ଆଜିର ସବୁଠୁ ମଜାଦାର ନୂଆ ନୂଆ ହସକଥା : ଚିକୁ ଦୋକାନୀକୁ – ଗୋରା କରିବାପାଇଁ କ୍ରିମ୍ ଅଛି କି ? ଦୋକାନୀ – ହଁ ଅଛି,ତାପରେ ଚିକୁ ଯାହା କହିଲା ଜାଣିଲେ ହସି ହସି ଆପଣ ଥକିଯିବେ..
1 min readଜୀବନରେ ଯଦି ମଜାରେ କାଟିବାର ଅଛି ତେବେ ହସିବା ଦରକାର, ବଡ ବଡ ବୀର ପୁରୁଷ ବି ଏହା କହିଛନ୍ତି କି ବ୍ୟକ୍ତି ନିଜ ଜୀବନରେ ଗୋଟେ ଦିନ ବିନା ହସି କଟାଇଦିଏ ତେବେ ସେ ନିଜ ଜୀବନରେ ଗୋଟେ ଦିନ ବ୍ୟର୍ଥ କରିଦେଇଥାଏ, ଏବେ ଆପଣ ବୁଝିପାରିଥିବେ କି ହସିବା କେତେ ଜରୁରୀ ହୋଇଥାଏ, ଆପଣଙ୍କ ପାଇଁ ଆଣିଛୁ ଏମିତି ମଜାଦାର୍ ଜୋକ୍ସ ଯାହାକୁ ପଢିଲେ ଆପଣଙ୍କ ହସ ଅଟକିବ ନାହିଁ ।
୧) ସ୍ତ୍ରୀ- ବିବାହ ପୁର୍ବରୁ ତୁମେ ବହୁତ ମନ୍ଦିର ଯାଉଥିଲ, ଏବେ କଣ ହୋଇଯାଈଛି କି ?
ସ୍ୱାମୀ- କିଛି ନାହିଁ ବାସ୍ ତୁମକୁ ବାହା ହୋଇଯାଇଛି, ଓ ମୋର ଭଗବାନଙ୍କ ଉପରୁ ଭରସା ଉଠିଯାଇଛି ।
୨) ଚିକୁ- ଦୋକାନୀକୁ- ଗୋରା କରିବାର କ୍ରିମ୍ ଅଛି ଆପଣଙ୍କ ପାଖରେ ଦୋକାନୀ- ହଁ ଅଛି , ଚିକୁ- ତାହେଲେ ଲଗାଉନ କଣ ପାଇଁ ? ତୁମକୁ ଦେଖିକରି ମୁଁ ସବୁବେଳେ ଡରିଯାଉଛି ।
୩) ସୋନୁ ଗାର୍ଲଫ୍ରେଣ୍ରକୁ –ତୁଜମେ ରବ୍ ଦିଖତା ହେଁ ୟାରା ମେଁ କ୍ୟା କରୁଁ, ଗାର୍ଲଫ୍ରେଣ୍ତ- କଣ କରିବ , ପଇସା ପକାଅ, ମୁଣ୍ତ ନୁଆଁଓ ଓ ଆଗକୁ ଚାଲ ଆହୁରି ଭକ୍ତ ଲାଇନ୍ ରେ ଅଛନ୍ତି ।
୪) କେବେ ଦୁଃଖୀ ହୋଇଥିବ ଯଦି ନିଜ ବାହାଘର ଭିଡିଓ ଚଲାଇକି ଦେଖିବେ , ଆପଣଙ୍କ ସ୍ତ୍ରୀ ଆପଣଙ୍କ ଗଳାରେ ବରଣମାଳା ପକାଇବ, ଓ ଆପଣ ଓଲଟା ଫେରା ନେବେ , ତାପରେ ଆପଣ ମଣ୍ତପରୁ ଫେରିବେ , ଓ ତାପରେ ଆମେ ନାଚିକରି ପୁଣି ଫେରିଯିବୁ ।
