March 17, 2025

Odia Express

Here, There and Everywhere

ଆଜିର ଜ୍ଞାନ, କଣ ଆପଣ ଜାଣିଛନ୍ତି ୨୦ ଟଙ୍କା ନୋଟ୍ ରେ ଛପା ହୋଇଥିବା ଏହି ନୋଟ୍ ଛପା ଏହି ଫଟୋ କେଉଁ କେଉଁ ଜାଗାର ଅଟେ

ସବୁଦିନର ଜୀବନରେ କିଛି ଏମିତି ବସ୍ତୁ ହୋଇଥାଏ , ଯାହାର ବ୍ୟବହାର ଆପଣ ବହୁତଥର କରନ୍ତି , କିନ୍ତୁ ତାହା ଉପରେ ଅଧିକା ଧ୍ୟାନ ଯାଏ ନାହିଁ , ଏବେ ଯେପରି ଏହି କଥାକୁ ନେଇଯାଆନ୍ତୁ , ଏହି ଖରାର ଦିନରେ ଆପଣ ନିଜ ଶୋଷ ମେଣ୍ଟାଇବାପାଇଁ କିଛି ଶୀତଳ ପାନୀୟ ପଦାର୍ଥ କିଣିବାକୁ ଭାବନ୍ତି,  ଓ ନିଜ ଜିନ୍ସ ପକେଟରୁ ୨୦ ଟଙ୍କାର୍ ନୋଟ୍ ବାହାର କରନ୍ତି ଯାହା ଦ୍ୱାରା କିଛି କିଣିକରି ନିଜ ଶୋଷ ମେଣ୍ଟାପାରିବେ , କିନ୍ତୁ ଗୋଟେ ଥର ୨୦ ଟଙ୍କିଆ ନୋଟ୍ କୁ ଧ୍ୟାନରେ ଦେଖନ୍ତୁ , କିଛି ଦେଖିଲେ , ଯଦି ଆପଣ କେବେ ସାବଧନତାର ସହ ନୋଟକୁ ଦେଖିଲେ,  ତେବେ ଆପଣଙ୍କୁ ଏହି ନୋଟ୍ ର ଠିକ୍ ମଝିରେ ଏକ ଆଇସଲାଣ୍ତ ଫଟୋ ଦେଖାଯିବ,  ତେବେ ଏବେ ଆପଣଙ୍କୁ କହିବୁ କି କେଉଁ ସେହି ଜାଗା କହିପାରିବେ ନାହିଁ ନା

ଏବେ ଆଶ୍ଚର୍ଯ୍ୟର କଥା ଏହା କି ୨୦ ଟଙ୍କାର ନୋଟରେ ସେଣ୍ଟରରେ ଛପା ହୋଇଥିବା କେଉଁ ଜାଗାର ଅଟେ । ଆପଣଙ୍କୁ କହିଦେବୁ କି ତାହା ଆଣ୍ତାମାନ୍ ର ୩୦୦ ଦୀପ ସମୁହରୁ ଗୋଟେ ଦ୍ୱିପ ବହୁତ ଆକର୍ଷକ ଫଟୋ ଅଟେ, ଏହା ଆଣ୍ତାମାନ୍ ଓ ନିକୋବାରର ଦ୍ୱିପ ବଙ୍ଗାଳ ଖାଡି ଓ ଆଣ୍ତାମାନ ସାଗରର ସନ୍ଧି ସ୍ଥଳରେ ମହଜୁଦ୍ ଅଛି ।

ମୋତେ ଜଣା ଅଛି କି ମୋର ଏତେ ସହଜରେ ବିଶ୍ୱାସ କରିବେ ନାହିଁ , ତେବେ ଆଉ ବିଳମ୍ବ କାହିଁକି, ଆପଣ ନିଜ ଦେଖିନିଅନ୍ତୁ ପ୍ରମାଣ । ଏବେ ଏତେ କହିବାପରେ ଆପଣଙ୍କ ଠାରୁ ଆଶା କରୁଛୁ କି ଆପଣମାନେ ବିଶ୍ୱାସ୍ କରିବେ ।

Leave a Reply

Your email address will not be published. Required fields are marked *