September 9, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ : ନୁଆ କନ୍ୟା ଶଶୁରଘରେ ପହଞ୍ଚିଲା, ଶାଶୁ କହିଲା ଝିଅ ତୋତେ ଯାହା ବନେଇ ଆସିଛି ରୋଷେଇ ଘରକୁ ଯାଇ ବନାଇଦେ

1 min read

କିଏ ଜଣେ ସତ କହିଥିଲେ Laughter is the Best Medicine । ଜୋକ୍ସର ପ୍ରଭାବ କେଉଁ ମେଡିସିନ୍ ରୁ କମ୍ ହୋଇନଥାଏ , ଯେଉଁ ଲୋକ ଚିନ୍ତିତ କିମ୍ବା ରୋଗାଗ୍ରସ୍ତ ରୁହନ୍ତି , ସେହି ଲୋକଙ୍କ ପାଇଁ ଜୋକ୍ସ ଏକ ମେଡିସିନ୍ ପରି କାମ କରିଥାଏ , ଓ ଆଜିକାଲି ସୋସିଆଲ୍ ମିଡିଆରେ ଏହା ବହୁତ ଟ୍ରେଣ୍ତ ହୋଇସାରିଛି, ଏହି ଜୋକ୍ସ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେବାରେ ବି ଲାଗିଛି । ଓ ତାହାକୁ ଲାଇକ୍ ଓ ସେୟାର୍ ବି ବହୁଳ ମାତ୍ରାରେ ହେଉଛି, କିନ୍ତୁ ଆମେ ଆଜିଯେଉଁ ଜୋକ୍ସ ନେଇକରି ଆସିଛୁ ତାହାକୁ ପଢିବାପରେ ଆମେ ଦାବି କରୁଛୁ କି ଆପଣଙ୍କ ହସ ଅଟକିବ ନାହିଁ , ତେବେ ଆଉ ବିଲମ୍ବ କାହିଁକି ଚାଲନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧)ଡାକ୍ତର- ତୁମକୁ କେଉଁ ରୋଗ ହୋଇଛି ? ରୋଗୀ- ପ୍ରଥମେ ଆପଣ କଥା ଦିଅନ୍ତୁ ହସିବେ ନାହିଁ । ଡାକ୍ତର- ଠିକ୍ ଅଛି ପ୍ରମିଜ୍ ରୋଗୀ ନିଜ ଗୋଡ ଦେଖାଇଲା ଯାହା ଆଖୁ ପରି ପତଳା ଥିଲା, ଡାକ୍ତରକୁ ଦେଖିକରି ହସ ଆସିଗଲା । ରୋଗୀ- ଆପଣ ତ ହସିବାକୁ ମନା କରିଥିଲେ , ଡାକ୍ତର- ଆରେ ସରି, ଏବେ କଣ ଅସୁବିଧା ହେଇଛି କୁହ , ରୋଗୀ – ଡାକ୍ତର୍ ସାର୍ ଏଇ ଗୋଡ ଟା ଫୁଲିଯାଇଛି । ଡାକ୍ତର- ପଳା ଏଠୁ, ତୁ ଏଠିକି ଆସିଛୁ କେବଳ ହସାଇବା ପାଇଁ ।

୨) ସ୍ତ୍ରୀ- ରଇସ୍ ଫିଲ୍ମ ଦେଖିବାକୁ ଯିବା ? ସ୍ୱାମୀ- ମୁଁ ତା ପାଇଁ କାବିଲ୍ ନାହିଁ । ସ୍ତ୍ରୀ-ତେବେ କାବିଲ୍ ଫିଲ୍ମ ଦେଖିବାକୁ ଯିବା ? ସ୍ୱାମୀ-ମୁଁ ଏତେ ରଇସ୍ ନୁହେଁ । ପରେ ମୁଁ ତାଙ୍କ ଛୁଆଙ୍କୁ ଘରେ ଦଙ୍ଗଲ୍ ଦେଖାଇଲି ।

୩) ଆଜିକାଲି ଛୁଆଙ୍କୁ ପାଠପଢାଇବା ପାଇଁ ମୋଟିଭେସନ୍ ଦେବା ବହୁତ ସହଜ ଅଟେ, ସବୁ ମା ବାପା ନିଜ ଛୁଆଙ୍କୁ କେବଳ ଗୋଟିଏ କଥା କହନ୍ତି  । ପଢିନେ ପଢିନେ , ନହେଲେ କେଉଁ ବାପ ନିଜ ଝିଅକୁ ଦେବ ନାହିଁ ।

୪) ହିନ୍ଦୀ ଟାଇପିଙ୍ଗ୍ ରେ ଆରମ୍ଭରୁ ହିଁ ଦୁର୍ବଳ ଥିଲି, କିନ୍ତୁ ଆଜିଠୁ ମୋ ଦ୍ୱାରା ଅଧିକା ଗଡ ବଡ ହୋଇଗଲା , ସ୍ତ୍ରୀକୁ ମେସେଜ୍ କରୁଥିଲି, ପ୍ରିୟତମା ଜାଗାରେ ପ୍ରେତାତ୍ମା ଟାଇମ୍ ହୋଇ ସେଣ୍ତ୍ କରିଦେଲି, ସକାଳୁ ଭୋକିଲା ଅଛି, ଚାହା ବି ମିଳିନି ପିଇବାକୁ  ।

୫) ଏକ ଛୋଟ ପ୍ରେମ କାହାଣୀ- ଏକ ପୁଅ ଏକ ଝିଅର ପଛରେ ପଡିଥିଲା , ତାପରେ ଦିନେ ଝିଅ ମୁହଁ ଧୋଇକରି ଦେଖାଇଦେଲା , ତାହାପରେ ପୁଅ ହିଁ ପଛରେ ପଡିବା ଛାଡିଦେଲା ।

୬) କେତେ ବଡ ସୌଭାଗ୍ୟ ଅଟେକି ଆପଣଙ୍କ ନାତି ୨୦୫୦ ରେ ଶାନ୍ ରେ କହିବେ କି ମୋର ଜେଜେ ବାପା କଳା ଧନର ଲଢେଇରେ ୬ ଦିନ ଲାଇନ୍ ରେ ଠିଆ ହୋଇଥିଲେ,  ନିଜେ କଳା ପଡିଗଲେ କିନ୍ତୁ ନୋଟ୍ ଗୋଲାପି କରି ଫେରିଲେ ।

୭) ଛାତ୍ର- ସାର୍ – ସାର୍- ହଁ କୁହ ! ଛାତ୍ର- ମୁଁ ଆଜି ଯେଉଁ କାମ କରିନି କଣ ଆପଣ ତାହାର ଦଣ୍ତ ଦେବେ ? ସାର୍- ବିଲକୁଲ୍ ନୁହଁ , କୁହ କଣ କଥା ? ଛାତ୍ର- ମୁଁ ଆଜି ହୋମ୍ ୱାର୍କ୍ କରିନି ।

୮) ବାନ୍ତା- ଯଦି ତୁମର ବାହାଘର ଗୋଟେ ପରି ଦେଖାଯାଉଥିବା ଜାଆଁଳା ଭଉଣୀଙ୍କ ସହ ହୋଇଗଲା ତେବେ ନିଜ ସ୍ତ୍ରୀକୁ କିପରି ଚିହ୍ନିବ ? ସାନ୍ତା- ସାଧାରଣ କଥା । ମୁଁ ତାର ଚୁଟି ଭିଡୀବି, ଯଦି ସେ ରାଗିଲା ସେ ସ୍ତ୍ରୀ ଓ ଯଦି ହସିବ ତେବେ ସେ ଶାଳୀ ।

୯) ବାବାଜୀ ପପୁ କୁ ଦେଲେ ପରମ ସତ୍ୟଜ୍ଞାନ , ଦରକାରରୁ ଅଧିକା ଭଗବାନଙ୍କୁ ମନେ ପକାଅ ନାହିଁ କାରଣ ଭଗବାନଙ୍କୁ ମନେ ପକାଇଦେଲ ତ ଦେବାକୁ ନେବାକୁ ପଡିଯିବ ।