୫) ଜଣେ ବ୍ୟକ୍ତି ଆତ୍ମହତ୍ୟା ଉପରେ ଭାଷଣ ଝାଡୁଥିଲା , ଆତ୍ମହତ୍ୟା କରିବା ପାପ ଅଟେ, ପାଗଳାମି ଅଟେ, ଭିରୁକ ଅଟେ, ଓ ଏକ ଅପରାଧ ବି ଅଟେ, ଆତ୍ମହତ୍ୟା କରିବା ଠାରୁ ଭଲ କି ଆପଣ ନିଜକୁ ଗୁଳି କରିଦିଅନ୍ତୁ ।
୬) ଗୋଟେ କଥା ସବୁବେଳେ ମନେ ରଖିବ , ଦୁନିଆଁରେ କିଛି ମିଳୁ କି ନ ମିଳୁ, ଦୁଇଟି ଜିନିଷ ହକରେ ନେବା ଉଚିତ୍ , ଏକ ସିଙ୍ଗଡା ସହ ଏକ୍ସଟ୍ରା ଚଟଣୀ, ଦ୍ୱିତୀୟ ଗୁପ୍ ଚୁପ୍ ଖାଇବା ବେଲେ ଏକ ସୁଖିଲା ପାମ୍ପୁଡି ।
୭) ଶିକ୍ଷକ- ତୁମ ପାରା ବିଷୟରେ ସବୁ ଜାଣିଛ , ସଞ୍ଜୁ- ହଁ, ଶିକ୍ଷକ- ଭଲ କୁହ ତାହାଲେ କେଉଁ ପାରା ଉଡିପାରେ ନାହିଁ , ସଞ୍ଜୁ- ମରିଯାଇଥିବାପାରା, ଶିକ୍ଷକ- ମୁଁ ଯାହା ପରାରୁଛି ତାହାର ଜବାବ୍ ଫଟାଫଟ୍ ଦେ, ସଞ୍ଜୁ-ହଁ ସାର୍, ଶିକ୍ଷକ- ଭାରତର ରାଜଧାନୀ ନାଁ କୁହ ? ସଞ୍ଜୁ- ଫଟାଫଟ ।
୮) ସେହି ଦିନ ଆଉ ବେଶୀ ଦୁର ନାହିଁ ଯେବେ ଆମେ ରୋଡର ବସରେ ଲଗାଯାଇଥିବା ପୋଷ୍ଟର ଦେଖିବା, ୧୫ ଦିନରେ ଫେସବୁକ୍, ହ୍ୱାଟ୍ସଆପ୍ ଛାଡନ୍ତୁ , ପାଗଳ ହୋଇଥିବା ଫେସବୁକ୍ ବ୍ୟକ୍ତିକୁ ଆମର ପାଖକୁ ଆଣନ୍ତୁ, ବଣ୍ଟି ବାବା- ସବୁ ଶୁକ୍ରବାର ଓ ମଙ୍ଗଳବାର ।
୯) ଅଧ୍ୟାପକ- ଛାତ୍ରକୁ- କୁହ ତୁମେ ଇତିହାସ ପୁରୁଷରେ ସବୁଠାରୁ ଅଧିକା ଘୃଣା କାହାକୁ କରୁଛ ? ଛୁଆ- ରାଜା ରାମମୋହନ ରାୟ ଙ୍କୁ ଅଧ୍ୟାପକ- କଣପାଇଁ ? ଛୁଆ- ସେ ବାଳ ବିବାହ ବନ୍ଦ କରିଦେଲେ , ନହେଲେ ଆଜି ଆମର ସ୍ତ୍ରୀ ପିଲା ଛୁଆ ଥାନ୍ତେ ।
୧୦) ସେଇ ପୁରୁଣା ଫିଲ୍ମର ଶଶୁର ଆମକୁ କାହିଁକି ମିଳୁନାହାନ୍ତି ? ଯିଏ କହନ୍ତି କି ଇଏ ନିଅ ବ୍ଲାଙ୍କ ଚେକ୍ ଓ ଏଠୁ ପଳାଅ , ମୋର ଝିଅର୍ ଜୀବନରୁ ।
୧୧) ଅଧ୍ୟାପକ- ଗଧର ସାମ୍ନାରେ ଏକ ବୋତଲ ମଦ ରଖିଲେ ଓ ଏକ ବାଲଟି ପାଣି- ଗଧା ସବୁ ପାଣି ପିଇଗଲା, ଅଧ୍ୟାପକ ଛୁଆକୁ ପଚାରିଲା ତୁମେ କଣ ଶିଖିଲ ? ଛୁଆ- ଯିଏ ମଦ ପିଏନି ସିଏ ଗଧ ବୋଲି ।
