October 9, 2024

Odia Express

Here, There and Everywhere

ପ୍ରତିଦିନ ସକାଳୁ ଗୋଟେ ଅଣ୍ତା ଖାଇଲେ ହୋଇଥାଏ ଏତେ ସାରା ଫାଇଦା, ଜାଣିଲେ ଆପଣ ବି ଚକିତ ହୋଇଯିବେ

1 min read

ସାଧାରଣତଃ କିଏ ନିଜ ସ୍ୱାସ୍ଥ୍ୟ ବନାଇବାପାଇଁ ଅଲଗା ଅଲଗା ତରିକା ବନାଇଥାଏ । କିଏ ଜିମ୍ ଯାଇଥାଏ । କିଏ ଯୋଗା କରିଥାଏ କିଛି ଲୋକ ଅଲଗା ଅଲଗା ପ୍ରୋଟିନ୍ ଓ ଭିଟାମିନ୍ ନେଇଥାନ୍ତି , ତ କିଛି ଲୋକ ଅଲଗା ଅଲଗା ପ୍ରକାର୍ର ଏକ୍ସରସାଇଜ୍ କରିଥାନ୍ତି , ସୁସ୍ଥ୍ୟ ରହିବାପାଇଁ ଭଲ ଶରୀର ପାଇବାକୁ ହେଲେ ନିଜ ଡାଇଟ୍ ଭଲ ହେବା ଦରଆର, ଆପଣଙ୍କ ଡାଇଟ୍ ରେ କିଛି ପୋଷ୍ଟିକ ତତ୍ତ୍ୱ ବି ସାମିଲ୍ କରିବାକୁ ହେବ , ଆଜି ଆମେ କଥା ହେଉଛୁ ଏମିତି ଏକ ଖାଦ୍ୟ ପଦାର୍ଥ ବିଷୟରେ ଯାହା ଗୋଟେ ନୁହେଁ ବହୁତ ପ୍ରକାରର ଫାଇଦା ମହଜୁଦ୍ ଅଛି, ଯଦି ଆପଣ ଏହାକୁ ନିୟମିତ ସକାଳୁ ସକାଳୁ ଖାଆନ୍ତି ତେବେ ନିଶ୍ଚିତ ରୁପରେ ଆପଣଙ୍କୁ ଏତେ ସାରା ଫାଇଦା ମିଳିବ ଯାହାକୁ ଜାଣିଲେ ଆପଣ ନିଜେ ଚକିତ ହୋଇଯିବେ , ଅସଲରେ ଆମେ କଥା ହେଉଛୁ ଅଣ୍ତାର ଯାହାକୁ ଡାଇଟ୍ ରେ ସାମିଲ୍ କରିଲେ ବହୁତ ସାରା ଫାଇଦା ମିଳିଥାଏ । ସେମିତି ତ ସମସ୍ତେ ଅଣ୍ତା ଖାଆନ୍ତି କିନ୍ତୁ ବହୁତ ସାରା ଲୋକ ଜାଣିନାହାନ୍ତି କି ଅଣ୍ତା ଖାଇଲେ ନାନାପ୍ରକାରର ହେଲଥ୍ ପ୍ରୋବ୍ଲେମ୍ ବି ଦୁର ହୋଇଯିବ, ଯଦି ଆପଣ ସବୁଦିନ ଅଣ୍ତା ଗୋଟିଏ ଖାଇବେ ତେବେ କେତେ ସାରା ଫାଇଦା ହୋଇଥାଏ , ତାହା ଆଜି କହିବୁ ।

