June 11, 2025

Odia Express

Here, There and Everywhere

ସବୁଦିନ ବ୍ରଶରେ ସାମିଲ୍ କରନ୍ତୁ ଏହି ଜିନିଷ, ପାଆନ୍ତୁ ମୋତି ପରି ଚମକୁଥିବା ଧଳା ଦାନ୍ତ..

1 min read

ଆପଣଙ୍କୁ ବହୁତଥର ଏମିତି ଲାଗୁଥିବ କି ଆପଣଙ୍କ ବଡିର ଫିଟନେସ୍ ଓ ଚେହେରାର ସୁନ୍ଦରତା ଚକ୍କରରେ ନିଜ ଶରୀରର୍ ଏକ ଭଲ ଭାଗ ଅଟେ, ଯାହାକୁ ଆପଣ ଅଣଦେଖା କରିଦିଅନ୍ତି , ଯାହା ଆପଣଙ୍କ ସୁନ୍ଦରତାକୁ ଦୁଇଗୁଣା ବଢାଇଥାଏ , ଆମେ କଥା ହେଉଛୁ ଦାନ୍ତର, ଯାହା ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ, ସେମିତି ଫିଟନେସ୍ ବି ଆପଣଙ୍କ ଜବାବ୍ ନଥାଏ, କିନ୍ତୁ ଯଦି ଆପଣ ନିଜ ଦାନ୍ତକୁ ହଳଦିଆ ହେବାର ଦେଖନ୍ତି ତେବେ ସବୁ ସୁନ୍ଦରତା ବେକାର୍ ହେଲା ଭଳିଲାଗିଥାଏ, ହଁ ଆଜ୍ଞା କାରଣ  ଆମେ ନିଜ ଦାନ୍ତକୁ ଅଣଦେଖା କରିଦେଇଥାଉ, ଓ ଏହି ସମୟରେ ଦାନ୍ତ ହଳଦିଆ ହୋଇଯାଏ । ଆପଣଙ୍କ ଦାନ୍ତରୁ ଦୁର୍ଗନ୍ଧ ଆସିବାକୁ ଲାଗେ, ଏହି କଥା ସତ କି ଯଦି ଆମର ଦାନ୍ତ ହଳଦିଆ ହୋଇଥାଏ , ତେବେ ଆମେ କାହା ଆଗରେ ଖୁଲିକଇ ହସିବାକୁ ଲାଜ କରିଥାଉ, ଏହି କଥା ସତ କି ଆମର ଦାନ୍ତ ଖାଦ୍ୟ ଖାଇବାରେ ସାହାଯ୍ୟ କରେ ନାହିଁ , ବରଂ ଏହା ଆମର ପର୍ସନାଲିଟି ରେ ନୁଆ ପରିଚୟ ଦେଇଥାଏ, କିନ୍ତୁ ବହୁତ ସାରା ଲୋକଙ୍କ ଦାନ୍ତ ହଳଦିଆ ହୋଇଥାଏ,  ଯାହାର ବହୁତ ସାରା କାରଣ ହୋଇପାରେ,  ସୁନ୍ଦର ଚେହେରା , ରେଶମି ବାଳ, ଓ ସୁନ୍ଦର ଆଖି ସହ ଆପଣଙ୍କ ହସ ସେତିକି ସୁନ୍ଦର ହୋଇଥାଉ, ତେବେ କାହାର୍ ନଜର୍ ଆପଣଙ୍କ ଉପରେ ରହିଥିବ ।

ସେମିତି ଆପଣଙ୍କୁ କହିଦେବୁ କି ଦାନ୍ତରେ ହେଉଥିବା ହଳଦିଆ ଆବରଣ ବହୁତ କାରଣ୍ ହୋଇଥାଏ,  ପାଣିରେ ମହଜୁଦ୍ କେମିକାଲ୍ , ତମାଖୁ ଓ କଲର୍ଡ ଫୁଡ୍ସ୍ ଅଧିକା ବ୍ୟବହାରରୁ ଦାନ୍ତରେ ହଳଦିଆ ଆବରଣ ଆସିଯାଏ , ଏହାକୁ ଚମକାଇବାପାଇଁ ବଜାରରେ ଆପଣଙ୍କୁ ବହୁତ ସାରା ପ୍ରଡକ୍ଟ ମିଳିଯିବ,  କିନ୍ତୁ ସେଥିରେ ମଜଜୁଦ୍ କେମିକାଲ୍ ମାଢିକୁ କ୍ଷତି ପହଞ୍ଚାଇଥାଏ, ଏହାର୍ ମଜବୁତି ଓ ଧଳା ଦେଖାଯିବାପାଇଁ ଲୋକେ ନାନାପ୍ରକାର ଟୁଥପେଷ୍ଟ ଓ ମଞ୍ଜନ ବ୍ୟବହାର କରିଥାନ୍ତି , ଯାହା ମାଢିକୁ କ୍ଷତି କରିଥାଏ ।

