ମଜାଦାର ହସକଥା – ରାଜୁ ସଞ୍ଜୁକୁ କହିଲା ମୁଁ ତୋର ହେବାକୁ ଥିବା ସ୍ତ୍ରୀ ସାଙ୍ଗରେ ଶୋଇବା ସମୟରେ ଧରାପଡିଗଲି, ତାପରେ ଯାହା ହେଲା ବହୁତ କୌତୁକିଆ ଥିଲା..
1 min readଆଜିକାଲି ଏହି କର୍ମବ୍ୟସ୍ତ ଜୀବନ ମଧ୍ୟରେ ସବୁ ବ୍ୟକ୍ତି ଚିନ୍ତାରେ ରହୁଛି, କାହାକୁ ଚାକିରିର ଚିନ୍ତା ରହିଥାଏ , ତ କାହାକୁ କ୍ୟାରିୟରର, କାହାକୁ ପରିବାର ତ କାହାକୁ ପ୍ରେମର ଚକ୍କରରେ ନିଜ ଜୀବନ ଅତିବାହିତ କରୁଛନ୍ତି , କିନ୍ତୁ ଅଧିକା ଚିନ୍ତା ନେଏଲ୍ ଆମର ସ୍ୱାସ୍ଥ୍ୟ ବିଗଡିଯାଏ , ଓ ଆମେ ଅଧିକା ଚିନ୍ତିତ ହୋଇଯାଉ, ଓ ତାପରେ ଆମେ ଏହି ସବୁ ଚାହିଁକରି କିଛି ସମୟ ପାଇଁ ନିଜ ଚିନ୍ତାଭରା ଜୀବନରୁ ମୁକ୍ତି ମିଳିପାରିବ , ଏଥିପାଈଁ ଆଜି ଆମେ ଆପଣଙ୍କୁ ଚିନ୍ତାଭରା ଏହି ସମୟରୁ ଦୁର କରିବାପାଇଁ ପ୍ରୟାସ କରୁଛୁ, ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ କିଛି ଏମିତି ମଜାଦାର୍ ଚୁଟକୁଲା ନେଇକରି ଆସିଛୁ, ଯାହାକୁ ପଢିବା ପରେ ଆପଣଙ୍କ ହସ ଅଟକିବ ନାହିଁ ।
୧) ସ୍ତ୍ରୀ- ମୋତେ ସନ୍ଦେହ ଅଛି ମୋର ସ୍ୱାମୀ କେଉଁ ପର ମହିଳାଙ୍କ ସହ ଚକ୍କର ଚାଳିଛି, ସାଙ୍ଗ- ଏବେ ତୁ କଣ କରିବୁ ? ସ୍ତ୍ରୀ- ନିଜ ବୟଫ୍ରେଣ୍ତ ତାର ପଛରେ ଲଗାଇଦେବି ।
୨) ଶିକ୍ଷକ- ବଣ୍ଟୁ ତୁ ଠିଆ ହେଇଯା, ମୁଁ ଯାହା ବି ପଚାରିବି ଫଟାଫଟ୍ ଜବାବ୍ ଦେବୁ, ବଣ୍ଟୁ- ଠିକ୍ ଅଛି ମ୍ୟାଡାମ୍, ଶିକ୍ଷକ- ଆମର ରାଷ୍ଟ୍ରିୟ ପଶୁ କିଏ ? ବଣ୍ଟୁ-ଫଟାଫଟ୍- ତାପରେ କଣ ଫଟାଫଟ୍ ହୋଇଗଲା ପପୁର ଧୁଲାଇ ।
୩) ଆମର ଶକ୍ତି ଓ ଦକ୍ଷତାକୁ ଏମିତି ସନ୍ଦେହ କର ନାହିଁ, ଆମେ ତ ପବନରେ ହାତି ଉଡାଇଛୁ, ଏହି କଥା ଅଲଗା କି ଆମେ ଚିଡୀଆ ଉଡ୍ ଓ ତୋତା ଉଡ୍ ଖେଳିବା ଛାଡିଦେଇଛୁ ।
