୍ୱାସ ବଢାଉଥିଲେ, କିନ୍ତୁ ଆଜିକାଲିର ଲୋକେ କେବଳ ବ୍ଲଡ୍ ପ୍ରେସର୍ ବଢାଉଛନ୍ତି ।
୭) ଭଗବାନଙ୍କ ଦୟାରୁ ଡାକ୍ତର ଏହା କହନ୍ତି ନାହିଁ କି ଖୁଚୁରା ନାହିଁ , କିଛି ମେଡିସିନ୍ ଆହୁରି ଲେଖିଦେବି କି , କିମ୍ବା ଆଉ ଏକ ଅପରେସନ୍ କରିଦେବି ।
୮) ଦେବ୍ ଓ ପତିଦେବ ମଧ୍ୟରେ କଣ ଫରକ୍ ଅଛି, ଦେବଙ୍କ ଆରତୀ- ସୁଖକର୍ତ୍ତା ଦୁଃଖହର୍ତ୍ତା, ପତିଦେବଙ୍କ ଆରତୀ- ଏସାକର୍ତ୍ତା ୱେସାକର୍ତ୍ତା, ୟହ୍ ନହି କରତା, ବୋ ନହିଁ କରତା ,
୯) ରାସ୍ତାରେ ଏକ ଝିଅ ମୁଣ୍ତ୍ ବୁଲାଇବାରୁ ତଳେ ପଡିଗଲା, ତାକୁ ଦେଖିକରି ଭିଡ ଏକାଠି ହୋଇଗଲା , ଏକ ପୁଅ ଲେମ୍ବୁ କିଣିଆଣିଲା , ତାଓ ଲେମ୍ବୁ ସୋଢା ନିଜେ ପିଇଗଲେ, ଓ କହିଲେ ଏମିତି ଦୁର୍ଘଟଣା ସେମିତି ଦେଖିହୁଏନି ।
୧୦) ସ୍ତ୍ରୀ- ବିବାହ କଣ ଅଟେ ? ସ୍ୱାମୀ- ମାନି ବି ଯାଅ ରୁ ନେଇକରି ଭାଡ୍ ମେଁ ଜାଓ ପର୍ଯ୍ୟନ୍ତ ଯାତ୍ରାକୁ ବିବାହ କହନ୍ତି , ବାକି ସବୁ ମୋହ ମାୟା ଅଟେ ।
୧୧) ସାନ୍ତା- ବିବାହର କାର୍ଡରେ ବରବଧୁର ନାଁ ଆଗରେ ଲେଖିଲା ଚି ଓ ଶୋ କଣ ମତଲବ ହୋଇଥାଏ , ବାନ୍ତା- ଜଣାନାହିଁ ତୁ ହିଁ କହିଦେ, ସାନ୍ତା – ଏହାର ମତଲବ ହୋଇଥାଏ କି ବିବାହ ପରେ ଯେବେ ସ୍ତ୍ରୀ ତାହାକୁ ଶୋ ଶୁଣିବ , ତେବେ ସ୍ୱାମୀର ଚି ବି କରିବ ନାହିଁ ।
୧୨) ସ୍ୱାମୀ ନିଜ ଚାକରାଣିକୁ ବହୁତ ଭଲ ପାଉଥିଲା, ଦିନେ ସେ ତା ସହ ଚୁପଚାପ୍ ରୋମାନ୍ସ କରି କହିଲା ତୁ ମୋର ସ୍ତ୍ରୀ ଠାରୁ ଅଧିକା ସୁନ୍ଦର, ଚାକରାଣୀ- ମିଛ କୁହନି ବାବୁ, ସ୍ୱାମୀ- ନା ମୁଁ ସତ କହୁଛି, ଚାକରାଣୀ-ଆଛା- ଡ୍ରାଇଭର୍ ତ କହୁଥିଲା କି ମ୍ୟାଡ୍ୟାମ୍ ବି ଅଧିକା ସୁନ୍ଦର ବୋଲି , ସ୍ୱାମୀ-ବେହୋସ୍ ।
୧୩) ସ୍ୱାମୀ-ଶୁଣ, ରାତିସାରା ମୋବାଇଲ୍ ଚାର୍ଜିଙ୍ଗ୍ ରେ ଲଗାଅ ନାହିଁ , ବ୍ୟାଟେରି ଫାଟିଯିବ, ସ୍ତ୍ରୀ- ତୁମେ ଚିନ୍ତା କରନି, ମୁଁ ବ୍ୟାଟେରି ବାହାରକରି ଚାର୍ଜିଙ୍ଗ୍ ରେ ଲଗାଇଦେବି ।