ଆଜି ଆମେ ଆପଣଙ୍କୁ ଏହି ଲେଖରେ କିଛି ଉପାୟ କହିବାକୁ ଯାଉଛୁ ଯାହାକୁ ଆପଣାଇ ଆପଣ ଦାନ୍ତର ହଳାଦିଆ ଦାନ୍ତକୁ ମୋତି ପରି ଧଳା କରିପାରିବେ , ହଁ ଆଜ୍ଞା ଏହି ଉପାୟ ଏକଦମ୍ ଘରୋଇ ଉପାୟ ଅଟେ, ଏଥିରେ କୌଣସି ପ୍ରକାରର କେମିକାଲ୍ ମିଶ୍ରଣ ହୋଇନଥାଏ, ତେବେ ଆସନ୍ତୁ ଜାଣିବା ସେହି ଉପାୟ ।

ପ୍ରଥମ ଉପାୟ- ଆପଣ ଷ୍ଟେବରି ତ ଜାଣିଥିବେ କି ଫଳ ସେମିତି ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦା ଯୋଗାଇଥାଏ, କିନ୍ତୁ ଆପଣଙ୍କୁ ଜଣାନଥିବ କି ଏହା ହଳଦିଆ ଦାନ୍ତକୁ ସଫାକରିବାରେ ସାହାଯ୍ୟ କରିପାରେ, ଏଥିପାଇଁ ଆପଣଙ୍କୁ ଷ୍ଟେବରିକୁ ନେଇକରି ତାହାର୍ ପେଷ୍ଟ ବନାଇବାକୁ ଅଛି , ଓ ତାପରେ ସେହି ପେଷ୍ଟକୁ ସବୁଦିନ ଦାନ୍ତରେ ଲଗାଇକରି ସଫା କରିବାକୁ ହେବ , ଏହା ସବୁଦିନ ନିୟମିତ ରୁପରେ କରିଲେ କିଛି ହିଁ ଦିନରେ ଆପଣ ଅନୁଭବ କରିପାରିବେ , ଆପଣଙ୍କ ଦାନ୍ତ ଧଳା ହୋଇଯିବ ।

ଦ୍ୱିତୀୟ ଉପାୟ- ଏହାପାଇଁ ଆପଣଙ୍କୁ ନିମ୍ବର ଆବଶ୍ୟକତା ପଡିବ,  ଏହା ସମସ୍ତଙ୍କୁ ଜଣାଥିବ କି ନିମ୍ବରେ ବହୁତ ଔଷଧୀୟ ଗୁଣ ମହଜୁଦ୍ ହୋଇଥାଏ, ଯାହା ରୋଗ ସହ ଲଢିବାରେ ସାହାଯ୍ୟ କରିଥାଏ, କିନ୍ତୁ ଆପଣଙ୍କୁ କହିଦେବୁ କି ଯଦି ଆପଣନିମ୍ବର ଦାନ୍ତକାଠି ନିଜଦାନ୍ତରେ ସଫା କରନ୍ତି ,ତେବେ ଆପଣଙ୍କ ଦାନ୍ତ କିଛି ଦିନରେ ଧଳା ହୋଇଯିବ ।

ତୃତିୟ ଉପାୟ- ସବୁଠାରୁ ଶେଷ ଉପାୟ ହେଲା ଆପଣଙ୍କ ରୋଷେଇ ଘରୁ ଲୁଣ ନେବାର ଅଛିଓ ୧ ଚାମଚ ସୋଢା ମିଶାଇକରି ସବୁଦିନ ନିଜ ଦାନ୍ତରେ ରଗଡିବାକୁ ହେବ , ଏଥିରେ ଆପଣଙ୍କ ଦାନ୍ତ କିଛି ଦିନରେ ଧଳା ହୋଇଯିବ

Leave a Reply

Your email address will not be published. Required fields are marked *