July 25, 2024

Odia Express

Here, There and Everywhere

କଣ ଆପଣଙ୍କ ମୁଣ୍ତ ସବୁବେଳେ ପୀଡା ରହୁଛି, ତେବେ କରନ୍ତୁ ଏହି ଉପାୟ – କେବଳ ୭ଦିନରେ ଦୁର ହୋଇଯିବ ଆପଣଙ୍କ ସମସ୍ୟା

1 min read

ଆଜିକାଲିର ଏହି କର୍ମବ୍ୟସ୍ତ ଜୀବନରେ କାମରେ ବ୍ୟସ୍ତ ରହିବା ଯୋଗୁଁ ମୁଣ୍ତବିନ୍ଧା ହେବା ଏକ ସାଧାରଣ କଥା ହୋଇସାରିଛି ମୁଣ୍ତ ବିନ୍ଧାର କାରଣ ଚିନ୍ତା, ଅନିଦ୍ରା, ଥକାପଣ, ନ୍ୟୁଟ୍ରିସନ୍ କମି ହେବା ଦ୍ୱାରା ହୋଇଥାଏ , ମୁଣ୍ତ ବିନ୍ଧା କୁ ଯଦି ଧ୍ୟାନ ନଦେବା ତେବେ ଏହା ମାଇଗ୍ରେନ୍ ସମସ୍ୟା ବି ହୋଇଥାଏ , ମୁଣ୍ତବିନ୍ଧା ସମସ୍ୟା ତ ଆଜିକାଲିର ସମୟରେ ସାଧାରଣ ହୋଇସାରିଛି, କିନ୍ତୁ ଆପଣଙ୍କୁ ଚିନ୍ତା କରିବାର ଦରକାର ନାହିଁ , ଆଜି ଆମେ କିଛି ଉପାୟ କହିବାକୁ ଯାଊଛୁ, ଯାହା ଆପଣଙ୍କ ଘରେ କରି ଏଥିରୁ ମୁକ୍ତି ପାଇପାରିବେ । ମୁଣ୍ତବିନ୍ଧା ଅସଲରେ ନର୍ଭସ୍ ସିଷ୍ଟମ୍ ଓ ଗଳା ସହ ଯୋଡି ହୋଇଥିବା ସମସ୍ୟା ଅଟେ, ସକାଳ ସକାଳୁ ମୁଣ୍ତ ବିନ୍ଧା ସହ ଉଠିବା ମତଲବ ପୁରା ଦିନ ବର୍ବାଦ ହୋଇଯାଏ , ମୁଣ୍ତ ବିନ୍ଧା ଏକ ବହୁତ ସାମାନ୍ୟ ସମସ୍ୟା ଅଟେ , କିନ୍ତୁ ବହୁତଥର ଅଧିକା ଜୋରରେ ବିନ୍ଧା ହେବା ଏହା ସହ୍ୟକରିବାର ସୀମାପରେ ହୋଇଯାଏ , ଏମିତି ବଜାରରେ ବହୁତ ପ୍ରକାରର ମେଡିସିନ୍ ଅଛି, ଯାହା ମୁଣ୍ତ ବିନ୍ଧାର ଅସୁବିଧାରୁ ଦୁର କରିବାପାଇଁ ମିଳିଥାଏ , ଏଥିରେ କିନ୍ତୁ ସାଇଡ୍ ଇଫେକ୍ଟ ବି ହୋଇଥାଏ, ଯାଃଆ ଶରୀରର ବାହାର ଲବଣ ଯୋଗୁଁ ରୋଗ ମାଡିବସେ,  ଯଦି ଆପଣ ଚାହିଁବେ ଏହି ଘରୋଇ ଉପାୟ ଦ୍ୱାରା ଆପଣଙ୍କ ମୁଣ୍ତବିନ୍ଧା ଦୁର କରିପାରିବେ ।

