February 9, 2025

Odia Express

Here, There and Everywhere

ଏକ ଛୋଟ ଜିନିଷ ଆପଣଙ୍କ ମୋଟାପା ର ଚର୍ବୀକୁ କରିଦେବ କମ୍ ..

ଆଜିକାଲି ମୋଟାପା ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଯାଇଛି, ଓ ପ୍ରାୟ ୧୦୦ ରୁ ୮୦ ପ୍ରତିଶତ ଲୋକ ନିଜ ମୋଟାପା ସମସ୍ୟାରୁ ଚିନ୍ତିତ ଅଛନ୍ତି , ଏମିତିରେ କିଛି ଲୋକ ଯିଏକି ବହୁତ ବ୍ୟସ୍ତ ରହିଥାନ୍ତି , ତାଙ୍କ ପାଖରେ ଏତେ ସମୟ ରୁହେନାହିଁ , ନହେଲେ ଆପଣଙ୍କ ମୋଟାପା କମ୍ କରିବାପାଇଁ  ବ୍ୟାୟାମ କିମ୍ବା ଯୋଗ ପରି ଜିନିଷ କରିପାରିବେ , ଏମିତିରେ ତାଙ୍କ ପାଇଁ ମୋଟାପା କମ୍ କରିବା ବହୁତ ମୁସକିଲ୍ ହୋଇଯାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଛୋଟ ଜିନିଷ ବିଷୟରେ କହିବୁ, ଯାହା ଛୋଟ ହେଲେ ବି ଆପଣଙ୍କ ମୋଟାପା କମ୍ କରିବାରେ କାମରେ ଆସିବ,  ଆଜି ଆମେ କଥା ହେବା ରାଶିର ମଞ୍ଜି ବିଷୟରେ,  ରାଶିର ମଞ୍ଜିକୁ ଆପଣ ଦେଖିଥିବେ,  ଏହା ଫାଇବର୍ ଯୁକ୍ତ ହୋଇଥାଏ , ଏହା ଭିତରେ ଭିଟାମିନ୍ ଇ, ମାଗ୍ନେସିୟମ୍ ଭରପୁର୍ ମାତ୍ରାରେ ହୋଇଥାଏ

ଯାହା ଆମର ମୋଟାପାକୁ କମ୍ କରିବାରେ ଭରପୁର୍ ସହାୟକ ଅଟେ, ଓ ଆମର୍ ପାଚନକ୍ରିୟାକୁ ସଠିକ୍ କରିବ । ଆସନ୍ତୁ ଜାଣିବା ଏହାର ବ୍ୟବହାର କିପରି କରିବା, ରାଶିର ମଞ୍ଜିକୁ ଏକ ଗିଲାସ ପାଣିରେ ରାତିସାରା ବତୁରାଇ ରଖିଦିଅନ୍ତୁ , ତାପରେ ସକାଳୁ ଉଠିକରି ଏହି ରାଶିର ମଞ୍ଜିକୁ ଖାଇନେବେ , ଓ ତାହାର ପୁରା ପାଣିକୁ ପିଇଦେବେ , ଏଥିରେ ଆପଣଙ୍କ ମୋଟାପା ଯୋଗୁଁ ବଢୁଥିବା ଚର୍ବୀରୁ ମୁକ୍ତି ମିଳିବ ।

ଦ୍ୱିତୀୟ ଜିନିଷ ଯଦି ଆପଣଙ୍କ ଆଣ୍ଠୁଗଣ୍ଠିରେ ପିଡା ହେଉଛି, ତେବେ ଆପଣ ରାଶିର୍ ମଞ୍ଜିକୁ ପେଷିଦିଅନ୍ତୁ , ଓ ସେଥିରେ ଅଦାର ଚୁର୍ଣ୍ଣ ମିଶାଇଦିଅନ୍ତୁ , ଓ ତାହାପରେ ଗରମ କ୍ଷୀର ସହ ପିଇଦିଅନ୍ତୁ , ଏହାକୁ ନିଜ ଆଣ୍ଠୁ ହେଉଥିବା ସ୍ଥାନରେ ଲଗାଇଲେ ଆଶ୍ୱସ୍ତି ମିଳିବ, ଯଦି ଆପଣ ରାଶିକୁ ପେଷିକରି ଖାଇପାରୁନାହାନ୍ତି ତେବେ ଆପଣ ଏହାକୁ ଭାଜିକରି ଖାଇପାରିବେ,  ଏହାକୁ ଖାଇବାରେ ଟିକିଏ ସ୍ୱାଦ ବି ଲାଗିବ , ଓ ସହଜରେ ଖାଇପାରିବେ , ଏହାଦ୍ୱାରା ମୋଟାପାରୁ ମୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *