June 15, 2025

Odia Express

Here, There and Everywhere

ଭଗବାନ ପଠାଇଥାନ୍ତି ଏହି ୩ ଟି ନାମବାଲି ଯୋଡି , ଏମାନଙ୍କ ଜୀବନରେ ମିଳିଥାଏ ଅପାର ଖୁସି ଓ ବୈଭବ…

1 min read

ବିବାହ ଏକ ଅତ୍ୟନ୍ତ ପବିତ୍ର ବନ୍ଧନ ଭାବରେ ବିବେଚନା କରାଯାଏ | ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ସୁକ୍ଷ୍ମ ଅଟେ | ଏହା ବିଶ୍ୱାସ ଏବଂ ଆଶା ଉପରେ ଆଧାରିତ | ଯେତେବେଳେ ଜଣେ ନିଜ ପାଇଁ ଜୀବନ ସାଥୀ ପାଇବ, ସବୁକିଛି ପଚାରାଉଚୁରା କରିବା ପାଇଁ ତାଙ୍କ ବିଷୟରେ ସବୁକିଛି କରିଥାଏ  | କେବଳ ସଠିକ୍ ଜୀବନ ସାଥୀ ବାଛିବା ପରେ, ଓ ପଚାରାଉଚୁରା କରିବା ସତ୍ତ୍ୱେ ଦେଖାଯାଇଛି ଯେ ଲୋକଙ୍କ ବୈବାହିକ ଜୀବନ ସଠିକ୍ ଭାବରେ ଚାଲିପାରେ ନାହିଁ , ସମୟ ସହିତ ସେମାନଙ୍କ ଦାମ୍ପତ୍ୟ ଜୀବନରେ ବହୁତ ସମସ୍ୟା ଦେଖାଯାଏ | ଅନେକ ଥର ଏହି ଦୁହେଁଙ୍କ ମଧ୍ୟରେ ଦୂରତା ଆସିଯାଏ ଯାହା ପାଇଁ ସେମାନେ ଅଲଗା ହୋଇଯାଆନ୍ତି  କିନ୍ତୁ ଆପଣ ନିଶ୍ଚୟ ଶୁଣିଥିବେ କି ଏହି ଯୋଡି ଗୁଡିକ ପୁର୍ବରୁ ଭଗବାନ ତିଆରି କରି ପଠାଇଥାନ୍ତି , ଯାହାର ଭାଗ୍ୟ ରେ ଯିଏ ଲେଖା ହୋଇଥାଏ ସେ ସେପରି ଜୀବନସାଥୀ ପାଇଥାଏ , ଏହା ସମ୍ପୂର୍ଣ୍ଣ ସତ୍ୟ ଯେ ଲୋକମାନେ କାହାକୁ ଆଗରୁ ସେମିତି ଜାଣିନଥାନ୍ତି । ଆଜି, ଆମେ ଆପଣଙ୍କୁ ଏହି ଆର୍ଟିକିଲ୍ ମାଧ୍ୟମରେ ୩ ଯୋଡିଙ୍କ ବିଷୟରେ ସୂଚନା ଦେବାକୁ ଯାଉଛୁ, ଯାହା ସେମାନେ ବହୁତ ଭଲ ଦମ୍ପତି ଭାବରେ ବିବେଚନା କରାଯାଏ | ସେମାନେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତି ଏବଂ ଜୀବନ ସାରା ସାଥିରେ ରୁହନ୍ତି ।

D ଓ B ନାମ ବାଲା ଯୋଡି- D ଏବଂ B ଅକ୍ଷରରୁ ଆରମ୍ଭ ହୋଇଥିବା ଦମ୍ପତିମାନେ ଏହି ଲୋକମାନଙ୍କର ସର୍ବୋତ୍ତମ ଏବଂ ସୁନ୍ଦର ଯୋଡି ଭାବରେ ବିବେଚନା କରାଯାଏ | ଏହି ନାମ ଥିବା କିଛି ବ୍ୟକ୍ତି  ପ୍ରେମ ବିବାହକୁ ଭଲ ପାଆନ୍ତି ଏବଂ ଆଖି ବନ୍ଦ କରି ସେମାନେ ପରସ୍ପରକୁ ବିଶ୍ୱାସ କରନ୍ତି |ଏମାନେ ଖରାପ ପରିସ୍ଥିତିରେ, ସେମାନଙ୍କର ସ୍ତ୍ରୀମାନଙ୍କୁ ସାହସ ଦିଅନ୍ତି ଏବଂ ଓ ସାଥିରେ ପାଦରେ ପାଦ ମିଶାଇ ସବୁ କାମ କରନ୍ତି ,  ଆପଣ ଏହା ବି କହିପାରିବେ କି ଏହି ଦୁହେଁ ଯୋଡି ଜଣେ ଅନ୍ୟଜଣଙ୍କ ପ୍ରତି ଇଜ୍ଜତ ଓ ପ୍ରେମ ଓ ବିଶ୍ୱାସ ଏତେ ରଖନ୍ତି କି ଯେପରି ସେମାନଙ୍କ ଯୋଡି ସୀତା ରାମଙ୍କ ଯୋଡି ହୋଇଛି, ଓ ସେମାନେ ଜଣେ ଅନ୍ୟ ଜଣଙ୍କ ପ୍ରତି ସଚ୍ଚା ଓ ଇମାନଦାର୍ ହୋଇଥାନ୍ତି ।