ଏହି ଉପାୟକୁ ଆପଣ କେଉଁଠି ବି କରିପାରିବେ , ନିଜ ଅଫିସ୍ ରେ କାମକରୁଥିବା ବେଳେ ଆପଣାଇପାରିବେ , ଏହାପାଇଁ ଆପଣଙ୍କ ମୁଣ୍ତରୁ ସବୁ ଖରାପ ଚିନ୍ତାଧାରା ଦୁର କରିବାକୁ ହେବ,  ଓ ନିଜକୁ ଶାନ୍ତ ରଖିବାକୁ ଦିଅନ୍ତୁ , ଏହି ଘରୋଇ ଉପାୟର ଏକ ଭଲ କଥା ଏହା କି ଏହା ସଂପୁର୍ଣ୍ଣ ସୁରକ୍ଷିତ ଅଟେ, ମସ୍ତିଷ୍କ ଶୀରରେ ରକ୍ତ ସଂଞ୍ଚୟ ରହିଲେ ମୁଣ୍ତବିନ୍ଧା ହୋଇଥାଏ, ଅର୍ଥାତ୍ ବ୍ଲଡ୍ କୋଟିଙ୍ଗ୍ ଏକ କାରଣ ହୋଇପାରେ । ଯଦି ମୁଣ୍ତ ବିନ୍ଧା ହେଉଛି ତେବେ ପରୀକ୍ଷା କରିନେବା ଉଚିତ୍ , ବ୍ଲଡ୍ ପ୍ରେସର ଯୋଗୁଁ ଲଗାତାର ମୁଣ୍ତବିନ୍ଧା ହୋଇପାରେ, ଓ ବ୍ଲଡ୍ ପ୍ରେସର୍ କମ୍ ରହିଲେ ମୁଣ୍ତରେ ଅକ୍ସିଜେନ୍ ମିଳିପାରେନାହିଁ , ଯାହାର କାରଣରୁ ମୁଣ୍ତ ବିନ୍ଧା ହୋଇଥାଏ, ଏମିତିରେ ବ୍ଲଡ୍ ପ୍ରେସର୍ ଯାଞ୍ଚକରିବା ଜରୁରୀ ହୋଇଥାଏ, ଚିନ୍ତାରେ ଚେହେରା ଓ କପାଳ ମାଂସପେଶୀରେ ଚିନ୍ତା ବଢିଲେ ମୁଣ୍ତବିନ୍ଧା ହୋଇଥାଏ, ଜ୍ୱର କିମ୍ବା ମୁଣ୍ତବିନ୍ଧା ମସ୍ତିସ୍କର ଧମନିକୁ ବ୍ୟାପିଲେ ମୁଣ୍ତ ବିନ୍ଧା ହୋଇଥାଏ ।

୧) ଆକ୍ୟୁପ୍ରେସର୍ ଦ୍ୱାରା- ପୁରୁଣା ସମୟରୁ ଲୋକଙ୍କ ମୁଣ୍ତବିନ୍ଧାରୁ ମୁକ୍ତି ପାଇବାପାଇଁ ଆକ୍ୟୁପ୍ରେସର୍ ପ୍ରୟୋଗ କରି ଆସୁଛେ ମୁଣ୍ତବିନ୍ଧା ସ୍ଥିତିରେ ଆପଣ ନିଜ ଦୁହେଁ ହାତର ସାମ୍ନାରେ ନେଇ ଆସନ୍ତୁ, ଏହାପରେ ଗୋଟେ ହାତରେ ଅନ୍ୟ ହାତର ଆଙ୍ଗୁଠି ଓ ଇନଡେକ୍ସ ଫିଙ୍ଗର୍ ମଧ୍ୟରେ ଜାଗାରେ ହାଲକା ହାତରେ ମସାଜ୍ କରନ୍ତୁ ଏମିତି କରିଲେ ଆପଣଙ୍କ ମୁଣ୍ତବିନ୍ଧାରୁ ଆରାମ ମିଳିବ ।

