ମରିବା ପରେ ଆଉଥରେ ଜିବିତ ହୋଇକରି ଏହି ବୃଦ୍ଧ ବ୍ୟକ୍ତି ଶୁଣାଇଲେ ଏମିତି କାହାଣୀ ସମସ୍ତେ ହୋଇଗଲେ ଚକିତ
ପ୍ରକୃତିର ନିୟମ ଅନୁସାରେ ବ୍ୟକ୍ତି ଯଦି ଜନ୍ମ ନେଇଥାଏ ତେବେ ତାହାର ମୃତ୍ୟୁ ଶୁନିଶ୍ଚିତ ହୋଇଥାଏ, କିନ୍ତୁ ସାମାନତଃ ମନୁଷ୍ୟର ବୟସ ୭୦ ରୁ ୮୦ ବର୍ଷ ପର୍ଯ୍ୟନ୍ତ ଜଣାଯାଏ , ସେମିତି ହୋଇପାରେ କି ମଣିଷ ଆଉ ଅଧିକା କିଛି ଦିନ ଜିବିତରହିପାରେ , କିନ୍ତୁ ଏହି ଦୁନିଆଁରେ କିଛି ବି ସଂମ୍ଭବ ହୋଇପାରିବ , ହଁ ଆଜ୍ଞା ଆଜି ଯେଉଁ ମାମଲା ସାମ୍ନାକୁ ଆସିଛି, ତାହା ବିଷୟରେ ଜାଣିଲେ ସମସ୍ତେ ଚକିତ ହୋଇଯିବେ , ଏହି କାହାଣୀ ଏମିତି ଏକ ବ୍ୟକ୍ତି ଯାହାଙ୍କ ପ୍ରଶ୍ନର ଉତ୍ତର ବିଜ୍ଞାନ ପାଖରେ ବି ନାହିଁ । ଏହି ବୃଦ୍ଧଙ୍କ ସହ ଏମିତି କିଛି ହେଲା ଯାହା ଅନ୍ୟ କାହା ସହ କେବେ ହୋଇପାରିବନାହିଁ ,ହଁ ଆଜ୍ଞା କହିଦେବୁ କି ଏହି ବ୍ୟକ୍ତିର ଏହି ପରି ମୃତ୍ୟୁ ଆସିଲା କିନ୍ତୁ ସେ ମରିବାର କିଛି ସମୟ ପରେ ତାର ଶରୀରରେ ବହୁତ ଜାଗାରେ ନୀଳ ଚିହ୍ନ ହୋଇଗଲା , କିନ୍ତୁ ତାସତ୍ତ୍ୱେ ବି ସେ ଉଠି ଠିଆହେଲା, ଏମିତି ଅଚାନକ ହେବାକୁ ଲୋକେ ଡରିଗଲେ କିନ୍ତୁ ଯେବେ ସେହି ବୃଦ୍ଧ ନିଜ କଥା କହିଲା ତେବେ ସମସ୍ତେ ଚକିତ ହୋଇଗଲେ
ଆପଣଙ୍କୁ ଜଣେଇଦେବୁ କି ଏହି ମାମଲା ମଖନପୁର କ୍ଷେତ୍ରରେ ଅଟେ, ସେଠାକାର ନିବାସୀ ନଗଲା ଜ୍ଞାନ ସିଂହ ୬୫ ବର୍ଷ ପୁଅ ବାବୁରାମ ରବିବାରକୁ ସ୍ୱାସ୍ଥ୍ୟ ଅବସ୍ଥାବ୍ ବିଗଡିବାରୁ ତାଙ୍କର ମୃତ୍ୟୁ ହୋଇଗଲା , ମୃତ୍ୟୁର ତୁରନ୍ତ ପରେ ଘରଲୋକ ଶବକୁ ରଖିକରି ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରିବାକୁ ଲାଗିଲେ ଯାହାର ଖବର ମିଳିବାପରେ ଲୋକ ଓ ସହ ସଂମ୍ପର୍କୀୟ ଏକତ୍ରିତ ହୋଇଗଲେ, ଶ୍ମଶାନକୁ ନେବାପୁର୍ବରୁ ଅଚାନକ ବୃଦ୍ଧଙ୍କ ଶରୀରରେ ହଲଚଲ ହେବାକୁ ଲାଗିଲା କିନ୍ତୁ ଏହା ଦେଖିକରି ତାଙ୍କ ପରିବାର ଲୋକଙ୍କୁ କିଛି ବୁଝାପଡୁନଥିଲା, କିଛି ସମୟପରେ ବୃଦ୍ଧଙ୍କ ଜୀବନ ଫେରିଆସିଲା , ପରେ ସାମାନ୍ୟରୁପରେ ଶରୀର କାମ କରିବାକୁ ଲାଗିଲା , ପରିବାର ଲୋକେ ବୃଦ୍ଧାଙ୍କୁ ଆଉଥରେ ଜୀବିତ ହୋଇଥିବାର ଦେଖି ବହୁତ ଖୁସି ହୋଇଗଲେ ଓ ବାହାର୍ ଲୋକେ ଏହା ଦେଖିବାକୁ ସେଠାରେ ଏକତ୍ରୀତ ହୋଇଗଲେ
ବୃଦ୍ଧଙ୍କୁ ହୋସ୍ ଆସିଲା ତ ଲୋକେ ଭାବିବାକୁ ପଡିଗଲେ ବୁଧବାରକୁ ସେ ପୁର୍ଣ୍ଣରୁପେ ହୋସ୍ ରେ ଆସିଲେ , ଓ ଧୀରେ ଧୀରେ ସେ ସୁସ୍ଥ୍ୟ ହୋଇ ବସିଲେ । ସେ ବୃଦ୍ଧ ଉଠିବା କ୍ଷଣି ସେଠାରେ ଉପସ୍ଥିତ ଥିବା ପରିବାର ଲୋକ ଓ ସହସଂମ୍ପର୍କୀୟଙ୍କୁ ଯାହା କହିଲେ ସମସ୍ତେ ଚକିତ ହୋଇଗଲେ ସେ କିଛି ବୁଝିପାରୁନଥିଲେ କି ଏହା ଭଗବାନଙ୍କ କିପରି ଲୀଲା ଅଟେ, ଯେବେ ସେ ବୃଦ୍ଧଙ୍କୁ ପଚାରାଗଲା ସେ କେମିତି ଆଉଥରେ ଜିବିତ ହୋଇଗଲେ ସେ କହିଲେ କି ତିନିଜଣଲୋକ ମୋତେ ନେଇଯାଇଥିଲେ ବହୁତ ଦୁର ପାହାଡରେ ବହୁତ ପ୍ରକାର ରାସ୍ତା ହୋଇକରି ଏକ ସୁନ୍ଦର ସ୍ଥାନକୁ ନେଇଗଲେ ସେଠାରେ ଏକ ବଡ ସୁନାର ଗେଟ୍ ଥିଲା
ଗେଟ୍ ପାଖରେ ବହୁତ ପ୍ରହରୀ ଥିଲେ, ସେ ଫାଟକ ଖୋଲି ଯିବାକୁ ମନା କରିଦେଲେ , ଯେଉଁ ଲୋକ ଧରିନେଇଥିଲେ, ସେ ପ୍ରହରୀଙ୍କୁ ପାଟିକଲେ , ବହୁତ ସମୟ ଯାଏଁ ସେ ଅନୁମତି ଦେଲେ ନାହିଁ ଭିତରକୁ ଯିବାପାଇଂ ତାହା ପରେଏକ ପ୍ରହରୀ ଏକ ଗରମ୍ ଜିନିଷ ଫିଙ୍ଗିଦେଲେ ଓ ତାପରେ ଧକା ମାରିଦେଲେଏ , ସେ ସିଧା ତଳେ ପଡିଗଲା, ବୁଦ୍ଧଙ୍କ ପୁରା କାହାଣୀ ଶୁଣୀକରି ସମସ୍ତେ ଚକିତ ହୋଇଗଲେ, ବୁଦ୍ଧଙ୍କୁ ଦେଖିକରି ନାନାପ୍ରକାରର ଚର୍ଚ୍ଚା ଏବେ ହେବାରେ ଲାଗିଛି, କାହାଣୀରେ କେତେ ସତ ଏହା ଜଣାନାହିଁ ବୁଦ୍ଧ ଆଉଥରେ ଜିବିତ ହେବାର ଦେଖି ପରିବାର ଲୋକଙ୍କ ମୁହଁରେ ଏବେ ଖୁସିର ମାହୋଲ୍ ହୋଇଯାଇଛି, ଓ ଆଖପାଖର ଲୋକେ ବହୁତ ଖୁସି ଅଛନ୍ତି ।