ଅଣ୍ତା ଖାଇବାର ଫାଇଦା-

୧) ଆପଣଙ୍କୁ କହିଦେବୁ କି ଯେଉଁ ବ୍ୟକ୍ତି ସବୁଦିନ ଅଣ୍ତା ଖାଇଥାଏ , ସେହି ଲୋକଙ୍କର ଦିମାଗ ବହୁତ ତେଜ୍ ହୋଇଥାଏ,  ଅସଲରେ ଅଣ୍ତାରେ ମହଜୁଦ୍ ଓମେଗା ୩, ଭିଟାମିନ୍ସ, ଓ ଫ୍ୟାଟି ଏସିଡ୍ ଆମର ଦିମାଗ ପାଇଁ ବହୁତ ଫାଈଦାଦାୟକ ଅଟେ, କୁହାଯାଏ କି ଏଥିରେ କୋଲିନ୍ ମିଳିଥାଏ, ଯାହାର ସାହାଯ୍ୟରେ ସ୍ମରଣ ଶକ୍ତି ବଢିଥାଏ,  ଓ ତାହା ସହ ଦିମାଗର କାର୍ଯ୍ୟକ୍ଷମତା ବଢିଯାଏ ,

୨) କେବେ ଯଦି ଆପଣଙ୍କ ଦିନ ଭଲରେ କଟେ ନାହିଁ ତେବେ ଆପଣଙ୍କ ମୁଡ୍ କେଉଁ କାରଣରୁ ଖରାପ ହୋଇଥିବ ଏମିତିରେ ଅଣ୍ତା ବହୁତ ସାହାଯ୍ୟକାରୀ ହୋଇଥାଏ, ଅସଲରେ କୁହାଯାଏ କି ଏଥିରେ ମହଜୁଦ୍ ଭିଟାମିନ୍ ବି୧୨ ଚିନ୍ତା ଦୁର କରିବାରେ ସାହାଯ୍ୟ କରିଥାଏ , ଓ ଏହା ସହ ଆପଣଙ୍କୁ କହିଦେବୁ କି ଏଥିରେ କିଛି ଏମିତି ତତ୍ତ୍ୱ ବି ହୋଇଥାଏ ଯାହା ଡିପ୍ରେସନକୁ ବି ଦୁର କରିଦିଏ ।

୩) ଆପଣଙ୍କୁ ଜଣେଇଦେବୁ କି ଯଦି ଆପଣଙ୍କ ଓଜନ ବଢିଛି ତେବେ ଆପଣଙ୍କ ଓଜନକୁ କମ୍ କରିବାକୁ ଚାହୁଁଛନ୍ତି ତେବେ ଏହାପାଇଁ ଆପଣ ଏଗ୍ ହ୍ୱାଇଟ୍ ମାନେ ଅଣ୍ତାର ହଳଦିଆ ଅଂଶ ବାହାରକରି ଖାଇପାରିବେ , ଏହା ଆପଣଙ୍କୁ ବହୁତ ଫାଇଦା ହେବ , ଯଦି ଆପଣ ଓଜନ ବଢାଇବାକୁ ଚାହୁଁଛନ୍ତି ତେବେ ଆପଣ ଅଣ୍ତାର ହଳଦିଆ ଭାଗ ଯେତେ ହୋଇପାରିବ ସେତେ ଖାଆନ୍ତୁ , କିନ୍ତୁ ନିଜ ସ୍ୱାସ୍ଥ୍ୟ ଓ କ୍ଷମତାକୁ ଧ୍ୟାନ ରଖିକରି,

୪) ଆପଣଙ୍କୁ ଏହା ବି କହିଦେବୁ କି ଅଣ୍ତା ଖାଇଲେ ନା କେବଳ ଆମର ବାଳ ବରଂ ଆମର ତ୍ୱଚାରେ ବି ବହୁତ ଚମକ ଆସିଯାଏ , ଏହାପାଇଁ ଆପଣ ନିୟମରୁ ସବୁଦିନ ଗୋଟେ ଅଣ୍ତା ଖାଇବାକୁ ହେବ,  ଓ ଏହା ଆପଣଙ୍କ ଫାଈଦା ବିଷୟରେ କହିଲେ ଗୋଟେ ଅଣ୍ତା ଖାଇଲେ ବୟସର ଏଜିଙ୍ଗ୍ ସମସ୍ୟା ହୁଏ ନାହିଁ , ତେବେ ଅଣ୍ତା ନା କେବଳ ସ୍ୱାଦ ବରଂ ସ୍ୱାସ୍ତ୍ୟର ସହ ବହୁତ ପ୍ରକାରର ଫାଇଦାଯୋଗାଇଥାଏ

Leave a Reply

Your email address will not be published. Required fields are marked *