October 10, 2024

Odia Express

Here, There and Everywhere

ଆଜିର ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର – କେଉଁ ଗଛରୁ ଝୁଣା ମିଳିଥାଏ ? କାହା ଦ୍ଵାରା ମ୍ୟାଲେରିଆ ରୋଗ ଆମ ଶରୀରକୁ ବ୍ୟାପିଥାଏ ?ସଠିକ ଉତ୍ତର ଦେଲେ ଆପଣ ଅଟନ୍ତି ବୁଦ୍ଧିମାନ

1 min read

ଆଜି ଏଠାରେ ଆମେ ବିଜ୍ଞାନ ସମ୍ବନ୍ଧୀୟ ସାଧାରଣ ଜ୍ଞାନ ଭିତ୍ତିକ ୧୫ ଟି ଚତୁର ପ୍ରଶ୍ନ ଓ ଉତ୍ତର ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଯଦି ଆପଣଙ୍କ ପିଲା କିମ୍ବା ଆପଣ ନୂଆ ନୂଆ ସବୁଦିନ ଶିକ୍ଷା ନେବା ପାଇଁ ଆଗ୍ରହୀ ତେବେ ନିଶ୍ଚୟ ଆମକୁ ଲାଇକ କରିବେ ଓ ଆପଣଙ୍କ ଘରେ ପାଠ ପଢ଼ୁଥିବା ପିଲାମାନଙ୍କ ସହ ଏହି ପ୍ରଶ୍ନ ଉତ୍ତର ଗୁଡିକ ଆଲୋଚନା କରିବେ |ତେବେ ଏହା ଦ୍ଵାରା ପିଲାଙ୍କ ଜ୍ଞାନ ରେ ବୃଦ୍ଧି ହେବ |ତେବେ ଚାଲନ୍ତୁ ଏପରି କିଛି ପ୍ରଶ୍ନ ଉତ୍ତର ଆରମ୍ଭ କରିବା

ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୧:-କିଏ ହଇଜା ରୋଗର ବାହକ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମାଛି।

ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୨:-କାହାଦ୍ୱାର ମ୍ୟାଲେରିଆ ରୋଗ ଆମ ଶରୀରକୁ ବ୍ୟାପିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମଶା।

ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୩:-ବାତଜ୍ଵର ରୋଗର ବାହକ କିଏ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମଶା।

ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୪:-ବାୟୁପ୍ରଦୂଷଣରୁ କେଉଁ ରୋଗ ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶ୍ୱାସରୋଗ।

ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୫:-ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୂଳ।

ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୬:-ଉଦ୍ଭିଦର କେଉଁ ଅଂଶ ତାର ରୋଷେଇ ଘର ଭାବରେ ପରିଚିତ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପତ୍ର।

ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୭:-କେଉଁ ଗଛରୁ ଝୁଣା ମିଳିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶାଳ ଗଛ।

ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୮:-କେଉଁଥିରୁ ମୁକ୍ତା ମିଳିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶାମୁକା।

ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୯:-ପଦାର୍ଥର କେତେଟି ଅଵସ୍ଥା ରହିଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୩ ଟି।

ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୦:-ଆୟୋଡିନ ପଦାର୍ଥର କିପରି ଅଵସ୍ଥା ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କଠିନ।

ଏବେ ଆମେ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୧:-ଲୁହାର କେଉଁ ଗୁଣ ଯୋଗୁଁ ସେଥିରୁ ଯନ୍ତ୍ରପାତି ତିଆରି ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନମନୀୟତା ଗୁଣ ଯୋଗୁଁ।

ଏବେ ଆମେ ଜାଣିବା ବାର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୨:-ଧ୍ରୁବତାରା ଚାରିପଟରେ କିଏ ଘୁରୁ ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସପ୍ତର୍ଷି ମଣ୍ଡଳ।

ଏବେ ଆମେ ଜାଣିବା ତେର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୩:-କୀଟ ପତଙ୍ଗ ମାନଙ୍କର କେତେଟି ଗୋଡ଼ ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୬ ଟି।

ଏବେ ଆମେ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୪:-ପିମ୍ପୁଡି କାମୁଡି ଦେଲେ କେଉଁ ଏସିଡ କାରଣରୁ ସେ କାମୁଡି ଥିବା ଜାଗା ଫୁଲି ଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଫରମିକ ଏସିଡ।

ଏବେ ଆମେ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୫:-ତାରା ମାନଙ୍କ ମଧ୍ୟରେ କେଉଁ ଗ୍ୟାସ ଭରି ରହିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଉଦଯାନ ଗ୍ୟାସ।

ଏହା ଥିଲା କେତେକ ବିଜ୍ଞାନ ସମ୍ବନ୍ଧୀୟ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।

Leave a Reply

Your email address will not be published. Required fields are marked *