February 14, 2025

Odia Express

Here, There and Everywhere

ଜାଣନ୍ତୁ ବୃନ୍ଦାରୁ ତୁଳସୀ ହେବାର କାହାଣୀ , ପୁରା କାହାଣୀ ପଢିଲେ ଜାଣିପାରିବେ…

ଯଦି ପୌରାଣିକ ମାନ୍ୟତାର କଥା ମାନିଲେ ତେବେ ରାକ୍ଷସ କୁଳରେ ଏକ କନ୍ୟାର ଜନ୍ମ ହୋଇଥିଲା, ଯାହାଙ୍କ ନା ବୃନ୍ଦା ଥିଲା ଏହି କନ୍ୟା ଛୁଆବେଳରୁ ଭଗବାନ ବିଷ୍ଣୁଙ୍କ ଭକ୍ତିରେ ମଗ୍ନ ଥିଲେ , ସେମିତି ଯେବେ ବୃନ୍ଦା ବିବାହର ଯୋଗ୍ୟ ହେଲେ ତେବେ ତାଙ୍କ ମା ବାପା ତାଙ୍କ ବିବାହ  ସମୁଦ୍ର ମନ୍ଥନରେ ଜନ୍ମ ହୋଇଥିବା ଜଳନ୍ଧର ନାମକ ଏକ ରାକ୍ଷସ ସହ କରିଦିଆଗଲା,  କହିଦେବୁ କି ବୃନ୍ଦା ଭଗବାନ ବିଷ୍ଣୁଙ୍କ ଭକ୍ତ ହେବାରେ ଏକ ପତିବ୍ରତା ସ୍ତ୍ରୀ ଥିଲେ,  ଯାହା କାରାଣରୁ ବୃନ୍ଦାଙ୍କ ସ୍ୱାମୀ ଧୀରେ ଧୀରେ ଅଧିକା ଶକ୍ତିଶାଳୀ ହୋଇଗଲେ,  ଏହି କାରଣରୁ ତେବେ ସବୁ ଦେବୀ ଦେବତା ତାଙ୍କୁ ଭୟ କରିବାକୁ ଲାଗିଲେ,  ଜଳନ୍ଧର ଯେବେ କେଉଁ ଯୁଦ୍ଧ  କରିବାପାଈଁ ଯାଊଥିଲେ , ତେବେ ବୃନ୍ଦା ବି ପୁଜା ଅନୁଷ୍ଠନ ପାଇଁ ବସିଯାଉଥିଲେ,  ବୃନ୍ଦା ବିଷ୍ଣୂଙ୍କ ଭକ୍ତି ଓ ସାଧନା କାରଣରୁ କେହି ବି ଜଳନ୍ଧରକୁ ଯୁଦ୍ଧରେ ହରାଇପାରୁନଥିଲା,  ଦିନେ ଜଳନ୍ଧର ଦେବତାଙ୍କ ଉପରେ ଆକ୍ରମଣ କରିଦେଲା,  ଯାହାକୁ ନେଇ ସବୁ ଦେବତା ଭଗବାନ ବିଷ୍ଣୂଙ୍କ ଶରଣରେ ଯାଇଥିଲେ,  ଓ ଜଳନ୍ଧରକୁ ଶେଷ କରିବାପାଇଁ ଆଗ୍ରହ କଲେ , କହିଦେବୁ କି ଏହାପରେ ଭଗବାନ ବିଷ୍ଣୂ ନିଜ ମାୟାରୁ ନିଜେ ଜଳନ୍ଧର ରୁପ ଧାରଣ କରିନେଲେ ।

ହଁ ଆଜ୍ଞା, ଏହାପରେ ଭଗବାନ ବିଷ୍ଣୂ ଛଳ କରି ବୃନ୍ଦାଙ୍କୁ ଧର୍ମ ନଷ୍ଟ କରିଦେଲେ,  ଯାହାର କାରାଣରୁ ଜଳନ୍ଧର ଶକ୍ତି କମ୍ ହେବାକୁ ଲାଗିଲା , ଓ ସେ ଯୁଦ୍ଧରେ ମରିଗଲା,  ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଯେବେ ଭଗବାନ ବିଷ୍ଣୁଙ୍କ ଛଳର ବିଷୟରେ ଜଣାପଡିଲା ତେବେ ବୃନ୍ଦା ବିଷ୍ଣୁଙ୍କୁ ଶିଳା ବା ପଥର ରୁପରେ ହୋଇଯିବାର ଅଭିଷାପ ଦେଇଦେଲା,  ଏମିତିରେ ଯେବେ ମା ଲକ୍ଷ୍ମୀ ତାଙ୍କୁ ବିନତି କଲେ ତେବେ ସେ ନିଜ ଅଭିଷାପ ଫେରାଇନେଲେ , ଏହାପରେ ନିଜେ ବୃନ୍ଦା ଜଳନ୍ଧରଙ୍କ ସହ ସତୀ ହୋଇଗଲେ  ଏମିତି କୁହାଯାଏ କି ଯେବେ ବୃନ୍ଦା ସତି ହୋଇଥିଲେ,  ତେବେ ତାଙ୍କ ଶରୀରର ପାଉଁଶରୁ ଏକ ଗଛ ବାହାରିଲା, କହିଦେବୁ କି ଏହି ଗଛକୁ ଭଗବାନ ବିଷ୍ଣୁ ତୁଳସୀ ନା ଦେଲେ ।

ଓ ଏହା ସହ ବିଷ୍ଣୂ ନିଜେ ଏକ ପଥରରେ ସମାହିତ କରି କହିଲେ କି  ଆଜି ସେ ତୁଳସୀର୍ ବିନା କିଛି ବି ପ୍ରସାଦ ଗ୍ରହଣ କରିବେନାହିଂ , ଏହି କାରଣରୁ ଯେବ୍ ବିଷ୍ଣୁଙ୍କୁ ଭୋଗ୍ ଲଗାଯାଏ , ତେବେ ସେଥିରେ ତୁଳସୀର ପତ୍ର ଭୋଗ ଲଗାଯାଏ , ଏହା ସହ ବିଷ୍ଣୁ କହିଲେ କି ଏହି ପଥରକୁ ଶାଳିଗ୍ରାମ୍ ନାମରେ ତୁଳସୀଙ୍କ ସହ ପୁଜା କରାଯିବ,  ଏହି କାରଣରୁ କାର୍ତ୍ତିକ ମାସରେ ଶାଳିଗ୍ରାମର ବିବାହ ତୁଳସୀ ସହ କରାଯାଏ । ଏହି କାହାଣି ପଢିବାପରେ ଆପଣ ନିଜେ ଜାଣିପାରିଥିବେ କି ଏକ ଝିଅ ବୃନ୍ଦାରୁ ବାସ୍ତବରେ ତୁଳସୀର ଗଛ କିପରି ହେଲେ

Leave a Reply

Your email address will not be published. Required fields are marked *