January 21, 2025

Odia Express

Here, There and Everywhere

ଯଦି ଆପଣ ବି ନିଜ ସ୍ୱାମୀଙ୍କୁ ଡାକନ୍ତି ନାଁ ଧରି ତେବେ ପଢିନିଅନ୍ତୁ ଏହି ଖବର ନଚେତ ହଇରାଣ ହେବେ ..

ଦ୍ରୁତ ଗତିରେ ବଢୁଥିବା ଏହି ଦୁନିଆଁରେ ବହୁତ ପରିବର୍ତ୍ତନ ଦେଖାଯାଉଛି, ଏଥିରେ ଗୋଟେ ପରିବର୍ତ୍ତନ ହେଉଛି କି ଲୋକେ ନିଜ ଜୀବନଶୈଳୀ ପରିବର୍ତ୍ତନ କରୁଛନ୍ତି , ଯେଉଁଥିରେ ସେ ଶିକ୍ଷିତ ଲାଗିବେ , ଯେଉଁଥିରେ ସେ ସମାଜରେ ନିଜ ଅଲଗା ଇମେଜ୍ ବନାଇପାରିବେ , ଏହା ବି ଦେଖାଯାଇଛି କି ବହୁତ ଲୋକ ଏହି ଚକ୍କରରେ ନିଜ ପୁରୁଣା ସଭ୍ୟତାଓ ସଂସ୍କୃତିକୁ ଭୁଲିଯାଉଛନ୍ତି , ଏଥିରୁ ଗୋଟେ ବି ଅଛି ଯାହା ହେଲା ସ୍ତ୍ରୀ ଲୋକେ ନିଜ ସ୍ୱାମୀଙ୍କ ନାଁ ଧରି ଡାକନ୍ତି , କିନ୍ତୁ କହିଦେବୁ କି ଯେଉଁ ମହିଳା ନିଜ ସ୍ୱାମୀଙ୍କ ନାଁ ନେଇକରି ଡାକନ୍ତି, ତାହା ଶୁଭ ହୋଇନଥାଏ , ଆମର ହିନ୍ଦୁ ଧର୍ମରେ ଏହି କଥା କୁହାଯାଇଛି କେଉଁ ବିବାହିତ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ନାଁ ଧରି ଡାକିବା ଅଶୁଭ ସମସ୍ୟା ସହ ଗତିକରିଥାଏ ।

ଏହି କାରଣରୁ ଅଧିକାଂଶ ବିବାହିତ ମହିଳା ନିଜ ସ୍ୱାମୀଙ୍କ ନାଁଧରି ଡାକନ୍ତି ନାହିଁ,  ଏମିତି ମାନାଯାଏ କି ହିନ୍ଦୁ ଧର୍ମରେ ସ୍ତ୍ରୀଙ୍କ ପାଇଁ ସ୍ୱାମୀ ପରମେଶ୍ୱର ସମାନ ହୋଇଥାନ୍ତି , ଏହି କାରଣରୁ ସ୍ତ୍ରୀଙ୍କୁ ନିଜ ସ୍ୱାମୀଙ୍କ ନାଁ ନେବା ଉଚିତ୍ ନୁହେଁ , ସ୍କନ୍ଦପୁରାଣ ଅନୁସାରେ ଯଦି କେଉଁ ମହିଳା ନିଜ ସ୍ୱାମୀର ନାଁଧରି ଡାକେ ତେବେ ଏଥିରେ ତାର ବୟସ କମ୍ ହୋଇଯାଏ , ସ୍ୱାମୀର ନାଁ ନେବାରେ ଶାସ୍ତ୍ରରେ ମାନାଯାଏ କି ସେ ସ୍ତ୍ରୀର ବିବାହିତ ଜୀବନ କମ୍ ହୋଇଯାଏ , ଏହା ସହ ସ୍ୱାମୀଙ୍କ ନାଁ ନେଲେ ମହିଳାଙ୍କୁ ନାନାଦି ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

ହିନ୍ଦୁ ଧର୍ମ ଶାସ୍ତ୍ରରେ କୁହାଯାଇଛି କି ପତିବ୍ରତା ସ୍ତ୍ରୀକୁ କେବେ ନିଜ ସ୍ୱାମୀଙ୍କ ନାଁ କହିବା ଉଚିତ୍ ନୁହେଁ , ଏହା ବି ଲେଖା ହୋଇଛି କି ଯେବେ ତାର ସ୍ୱାମୀ ଖାଉଥିବେ ତେବେ ସେ ତାପରେ ଭୋଜନ କରିବା ଉଚିତ୍ , କେବଳ ଏତିକି ନୁହେଁ ବରଂ ଏହା ବି କୁହାଯାଇଛି କି ସ୍ୱାମୀ ଊଠିବା ପୁର୍ବରୁ ସ୍ତ୍ରୀ ଜଲଦି ଉଠିଯିବା ଉଚିତ୍ , ଏହାପରେ ଯଦି ସ୍ୱାମୀ କେଉଁ କାରଣରୁ ଘର ବାହାରକୁ ଯାଇଥାଏ,  ତେବେ ସ୍ତ୍ରୀଙ୍କୁ ସାଜସଜ୍ଜା କରିବା ଉଚିତ୍ ନୁହେଁ , ଏହି ସବୁ କଥା ଏମିତି ଅଟେ କି ଯାହା କେବଳ ଶାସ୍ତ୍ରରେ ଉଲ୍ଲେଖୀନୀୟ ଅଛି , ଏହା ବହୁତ ବର୍ଷରୁ ଚାଲି ଆସୁହି, ଏହାର ପଛରେ ନା କେବଳ ଧାର୍ମିକ କାରଣ ଅଛି ଏଥିରେ କିଛି ବୈଜ୍ଞାନିକ୍ କାରଣ ବି ଅଛି ।

ଆପଣଙ୍କୁ ଜଣେଇଦେବୁ କି ଶାସ୍ତ୍ରର ମୁତାବିକ ଏହା ମାନାଯାଏ କି ଯେଉଁ ସ୍ତ୍ରୀ ପ୍ରତିଦିନ ସକାଳୁ ନିଜ ସ୍ୱାମୀ ହାତରୁ ମଥାରେ ସିନ୍ଦୁର ଭରିଥାଏ,  ତେବେ ଏମିତି କରିଲେ ସ୍ୱାମୀର ବୟସ ଅଧିକା ହୋଇଯାଏ , ଏହା ସହ ଶାସ୍ତ୍ରରେ ଏହା ବି କୁହାଯାଇଛି କି ପତିବ୍ରତା ସ୍ତ୍ରୀ କେବେ ଘରର ଦୁଆରବନ୍ଧରେ ଠିଆ ହେବା ଉଚିତ୍ ନୁହେଁ , ପତିବ୍ରତା ସ୍ତ୍ରୀକୁ ଘରର ଦୁଆରବନ୍ଧରେ ଠିଆ ହେବାକୁ ବାରାଣ କରାଯାଇଛି , ଯେବେ କି ଏହା କେବେ କରିବା ଉଚିତ୍ ନୁହେଁ

Leave a Reply

Your email address will not be published. Required fields are marked *