September 9, 2024

Odia Express

Here, There and Everywhere

ବାସ୍ତୁ ଶାସ୍ତ୍ର ଅନୁସାରେ ଆଲମୀରାକୁ ଭୁଲରେ ରଖନ୍ତୁ ନାହିଁ ଏହି ଦିଗରେ , ନହେଲେ ହୋଇପାରେ ବଡ ଅନର୍ଥର୍ କାରଣ

ଆଜି ଆମେ ଆପଣଙ୍କୁ କିଛି ଏମିତି ଜିନିଷ ବିଷୟରେ କହିବୁ ଯାହା ସାଧାରଣତଃ ସବୁ ଘରେ ମିଳିଥାଏ , କିନ୍ତୁ ବହୁତଥର ଏହି ଜିନିଷ ଘରର ଏପରି ଦିଗରେ ହୋଇଯାଏ , ଯାହା ଘରେ ନକରାତ୍ମକ ଉର୍ଜାର ବାସ ହୋଇଥାଏ, ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ ଘରର ସବୁଠାରୁ ଖାସ୍ ଜିନିଷ ରଖିବା ସମୟରେ ଆପଣଙ୍କୁ କେଉଁ ସାବଧାନତା ରଖିବା ଉଚିତ୍ , ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ରଖିଥିବା ଜିନିଷର ପ୍ରଭାବ ଘରର ବାତାବରଣ ଓ ଲୋକଙ୍କ ଉପରେ ପଡିଥାଏ , ଏଥିପାଇଁ ଘରେ କିଛି ବି ରଖିବା ସମୟରେ ଦିଗଓ ଦଶା ଦୁହେଁଙ୍କୁ ଦାୟିତ୍ୱ ରଖିବାର ଅଛି । ଆଜି ଆମେ ଏଠାରେ ଘରର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଜିନିଷ ମାନେ ଆଲମୀରା କଥା କହିବୁ, ଏବେ ଆଲମୀରା ବ୍ୟବହାର ସିନ୍ଦୁକ ବିଷୟରେ କଥା ହେବା, ଏବେ ଆଲମୀରା ବ୍ୟବହାର ସିନ୍ଦୁକ ରୁପରେ କରାଯାଇଥାଏ

ହଁ ଆଜ୍ଞା ବହୁତ ଥର ଅଲଗା ରୁ ଲକର୍ କିମ୍ବା ସିନ୍ଦୁକ ନହେବା ଉପରେ ଆମେ ଆଲମୀରାରେ ପଇସା ରଖିଦେଉ, ଏଥିପାଇଁ ଏହି ଘରର ମୁଖ୍ୟ ଜିନିଷ କହିବା ଭୁଲ୍ ହେବ ନାହିଁ , ସେମିତି ବହୁତଥର ଦେଖିଥିବେ କି ଘରର ଆଲମୀରା ରଖିବା ସମୟରେ ଆମର ମନରେ ନାନାପ୍ରକାରର୍ ବିଚାର ଆସିଥାଏ , ଯେପରି ଆଲମୀରା କେଉଁ ଦିଗରେ ଫିଟ୍ ହେବ , କିମ୍ବା କେଉଁ କୋଣରେ ଭଲ ଲାଗିବ ଆଦି ସବୁର ଦାୟିତ୍ୱ ମନରେ ଆସିଥଏ , ଆମେ ଆପଣଙ୍କୁ କହିଦେବୁ କି ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି କୁହାଯାଏ କି ଯଦି ଆପଣଙ୍କ ଘରେ ସୁଖ ଶାନ୍ତ ବାତାବରଣ ରଖିବାକୁ ଚାହୁଁଛନ୍ତି ତେବେ ଆଲମୀରାକୁ ପୁର୍ବ ଦିଗରେ ରଖିବା ଉଚିତ୍ ।

ଏହା ଛଡା ଯଦି ଆପଣ ଧନର ପ୍ରାପ୍ତି କରିବାକୁ ଚାହୁଁଛନ୍ତି ତେବେ ଆଲମୀରାକୁ ଉତ୍ତର ଦିଗରେ ରଖିପାରିବେ , ଏହା ସହ ଏହା ସବୁଠାରୁ ମହତ୍ତ୍ୱପୁର୍ଣ୍ଣ କଥା ଏହା କି ଆଲମୀରାକୁ ଭୁଲରେ ବି ପଶ୍ଚିମ ଦିଗରେ ରଖିବେ ନାହିଁ , ହଁ ଆଜ୍ଞା କହିଦେବୁ କି ଘରେ କଳହ ହୋଇଥାଏ ଏଇ ଦିଗରେ ରଖିଲେ ଓ ଏହାର ପ୍ରଭାବ ଲୋକଙ୍କ ଉପରେ ବି ପଡିଥାଏ , ଏହା ସହ ଏହି କଥାକୁ ଧ୍ୟାନରେ ରଖିବେ କି ଘରର ଉତ୍ତର ଦକ୍ଷିଣ ଦିଗ ସବୁବେଳେ ସଫା ସୁତୁରା ରହୁ, ଯାହା ଦ୍ୱାରା କିଛି ଅଶୁଦ୍ଧ ବାତାବରଣ ଉତ୍ପନ୍ନ ନ ହୋଇପାରୁ ।

Leave a Reply

Your email address will not be published. Required fields are marked *