September 9, 2024

Odia Express

Here, There and Everywhere

ଯଦି ଝିଅର ବୟସ ୧୦ ବର୍ଷରୁ କମ୍ ହୋଇଥାଏ ତେବେ ନିଶ୍ଚିତ ଖୋଲନ୍ତୁ ଏହି ଖାତା, ମିଳିବ ବଡ ଲାଭ..

ଝିଅମାନଙ୍କର ଜନ୍ମ ଉପରେ ବହୁତ ମା ବାପାଙ୍କର ତାଙ୍କ ଶିକ୍ଷା ଓ ତାଙ୍କ ବାହାଘରକୁ ନେଇକରି ଚିନ୍ତିତ ହେବାରେ ଲାଗନ୍ତି , କିନ୍ତୁ ଆମେ ଆପଣଙ୍କୁ କହିଦେବୁ କି ମୋଦି ସରକାର ଏବେ ଏମିତି ମା ବାପାଙ୍କୁ ନିଜ ସୁକନ୍ୟା ସମୃଦ୍ଧି ଯୋଜନା ଦ୍ୱାରା ବହୁତ ଆଶ୍ୱସ୍ତିଦେଇଛନ୍ତି , ଏହା ଏକ ନିବେଶ ଯୋଜନା ଯେପରି ଏହାର ଖାସିୟତ୍ ଏହା କି ଏଥିରେ ଆପଣଙ୍କୁ ସୁଧର ଦର ବହୁତ ଅଧିକା ମିଳିପାରିବ,  ଓ ତାହା ସହ ଆୟକର ବିଭାଗର ଛାଡ ମିଳିଯାଏ ।ଆପଣଙ୍କୁ ଏହି ଯୋଜନା ଦ୍ୱାରା ଖାତା ଖୋଲିବାପାଇଁ କେବଲ ୨୫୦ ଟଙ୍କା ଦରକାର ପଡିବ,  ଏହାପରେ ଆପଣ ବର୍ଷରେ ପ୍ରାୟ ୧,୫ ଲକ୍ଷ ପାଇପାରିବେ , ଓ ଏହା ପରେ ୨୧ ବର୍ଷ ଅବଧୀ ପରେ ପ୍ରାୟ ୬୮ ଲକ୍ଷ ଟଙ୍କା ରିଟର୍ଣ୍ଣ ଆକାରରେ ପାଇପାରିବେ ।

ଆପଣ ସୁକନ୍ୟା ସମୃଦ୍ଧି ଯୋଜନା ଖାତା ଖୋଲିବାପାଇଁ କେଉଁ ବି ବ୍ୟାଙ୍କ୍ କିମ୍ବା ପୋଷ୍ଟ ଅଫିସକୁ ଯିବାକୁ ହେବ,  ଓ ତାହା ସହ ବହୁତ ପ୍ରାଇଭେଟ୍ ବ୍ୟାଙ୍କ୍ ବି ଏହି ଯୋଜନା ମୁତାବିକ ଖାତା ଖୋଲିପାରିବେ , କେଉଁ ବି ଅଭିଭାବକ ନିଜ ଅଧିକରୁ ଅଧିକ ଦୁଇଟି ଝିଅଙ୍କ ନାମାଞ୍ଜନ ଏହି ଯୋଜନା ଦ୍ୱାରା କରାଇପାରିବେ , ଓ ସବୁ ଝିଅର ପାଇଁ ଅଭିଭାବକ ଗୋଟେ ଖାତା ଖୋଲିପାରିବେ । ସୁକନ୍ୟା ସମୃଦ୍ଧି ଯୋଜନା ଦ୍ୱାରା ଖାତା ଖୋଲିଲେ ଛୁଆର ବୟସ ପ୍ରାୟ ୧୦ ବର୍ଷ ରଖା ଯାଇଛି, ଓ ଏହାପରେ ୧୪ ବର୍ଷ ପର୍ଯ୍ୟନ୍ତ ଖାତାରେ ଜମା ରାଶି ରଖିବାକୁ ପଡେ , ଓ ୨୧ ବର୍ଷ ବୟସରେ ଏହା ମ୍ୟାଚୁରିଟି ହୋଇଥାଏ,  ଏବେ ଏହି ଯୋଜନାରେ ୭,୬ %ପ୍ରତିଶତ ବାର୍ଷିକ ସୁଧ ନିର୍ଦ୍ଧାରିତ କରାଯାଇଛି ,