୨) ପାଣିଦ୍ୱାରା- ପାଣି ଏକ ତରଳ ପଦାର୍ଥ ଅଟେ କିଛି କିଛି ବିଳମ୍ବରେ ପାଣୀ ଟିକିଏ ଟିକିଏ ମାତ୍ରାରେ ପାଣି ପିଇଲେ ମୁଣ୍ତ ବିନ୍ଧାରୁ ଆରାମ ମିଳିଥାଏ । ଥରେ ଆପଣଙ୍କୁ ଶରୀରରେ ହାଇଡ୍ରେଡ୍ ହୋଇଯିବ , ଓ ମୁଣ୍ତବିନ୍ଧା କମ୍ ହୋଇଯିବ ।

୩) ଲବଙ୍ଗ ଦ୍ୱାରା- ଲବଙ୍ଗ ଆପଣ ଘରୋଇ ଉପଚାର୍ କରିପାରିବେ , ସବୁଠାରୁ ପ୍ରଥମେ ତାୱାରେ ଲବଙ୍ଗର କିଛି ଖଣ୍ତକୁ ଗରମ କରିଦିଅନ୍ତୁ , ଏହି ଗରମ ହୋଇଥିବା ଲବଙ୍ଗକୁ ଏକ ରୁମାଲରେ ବାନ୍ଧିଦିଅନ୍ତୁ, କିଛି ସମୟପରେ ଏହି ପୁଟୁଳିକୁ ସୁଙ୍ଘୁଥାନ୍ତୁ, ଆପଣଙ୍କ ମୁଣ୍ତବିନ୍ଧାରୁ ଆରାମ ମିଳିବ ।

୪) ଗୋଲମରିଚ ଗୁଣ୍ତ, ଓ ପୁଦିନାର ଚାହା- ମୁଣ୍ତ ବିନ୍ଧା ହେଲେ ଗୋଲମରିଚ ଗୁଣ୍ତ ଓ ପୁଦିନାର ଚାହା ଫାଈଦା ଦାୟକ ହୋଇଥାଏ ।

୫) ସେଓରେ ଲୁଣ ପକାଇକରି ଖାଇଲେ- ଯଦି ଆପଣ ଚେଷ୍ଟା କରିବାପରେ ବି ଆପଣଙ୍କ ମୁଣ୍ତବିନ୍ଧା କମ୍ ହେଉନାହିଁ ତେବେ ଏକ ସେଓକୁ କାଟିଦିଅନ୍ତୁ , ଓ ସେଥିରେ ଲୁଣ ମିଶାଇକରି ଖାଆନ୍ତୁ, ଆପଣଙ୍କୁ ମୁକ୍ତି ମିଳିବ ।

୬) ତୁଳସୀର ପତ୍ରରୁ- ଆପଣ ବହୁତଥର ଦେଖିଥିବେ କି ଲୋକେ ମୁଣ୍ତବିନ୍ଧାରେ ଚାହା କଫି ପିଇଥାନ୍ତି, ଥରେ ତୁଳସୀ ପତ୍ରକୁ ପାଣିରେ ପକାଇକରି ତାହାର ସେବନ କରନ୍ତୁ , ଏହା କେଉଁ ଚାହାରୁ ଅଧିକା ଫାଈଦା ଅଧିକା ହେବ ।

୭) ନଡିଆର ତେଲକୁ ମସାଜ୍ କରନ୍ତୁ –ନଡିଆର ତେଲରୁ ୧୦-୧୫ ମିନିଟ୍ ମସାଜ୍ କରିଲେ ଆପଣଙ୍କ ମୁଣ୍ତ ବିନ୍ଧାରୁ ମୁକ୍ତି ମିଳିବ , ଯଦି ଆପଣ ଗରମ ସମୟରେ ମୁଣ୍ତ ବିନ୍ଧା ରେ ଅଛନ୍ତି , ତେବେ ଏହିପ୍ରକିୟା ଆପଣଙ୍କ ପାଇଁ କାରଗର ଅଟେ ।

Leave a Reply

Your email address will not be published. Required fields are marked *