୧୦) ଜଣେ ବ୍ୟକ୍ତି ନିଜ ଶଶୁରଘରକୁ ଗଲା , ଶାଶୁ ସାତ ଦିନ ଯାଏଁ ତାହାର, ପାଳଙ୍ଗ ଶାଗ ଖୁଆଇଲା , ତାପରେ ଅଷ୍ଟମଦିନ ଶାଶୁ ପଚାରିଲା ପୁଅ ଆଉ କଣ ଖାଇବ ? ଜ୍ୱାଇଁ- ଆପଣ ଖାଲି ଖୁଆଇଦିଅ , ମୁଁ ନିଜେ ଚରିଯିବି ।

୧୧) ପଡୋଶୀର ଆଣ୍ଟି ନିଜ ଝିଅ ର ରେଜଲ୍ଟ ୯୩ ପ୍ରତିଶତ ଆସିବାରେ ସନ୍ତୁଷ୍ଟ ହେଲେ ନାହିଁ ତାଙ୍କୁ କିଏ ବୁଝାଇବ କି ଏତେ ନମ୍ବର ତ ମୋର ପରି ଦୁଇଟି ଛାତ୍ର ପାସ୍ ହୋଇଯାଆନ୍ତି , ଓ ଜଣଙ୍କର ସପଲମେଣ୍ଟ୍ରି ଆସିଯାଏ ।

୧୨) ସ୍ତ୍ରୀ ଆଇସିୟୁରେ ଥିଲା , ସ୍ୱାମୀ- କାନ୍ଦୀ କାନ୍ଦି ଦୁଃଖି ହୋଇଯାଇଥିଲା,  ଡାକ୍ତର କହିଲା- ଆମେ ପୁରା ଚେଷ୍ଟା କରୁଛୁ, କିନ୍ତୁ ସେ କିଛି କହିପାରୁନାହାନ୍ତି , ବୋଧେ କୋମାରେ ଅଛନ୍ତି , ଏବେ ତ ସବୁ ଭଗବାନଙ୍କ ହାତରେ ଅଛି, ସ୍ୱାମୀ କହିଲା- କେବଳ ୪୦ବର୍ଷ ବୟସ ହୋଇଥାନ୍ତା ତ ଏବେ॥ ତେବେ ଏକ ଚମତ୍କାର ହେଲା , ହୃଦୟର ଗତି ବଢିଗଲା,  ସ୍ତ୍ରୀର ଆଙ୍ଗୁଠି ହଲିଲା , ଓଠ ବି ଖୋଲିଲା ଓ ଆବାଜ୍ ଆସିଲା ୩୬ ବୟସ ।

୧୩) ନୁଆ କନ୍ୟା ଶଶୁରଘରେ ପହଞ୍ଚିଲା, ତେବେ ଶାଶୁ କହିଲା- ଝିଅ ତୋରେ ଯାହା ବି କରିଆସେ ତୁ ରୋଷେଇ ଘରେ ଯାଇକରି ବନାଇଦେ , ବୋହୁ ୧୦ ମିନିଟ୍ ପରେ ଶାଶୁ-କୁ ପଚାରିଲା , ମା ଆପଣ ସୋଢାର ସହ ନେବେ କିମ୍ବା ପାଣିର ସହ ।

୧୪) ସ୍ୱାମୀ- ତୁମେ ଗୋଟେ ଆରବ ମିଳିଗଲେ , ତେବେ କଣ କରିବ ? ସ୍ତ୍ରୀ- ମୁଁ ଆରବର କଣ କରିବି, ପୋଲିସ୍ କୁ କହିବି ସେ ତାକୁ ଆରବ୍ ପଠାଇଦେବେ , ସ୍ୱାମୀ-ବେହୋସ୍ ।

Leave a Reply

Your email address will not be published. Required fields are marked *