P ଓ S ନାମ ବାଲା ଯୋଡି- ଯେଉଁମାନଙ୍କର ଯୋଡି P ଏବଂ S ନାମରୁ ଆରମ୍ଭ ହୁଏ, ଏହି ଦମ୍ପତିମାନେ ଭଗବାନ ଶିବ ଏବଂ ମାତା ପାର୍ବତୀ ଜୀଙ୍କର ବିଶେଷ ଆଶୀର୍ବାଦ ପାଆନ୍ତି, ସେମାନେ ଜୀବନସାରା ସର୍ବଦା ପରସ୍ପରକୁ ସମର୍ଥନ କରନ୍ତି ଏବଂ ସେମାନଙ୍କର ପରସ୍ପର ଉପରେ ଅତୁଟ ବିଶ୍ୱାସ ମଧ୍ୟ ରହିଥାଏ |  ଶେଷ ନିଶ୍ୱାସ ପର୍ଯ୍ୟନ୍ତ, ସେମାନେ ପରସ୍ପରର ସୁଖ ଚାହାଁନ୍ତି ଏବଂ ସେମାନେ ପରସ୍ପର ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଟନ୍ତି | ଏହି ଦମ୍ପତିଙ୍କ ସମ୍ପର୍କ ଅତ୍ୟନ୍ତ ଅବିସ୍ମରଣୀୟ ଏବଂ ଗଭୀର, ସେମାନଙ୍କ ପ୍ରେମ କୁ ଦୃଷ୍ଟିରେ ରଖି ଅନେକ ଲୋକ ସେମାନଙ୍କୁ ଭାଙ୍ଗିବାକୁ ଚେଷ୍ଟା କରନ୍ତି କିନ୍ତୁ ସେମାନଙ୍କର ଅତୁଟ ପ୍ରେମ ଏବଂ ବିଶ୍ୱାସ ଏହି ସମସ୍ତ ବ୍ୟକ୍ତିର ମନ୍ଦ ଉଦ୍ଦେଶ୍ୟକୁ ଭଣ୍ତୁର କରିଦିଏ |

K ଓ L ବାଲା ଯୋଡି- ଯେଉଁ ଯୋଡି K ଓ L ରୁ ହୋଇଥାଏ ସେହି ଯୋଡୀ ଉପରୁ ରାଧା ଓ କୃଷ୍ଣଙ୍କ କୃପା ରହିଥାଏ,  ଓ ତାଙ୍କର ଆଶିର୍ବାଦ ସର୍ବଦା ତାଙ୍କ ସହିତ ରହିଥାଏ,  ଏମିତି ବି କହିପାରିବେ କି  ଏହି ଯୋଡି ସ୍ୱର୍ଗରୁ ତିଆରି ହୋଇ ଆସିଥାଏ, ଅଧିକାଂଶ ଏହି ନାଁ ବାଲା ବ୍ୟକ୍ତି ପ୍ରେମ ବିବାହ କରନ୍ତି , ଓ କେବେ ବି ପରସ୍ପରକୁ ଧୋକାଦିଅନ୍ତି ନାହିଁ , ଏହି ନାଁ ବାଲି ଯୋଡି ଜୀବନରେ କେତେ ବି ଖରାପ ପରିସ୍ଥିତି ଆସିଯାଉନା କାହିଁକି ସେମାନଙ୍କ ପ୍ରେମ କେବେ ଉଣା ହୁଏନାହିଁ , ଓ ପ୍ରେମ ସବୁବେଳେ ରହିଥାଏ ଏମାନେ ପରସ୍ପରଙ୍କ ଖୁସି ଉପରେ ପୁରା ଧ୍ୟାନ ଦିଅନ୍ତି , ଓ ଏହି ନାଁ ବାଲି ଯୋଡି ନିଜ ସାଥୀଙ୍କୁ କେଉଁ ପ୍ରକାର ଦୁଃଖ ବି ଦିଅନ୍ତି ନାହିଁ , ଓ ସବୁବେଳେ ନିଜ ଜୀବନସାଥୀଙ୍କୁ ଖୁସି କରିବାର ପ୍ରୟାସରେ ରୁହନ୍ତି

Leave a Reply

Your email address will not be published. Required fields are marked *