November 11, 2024

Odia Express

Here, There and Everywhere

ତୁମ୍ ତୋ ଠେହେରେ ପରଦେଶୀ” ଗୀତ ଗାଇ ରାତାରାତି ଷ୍ଟାର୍ ହୋଇଥିବା ଲୋକପ୍ରିୟ ଗାୟକ ଆଜି ବିତାଉଛନ୍ତି ଏପରି ଜୀବନ..

ବଲିଉଡ୍ ଫିଲ୍ମରେ ଏମିତି ବହୁତ ଗୀତ ଅଛି ଯାହାକୁ ଆପଣ ଯେତେ ଥର ବି ଶୁଣିନେଲେ ତାହା ଶୁଣିବାକୁ ଭଲ ଲାଗେ , କିନ୍ତୁ ସେଥିରୁ ମନ ଭରେ ନାହିଁ , ଆପଣ ସବୁବେଳେ ସେହି ଗୀତକୁ ଗାଈଥାନ୍ତି ଯାହା ଆପଣ ବାରମ୍ବାର ଶୁଣିଥାନ୍ତି , ବଲିଉଡ୍ ଫିଲ୍ମର ଗୀତ ଏମିତିରେ ବହୁତ କମ୍ ଗୀତ ହୋଇଥାଏ, ଯାହା ସୁପରହିଟ୍ ହୋଇଥାଏ , ତାଙ୍କୁ ଆଜି ବି ଶୁଣାଯାଏ , ଓ ତାହାକୁ ସେତେ ପସନ୍ଦ କରାଯାଏ , ଯେତେ ଆଜିର୍ ଗୀତରେ କରାଯାଏ , ଏହି ସବୁ ଗୀତରେ ଏକ ଗୀତ ଥିଲା ତୁମ ତୋ ଠେହେରେ ପରଦେଶୀ, ଯାହା ଆଜି ବି ସମସ୍ତଙ୍କ ମନରେ ବସିଛି, ଆପଣଙ୍କୁ କହିଦେବୁ କି ଯେବେ ଏହି ଗୀତ ରିଲିଜ୍ ହେଲା ତେବେ ସେହି ସମୟରେ ଏହି ଗୀତ ବହୁତ ରେକର୍ଡ ଭାଙ୍ଗିଦେଲା,  ଓ ଏହି ଗୀତ ସେହି ବର୍ଷ ସବୁଠାରୁ ହିଟ୍ ଗୀତ ହୋଇଯାଇଥିଲା । ସେମିତି ଆଯିକାଲି ବହୁତ ହିଟ୍ ଗୀତ ଆସୁଛି, କିନ୍ତୁ କିଛି ଲୋକଙ୍କୁ ପସନ୍ଦ ଆଜି ବି ଗଜଲ ଅଛି, ଗଜଲ ଶୁଣିବାର ମଜା ଅଲଗା ହୋଇଥାଏ,  କାରଣ ଏଥିରେ ସାୟରାନା ଅନ୍ଦାଜରେ ଏହାକୁ ଆପଣାଇଥାନ୍ତି , ଏମିତିରେ ଆଜି ଆମେ ଆପଣଙ୍କୁ ସେହି ସମୟରେ ଏକ ହିଟ୍ ଗଜଲ ଗାୟକ ଥିଲେ ଯିଏ ନିଜ ସାୟରାନା ଅନ୍ଦାଜରେ ଗୀତ ଗାଇ ବହୁତ ଚର୍ଚ୍ଚିତ ହୋଇଥିଲେ, ସେ ହେଲେ ବଲିଉଡ୍ ଗାୟକ ଆଲତାଫ୍ ରାଜା ।

ଆଲତାଫ୍ ରାଜା ୯୦ ଦଶକର ଫେମସ୍ ଗାୟକରୁ ଥିଲେ,  ତାଙ୍କ ଗୀତର ଅନ୍ଦାଜ ବିଲକୁଲ୍ ଅଲଗା ଥିଲା,  ଯାହା ଆଜି ବି ଦେଖିବାକୁ ମିଳେ ନାହିଁ , ଗୋଟେ ସମୟ ଥିଲା ଯେବେ ଅଲତାଫ ରାଜା ବଲିଉଡ୍ ରେ ହିଟ୍ ସିଙ୍ଗରରୁ ଜଣାଯାଉଥିଲେ,  ସେ ବହୁତ୍ ହିଟ୍ ଗୀତ ବି ଦେଇଛନ୍ତି , ଏଥିରେ ତୁମ୍ ତୋ ଠେହେରେ ପରଦେଶୀ ଓ ଇସ୍କ ଔର୍ ପ୍ୟାର୍ କା ମଜା ଲିଜିଏ ଗୀତ ସେହି ସମୟରେ ତେହେଲକା ମଚାଇଦେଇଥିଲା<  ଆପଣଙ୍କୁ କହିଦେବୁ କି ଅଲତାଫ୍ ରାଜା ନିଜ ସିଙ୍ଗିଙ୍ଗ୍ କ୍ୟାରିୟର ୧୯୯୭ ରେ ତୁମ୍ ତୋ ଠେହେରେ ପରଦେଶୀ ଗିତରୁ କରିଥିଲେ,  ଏହି ଗୀତ୍ ଆସୁ ଆସୁ ସେ ରାତାରାତି ଷ୍ଟାର୍ ହୋଇଇଗଲେ , ଆପଣଙ୍କୁ କହିଦେବୁ କି ଏହି ଗୀତ ୧୫ ମିନିଟର ଅଟେ , କିନ୍ତୁ ଆଜି ବି ଲୋକ ଏହି ଗୀତକୁ ବାରମ୍ବାର ଶୁଣିବାକୁ ମନ ରଖୁଛନ୍ତି ।

ସେମିତି ଅଲତାଫ୍ ରାଜାଙ୍କ ଅଧିକାଂଶ ଗୀତ ଆଶିକି ଅନ୍ଦାଜରେ ହୋଇଥାଏ, ଏମିତିରେ ସେହି ଗୀତକୁ ସବୁ ଆଶିକ୍ ମନରେ ଗୁଣ୍ ଗୁଣ୍ କରିଥାଏ, ତାଙ୍କ ଗୀତରେ ମନ ଦେଉଥିବା ଓ ମନ ଭାଙ୍ଗିଯାଉଥିବା ଦୁହେଁଙ୍କ ପାଇଁ ହୋଇଥାଏ , ଯାହାକୁ ନେଇ ଯୁବାଙ୍କ ମଧ୍ୟରେ ବହୁତ ପସନ୍ଦ କରାଯାଏ , ସେମିତି ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ସେହି ଅଲତାଫ୍ ରାଜା ଯିଏ ଗୋଟେ ସମୟରେ ବଲିଉଡ୍ ରେ ଜଣେ ଭଲ ଲୋକପ୍ରିୟ ସିଙ୍ଗର୍ ଥିଲେ,  ଆଜି ସେ ବେରୋଜଗାର ହୋଈଯାଇଛନ୍ତି ,ଏବେ ସେ ଛୋଟ ମୋଟ ଦରକାର ପଡିଲେ ସେ ଛୋଟ ମୋଟ କରସର୍ଟ୍ କରିଦେଉଛନ୍ତି , ଓ ତାଙ୍କ ଜିବିକା ସେଥିରୁ ଚଳୁଛି

Leave a Reply

Your email address will not be published. Required fields are marked *