୪) ପପୁ ବିଜୁଳିର ତାରରେ ଗଳିପଡିଲା, ସେ ମରିବାକୁ ଯାଉଥିଲା ଅଚାନକ- ତାର ମନେ ପଡିଲା କି ବିଜୁଳି ତ ଦୁଇଦିନରୁ କଟିଛି । ତାପରେ ଆଉଥରେ ଉଠି ହସିକରି କହିଲା, ଶଳା ମନେ ନଥିଲେ ମରି ହିଁ ଯାଇଥାନ୍ତି ।
୫) ଛାତ୍ର ଭଗବାନକୁ- ଗାର୍ଲଫ୍ରେଣ୍ତ ଟିକିଏ କମ୍ ପଟାଇଲି ତ କଣ କଥା ଥିଲା ? ବହି ତ ବହୁତ ତୋର ପାଖରେ ଥିଲା ।
୬) ସ୍ତ୍ରୀ- ଜାନୁ କଣ ମୁଁ ତୁମ ସ୍ୱପ୍ନରେ ଆସୁଛି ? ସ୍ୱାମୀ- ନା , ସ୍ତ୍ରୀ-କଣ ପାଇଁ ?ସ୍ୱାମୀ-କାରଣ ହନୁମାନ ଚାଳିଶା ପଢିକରି ଶୋଉଛି ମୁଁ ।
୭) ଶାଶୁର ଡୀମାଣ୍ତ- ଝିଅ ସୁନ୍ଦର ହୋଇଥିବ ଓ ଧନୀ ହୋଇଥିବ , ପଢିଥିବ, କମ୍ ବୟସର ହୋଇଥିବ , ଘରର ସବୁ କାମ ଜାଣିଥିବ , ଓ ଝିଅର ଗୋଟେ ଡିମାଣ୍ତ ଶାଶୁ ହିଁ ନଥିବ ।
୮) ସୋନୁ- ଏତେ ଚିନ୍ତିତ କଣପାଈଁ ? ମୋନୁ- ଆରେ ସାଙ୍ଗ,ମୁଁ ନିଜ ଗାର୍ଲଫ୍ରେଣ୍ତକୁ ଦୁଇଟି ବଡ ବଡ ଟେଡି ବିୟର ଗିପ୍ଟ କରିଥିଲି, ସୋନୁ- ତ ଏଥିରେ ଚିନ୍ତା କରିବାର କଥା କଣ ? ମୋନୁ- ତାର ମା ସେଥିରୁ କପଡା ବାହାର କରି ତକିଆ ସିଲାଇ କରିଦେଲା ।
୯) ଆମେ ପୁଅ ଯେବେ ପର୍ଯ୍ୟନ୍ତ କ୍ୟାରିୟର୍ କରି ନିଜ ଗୋଡରେ ଠିଆ ନ ହୋଇଛୁ ତେବେ ପର୍ଯ୍ୟନ୍ତ ଆମର କ୍ଲାସର ଝିଅଙ୍କ ଛୁଆ ବି ନିଜ ଗୋଡରେ ଚାଲିବା ଶିଖିଯାଆନ୍ତି ।
୧୦) ସ୍ତ୍ରୀ- ମୋତେ ବୁଝାପଡୁନି କି ବହୁତ ବର୍ଷରୁ ସାବିତ୍ରୀ ବ୍ରତ କରିପାରୁନି, ତେବେ ବି ତୁମେ ପୁରା ସୁସ୍ଥ୍ୟ କିପରି ଅଛ, ଥଣ୍ତା ଜ୍ୱର ବି ନାହିଁ , ସ୍ୱାମୀ- ମୁଁ ବହୁତ ନିୟମ ଓ ସଂୟମତା ସହ ରହୁଛି ସେଥିପାଇଁ , ସ୍ତ୍ରୀ- ମୋତେ ବୋକା ଭାବିଛ ନା କଣ ? ସତ ସତ କୁହ ସେ କିଏ ? ଯିଏ ତୁମ ପାଇଁ ସାବିତ୍ରୀବ୍ରତ ରଖୁଛି
ରାଜୁ ସଞ୍ଜୁକୁ କହିଲା ମୁଁ ତୋର ହେବାକୁ ଥିବା ସ୍ତ୍ରୀ ସାଙ୍ଗରେ ଶୋଇବା ସମୟରେ ଧରାପଡିଗଲି, ତାପରେ ସଂଜୁ କହିଲା ଆରେ କେମିତି କୋଉଠି ତାପରେ ରାଜୁ କହିଲା ଆରେ ଗଣିତ କ୍ଲାସ ରେ