ଏହି ତରିକାରେ ପିଅନ୍ତୁ ପାଣି, ଓ ଜୀବନସାରା ପାଇଁ ମୋଟାପାରୁ ପାଆନ୍ତୁ ମୁକ୍ତି…
ବହୁତ ଲୋକ ଏମିତି ହୋଇଥାନ୍ତି ଯିଏ ଖାଦ୍ୟ ଖାଇବା ସମୟରେ ପାଣି ପିଇଦିଅନ୍ତି , କିନ୍ତୁ ଆପଣଙ୍କୁ କହିଦେବୁ କି ଏମିତି କରିବା ଭୁଲ୍ ଅଟେ, ଏଥିରେ ମୋଟାପା ବୃଦ୍ଧି ହୋଇଥାଏ , ହଁ ଆଜ୍ଞା ଆପଣଙ୍କୁ ଖାଇବା ପରେ ପ୍ରାୟ ଦେଢ ଘଣ୍ଟାପରେ ପାଣି ପିଇବା ଦରକାର, ଆପଣଙ୍କୁ ପାଣି କିପରି ପିଇବାର ଅଛି ଏହି କଥା ଭଲରେ ଜାଣିବା ଦରକାର, ଯେପରି ଲୋକେ ବହୁତଥର ପାଣି ଗିଲାସ ଭରିଥାନ୍ତି , ଓ ମୁହଁରେ ଲଗାଇକରି ପିଇଦିଅନ୍ତି, ଏହା ଛଡା କିଛି ଲୋକ ମୁହଁ ଖୋଲି ପାଣିକୁ ଉପରୁ ପକାଇ ପିଅନ୍ତି, କହିଦେବୁ କି ପାଣି ପିଇବାର ଏହି ଦୁହେଁ ତରିକା ଭୁଲ୍ ଅଟେ, ଯଦି ଆପଣ ସେମିତି ଗୋଟେ ଥରରେ ପାଣିପିଇନିଅନ୍ତି , ତେବେ ତିନୋଟି ରୋଗ ହୋଇ ପାରେ , ପ୍ରଥମେ ଆପେଣ୍ତିକ୍ସ, ଦ୍ୱିତୀୟଟି ହେଲା ହାର୍ଣିଆ, ଓ ତୃତୀୟଟି ହେଲା ହାଇଡ୍ରୋସିଲ୍ । ହାର୍ନିଆ ଅଧିକା ସେହି ଲୋକଙ୍କୁ ହୋଇଥାଏ ଯିଏ ଏକାବେଲେ ପାଣିପିଅନ୍ତି , ସେହି ଯାହା ହାଇଡ୍ରୋସିଲ୍ ଅଟେ, ଯାହା ଅଧିକା ପୁରୁଷଙ୍କ ମଧ୍ୟରେ ଦେଖାଯାଏ
ଏମିତିରେ ମନରେ ଏହି ପ୍ରଶ୍ନ ଆସୁଥିବ କି ପାଣି ପିଇବାର ସଠିକ୍ ତରିକା କେଉଁଟା, ତେବେ ଆମେ ଆପଣଙ୍କୁ କହିଦେବୁ କି ଆୟୁର୍ବେଦରେ ପାଣି ପିଇବାର ଏକ ଭଲ ତରିକା କୁହାଯାଇଛି, ହଁ ଆଜ୍ଞା ଏହାର ଅନୁସାରେ ଆପଣଙ୍କୁ ସେମିତି ପାଣି ପିଇବାର ଅଛି ଯେପରି ଆପଣ ଚାହା ପିଅନ୍ତି, ମାନେ ଆସ୍ତେ ଆସ୍ତେ କରି ପିଇବାର ଅଛି । କହିଦେବୁ କି ଯେଉଁ ଲୋକ ଆସ୍ତେ ଆସ୍ତେ ପାଣି ପିଅନ୍ତି , ତାଙ୍କୁ ଜୀବନରେ କେବେ ମୋଟାପା ସାମ୍ନା କରିବାକୁ ପଡିବନାହିଁ , ହଁ ଆଜ୍ଞା ଓଜନ ବଢିବ ନାହିଁ, ସେତିକି ରହିବ , ଏହା ଛଡା ଛଅରୁ ସାତ ମାସ ମଧ୍ୟରେ ଆସ୍ତେ ଆସ୍ତେ କରି ପାଣିପିଇଲେ ଆପଣଙ୍କ ବଢୁଥିବା ଓଜନ କମ୍ ହୋଇଯିବ୍ ଆପଣଙ୍କ ଓଜନ ଧୀରେ ଧୀରେ ବଢୁଛି ତ ଏହାକୁ କମ୍ କରିବାରେ ସମୟ ଲାଗିବ
ସେମିତି ଯଦି ଆପଣଙ୍କ ଓଜନ ଅଧିକା ନାହିଁ ତେବେ ଆପଣଙ୍କୁ ଚିନ୍ତା କରିବାର କିଛି ବି ଦରକାର ନାହିଁ, କାରଣ ଆଅଣଙ୍କ କେବଳ ଏତିକି ଓଜନ କମ୍ ହେବ , ଯେତେ ବଢିଛି, ତାପରେ ଆପଣ ସ୍ଥିର ହୋଇଯିବେ ।ଏହା ଛଡା ଆଉ ଏକ ଏହାର ଫାଇଦା ଅଛି କି ଏଥିରୁ ସାତ ଦିନରେ ଆପଣଙ୍କ ଆଣ୍ଠୁଗଣ୍ଠିର ପୀଡା କମ୍ ହୋଇଯିବ, ଏହା ସହ ଏଡି ଓ ଜଏଣ୍ଟ୍ ପେନ୍ ବି କମ୍ ହୋଇଯିବ , କହିଦେବୁ କି ଏଥିରେ ସକାଳୁ ମୁଣ୍ତ ବିନ୍ଧା, ଚକ୍କର ଆସିବା ଆସି ସବୁ ରୋଗ ଦୁର ହୋଇଯିବ , ସେମିତି ଆମେ ଆଶା କରୁଛୁ କି ଆପଣଙ୍କ ଜୀବନରେ କିଛି ବି ରୋଗ ନହେଉ, କିନ୍ତୁ ଆପଣ ନିଜ ଖାଦ୍ୟପରେ ପାଣିପିଉଥିଲେ , ତେବେ ଏମିତି କରନ୍ତୁ ନାହିଁ , ପାଣିକୁ ଏକାସାଙ୍ଗେ ପିଅନ୍ତୁ ନାହିଁ