October 13, 2024

Odia Express

Here, There and Everywhere

ଜାଣନ୍ତୁ ଏପରି ଦୁଇଟି ରହସ୍ୟମୟୀ ସମୁଦ୍ର ବିଷୟରେ ଯିଏ ଲାଗିରହିଥିଲେ ମଧ୍ୟ ପରସ୍ପର ସହିତ ଏକତ୍ର ହୁଅନ୍ତି ନାହିଁ

ଇଶ୍ଵର ନିର୍ମିତ ଏହି ଦୁନିଆରେ ଚମତ୍କାର ଏବଂ ରହସ୍ୟର ଅଭାବ ନାହିଁ। ଏହି ଦୁନିଆରେ ଅନେକ ଏପରି ଜିନିଷ ରହିଛି, ଯାହାକୁ ଦେଖିବା ପରେ ଅନେକ ବାର ନିଜ ଆଖି ଉପରେ ବିଶ୍ଵାସ ହୋଇନଥାଏ। ଏପରି ଲାଗେ ଯେ ଯେପରିକି ଜାଗ୍ରତ ଆଖି କୌଣସି ସ୍ଵପ୍ନ ଦେଖୁଛି। ରହସ୍ୟମୟୀ ଏହି ଦୁନିଆର ଅନେକ ଏପରି ରହସ୍ୟ ଅଛି, ଯାହା ବିଷୟରେ ଆଜି ପର୍ଯ୍ୟନ୍ତ କେହି ଜାଣି ପାରିନାହାନ୍ତି । କିଛି ଏପରି ରହସ୍ୟ ତେ, ଯାହାର ଉନ୍ମୋଚନ ଆଜି ପର୍ଯ୍ୟନ୍ତ କରାଯାଇପାରି ନାହିଁ ।

ଆଜିର ଏହି ଆଧୁନିକ ଯୁଗରେ ମଧ୍ୟ କିଛି ଜିନିଷ ଏପରି ଅଛି , ଯାହାର ରହସ୍ୟ ଉପରେ ପରଦା ଉଠେଇବାରେ ପ୍ରଯୁକ୍ତି ଏବଂ ବିଜ୍ଞାନ ମଧ୍ୟ ଅସଫଳ ହୋଇଛି। କିଛି ଜିନିଷ କାରଣ ବୁଝି ହୁଏ ନାହିଁ ଯେ ତାହା କିପରି ହୋଇଛି। ଏହି ଚମତ୍କାରକୁ ଦେଖି ଏପରି ଲାଗେ ଯେ ଇଶ୍ଵର ଏମାନଙ୍କ ରଚନା କୌଣସି ଖାସ ଉଦ୍ଦେଶ୍ୟରେ କରିଛନ୍ତି। ସାରା ଦୁନିଆରେ ଏପରି ଅନେକ ଜିନିଷ ରହିଛି। ଆଜି ଆମେ ଆପଣଙ୍କୁ ସେହି ଜିନିଷ ମାନଙ୍କ ବିଷୟ ମଧ୍ୟରୁ ଏକ ଏପରି ରହସ୍ୟମୟୀ ଜିନିଷ ବିଷୟରେ ଜଣେଇବାକୁ ଯାଉଛୁ ।

ଦୁଇ ସମୁଦ୍ରର ପାଣିର ରଙ୍ଗ ଅଟେ ଭିନ୍ନ ଭିନ୍ନ: ହଁ ଆଜ୍ଞା ଆଜି ଆମେ ଯେଉଁ ରହସ୍ୟମୟୀ ଜିନିଷ ବିଷୟରେ ଜଣେଇବାକୁ ଯାଉଛୁ, ତାହା କିଛି ଅନ୍ୟ ନୁହେଁ ବରଂ ସମୁଦ୍ର ଅଟେ। ଆମେ କୌଣସି ଯାହିତାହି ସମୁଦ୍ରର କଥା କହୁନାହୁଁ । ଆମେ ଏକ ଏପରି ଚମତ୍କାରୀ ସମୁଦ୍ରର କଥା କହୁଛୁ, ଯେଉଁଠାରେ ଦୁଇ ସମୁଦ୍ର ଏକତ୍ର ହେଉଛନ୍ତି। ଦୁଇଟିର ପାଣିର ରଙ୍ଗ ମଧ୍ୟ ଭିନ୍ନ ଭିନ୍ନ ଅଟେ। ଏବେ ଆପଣ କହିବେ ଯେ ଏଥିରେ ଚମତ୍କାର ବାଲା କଣ କଥା ଅଛି। ମହାଶୟଟିକେ ଧୈର୍ଯ୍ୟ ରଖନ୍ତି ସବୁ ଜଣା ପଡିଯିବ ।

ଦୁଇ ସମୁଦ୍ରର ପାଣି ପରସ୍ପର ସହିତ ମିଶନ୍ତି ନାହିଁ : ପ୍ରକୃତରେ ଯେଉଁ ସମୁଦ୍ରର କଥା ହେଉଛି ସେଠାରେ ଦୁଇ ସମୁଦ୍ରର ପରସ୍ପର ମିଳନ ସ୍ଥଳ ଅଟେ। ଦୁହିଁଙ୍କର ପାଣି ଲାଗିଥିବା ସତ୍ବେ ମଧ୍ୟ ପରସ୍ପର ସହିତ ମିଶନ୍ତି ନାହିଁ । ଅଟେ ନା ଏହା ଚମତ୍କାର। ଏହି ଅଦ୍ଭୁତ ଏବଂ ଚମତ୍କାରୀ ସମୁଦ୍ର ବିଷୟରେ ବହୁତ କମ ଲୋକମାନେ ଜାଣନ୍ତି।

ଶିବ ମହାପୁରାଣରେ ମଧ୍ୟ କରାଯାଇଛି ଏହି ଚମତ୍କାରୀ ସମୁଦ୍ରର କଥା : ସୂଚନା ନିମନ୍ତେ ଜଣେଇଦେବୁ ଯେ , ଆଟଲାଣ୍ଟିକ ଏବଂ ପାସିଫିକ ସାଗର ପରସ୍ପର ସହିତ ଲାଗିକି ଅଛନ୍ତି। ଆପଣାକୁ ଏହା ଜାଣିକି ବହୁତ ଆଶ୍ଚର୍ଯ୍ୟ ଲାଗିବ ଯେ ଶିବ ମହାପୁରାଣରେ ଏହି ଚମତ୍କାରୀ ସମୁଦ୍ରର କଥା କୁହାଯାଇଛି। ଏହି ସମୁଦ୍ରକୁ ଦେଖିବା ପରେ ବିଶ୍ଵାସ ହୋଇଯିବ ଯେ ଏହି ସମୁଦ୍ରର ରଚନା କୌଣସି ଖାସ ଉଦ୍ଦେଶ୍ୟ ରେ ହିଁ କରାଯାଇଛି। ଦୁଇ ସମୁଦ୍ରର ଏହି ଚମତ୍କାରୀ ମିଳନକୁ ଦେଖିବା ନିମନ୍ତେ ଦୂର ଦୂରରୁ ଲୋକମାନେ ଆସନ୍ତି ।

Leave a Reply

Your email address will not be published. Required fields are marked *