୧୨) ନିଜ ଗାର୍ଲଫ୍ରେଣ୍ତକୁ କେବେ କନ୍ଦାଅ ନାହିଁ କାରଣ, ବହୁତ ହାରାମୀ ବସିଥାନ୍ତି , ତାଙ୍କ ଆଖିରୁ ଲୁହ ପୋଛିବାପାଇଁ ।
୧୩) ପୁଅ ଝିଅକୁ ନିଜ କାର୍ ରେ ବସାଇକରି ନେଇଯାଉଥିଲା , ଝିଅ- ଆମେ କୁଆଡେ ଯାଉଛେ ? ପୁଅ- ଲଙ୍ଗ୍ ଡ୍ରାଇଭ୍ ରେ , ଝିଅ- ବଢିଆ, ପ୍ରଥମେ କାହିଁକି କହିଲ ନାଇଁ ? ପୁଅ- ମୋତେ ଏବେ ଜଣାପଡିଲା , ଝିଅ-କେମିତି ? ପୁଅ- ବ୍ରେକ୍ ଲାଗୁନି ମୋର ।
୧୪)ମୁଁ ସେମିତି ଉଦାସ ହୋଇ ବସିକି ପାଣିରେ ପଥର ମାରୁଥିଲି, ଅଚାନକ ଏକ ବେଙ୍ଗ ବାହାରିଲା ଓ କହିଲା ପାଣିରେ ତ ଆସେ , ତୋର ଉଦାସି ବାହାର କରିଦେବି, ତୋର ବାଲି ଚକ୍କରରେ ମୋର ବାଲିର ମୁଣ୍ତ ଫଟାଇଦେଇଛୁ ।
୧୫) ଦୁଇଟି ଝିଅ ପରସ୍ପର କଥା ହେଉଥିଲେ, ପ୍ରଥମ ଝିଅ- ଆଜି ପରେ କେଉଁ ପୁଅଙ୍କୁ ବିଶ୍ୱାସ୍ କରିବିନି, ସବୁ ଶଳା ମିଛୁଆ, ଧୋକେବାଜ୍, ଓ କମିନା ହୋଇଥାନ୍ତି, ଦ୍ୱିତୀୟ ଝିଅ- କଣ ହେଲାକି ତୋର , ବୟଫ୍ରେଣ୍ତ ତୋତେ କଣ୍ କହିଲା କି? ପ୍ରଥମ ଝିଅ- ନା ନିଅନି ସେହି ମିଛୁଆର , ଧୋକେବାଜର , ମୁଁ ଆଜିପରେ ତାର ମୁହଁଦେଖିବାକୁ ଚାହୁଁନି, ଦ୍ୱିତୀୟ ଝିଅ- କଣ ହୋଇଗଲା କି କଣ ତୁମେ ତାକୁ କେଉଁ ଅନ୍ୟ ଝିଅ ସହ ଦେଖିଦେଲ କି ? ପ୍ରଥମ ଝିଅ- ଆରେ ନା, ସେ ମୋତେ ମୋର ଦ୍ୱିତୀୟ ବୟଫ୍ରେଣ୍ତ ସହ ଦେଖିଦେଲା, ଯେବେ କି ମୋତେ କଲ୍ କରି କହିଥିଲା କି ସେ କିଛି ଦିନ ପାଇଁ ସହର ବାହାରକୁ ଯାଉଛି ବୋଲି ।
୧୬) ଝିଅର ଫୋନ୍ ଆସେ ପୁଅ ପାଖକୁ, ପୁଅ- ହଁ କୁହ କେତେ ରିଚାର୍ଜ କରିବି ? ଝିଅ- ତୁମକୁ କଣ ଲାଗୁଛି ମୁଁ ତୁମକୁ ସବୁବେଳେ ରିଚାର୍ଜ କରିବାପାଇଁ ଫୋନ୍ କରୁଛି କି ? ପୁଅ- ତ ? ଝିଅ- ୨ ଟା ଭଲ ଫ୍ୟାନ୍ସସି ଡ୍ରେସ୍ କିଣିଦେଉନା ?