ଝିଅର ଜନ୍ମ ପ୍ରମାଣ ପତ୍ର ଓ ଅଭିଭାବକଙ୍କୁ ଏକ ଫର୍ମରେ ଭରିକରି ତାକୁ ପୋଷ୍ଟ ଅଫିସ୍ କିମ୍ବା ବ୍ୟାଙ୍କରେ ଜମା କରିବାକୁ ହେବ,  ତାହା ସହ ମା ବାପାଙ୍କ ପରିଚୟ ପତ୍ର ବି ଜମା କରିବାକୁ ହେବ, ଯେଉଁଥିରେ ପ୍ୟାନ୍ କାର୍ଡ, ରାସନ୍ କାର୍ଡ, ଡ୍ରାଇଭିଙ୍ଗ୍ ଲାଇସେନ୍ସ ଓ ପାସପୋର୍ଟ ଜମା ହୋଇପାରେ, ତାହା ସହ ସ୍ଥାୟୀ ବାସିନ୍ଦାର୍ ପ୍ରମାଣପତ୍ର କିଛି ଦସ୍ତାବିଜ ଦେବାକୁ ପଡିବ,  ଯେପରି ବିଜୁଳି ବିଲ୍, ଟେଲିଫୋନ୍ ବିଲ୍ କିମ୍ବା ପାଣି ବିଲ ଇତ୍ୟାଦି । ଏହି ଯୋଜନାରେ ନିବେଶ କରିଲେ ଆୟକର ଅଧିନିୟଅମ୍ ଧାରା ୮୦ ସି ଅନୁସାରେ ଟ୍ୟାକ୍ସରେ ଛାଡ ମିଳିପାର୍ବ,  ତାହା ସହ ଅନ୍ୟ ଯୋଜନାରୁ ବହୁତ ଅଧିକା ସୁଧ ମିଳିଥାଏ ଯେଉଁଥିରେ ଝିଅର ଶିକ୍ଷା ଓ ବିବାହର୍ ପ୍ରବନ୍ଧ କରିବାରେ ସହାୟତା ମିଳିପାରିବ,  ଓ ଏହା ମ୍ୟାଚୁରିଟି ରାଶି ଟ୍ୟାକ୍ସ ଦେବାକୁ ପଡିବ ନାହିଁ ।

ଏହାର ଅନୁମନ ମ୍ୟାଚୁରିଟି ତିଥି ୨୧ ବର୍ଷର ରଖାଯାଇଛି, ଯଦି ଅଭିଭାବକ ଚାହିଁବେ ତେବେ ଦରକାର ହୋଇଥିଲେ ଝିଅର ବାହାଘର କିମ୍ବା ଶିକ୍ଷା ପାଇଁ ଏହି ଯୋଜନାରୁ ସେ ନିଜ ୫୦ ପ୍ରତିଶତ ପର୍ଯ୍ୟନ୍ତ ରାଶି ବାହାରକରିପାରିବେ , ଯଦି ଏହି ଯୋଜନାର କଥା କହିବା ତେବେ ୨୦୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବେଟି ବଚାଓ ଓ ବେଟି ପଢାଓ ଅଭିଯାନ ଦ୍ୱାରା ଏହାର ଶୁଭାରମ୍ଭ ହୋଇଥିଲା, ଓ ଏହା ଅନ୍ୟ ନିବେଶ ଯୋଜନା ପରି ଏକ ଯୋଜନା ଅଟେ, ଏଥିରେ ବହୁତ ଖାସ୍ ଲାଭ ଅଛି ଓ ଏହାର ଖାସିୟତ୍ ଏହା କି କେବଲ ଝିଅ ମାନେ ଏହାର ଲାଭ ଉଠାଇପାରିବେ

Leave a Reply

Your email address will not be published. Required fields are marked *