September 13, 2024

Odia Express

Here, There and Everywhere

ଏହି ଖାସ୍ ତରିକାରୁ ଚଢାନ୍ତୁ ଶିବଲିଙ୍ଗ ଉପରେ ଜଳ, ତାପରେ ଦେଖନ୍ତୁ ଶିବଜୀଙ୍କ ଚମତ୍କାର..

ସେମିତି ହିନ୍ଦୁ ଧର୍ମରେ ନାନାପ୍ରକାର ଦେବୀ ଦେବତା ରହିଥାନ୍ତି , ପ୍ରାୟତଃ ଏକ ଗଣନା ମୁତାବିକ ହିନ୍ଦୁ ଧର୍ମରେ ପ୍ରାୟ ୩୩ କୋଟି ଦେବାଦେବୀ ଅଛନ୍ତି , କିନ୍ତୁ ଏଥିରେ କିଛି ଦେବୀ ଦେବତା ଅଛନ୍ତି ଯାହା ସବୁଠାରୁ ଅଧିକା ପପୁଲାର୍ ହୋଇଥାନ୍ତି , ଲୋକେ ଅଧିକାଂଶ ତାଙ୍କୁ ମାନିବା ପସନ୍ଦ କରନ୍ତି , ଏମିତିରେ ଏକ ପ୍ରସିଦ୍ଧି ପାଇଥିବା ଭଗବାନ ଅଟନ୍ତି ଶିବଜୀ, ଆପଣ ତ ଦେଖିଥିବେ କି ବହୁତ ସାରା ଲୋକ ସୋମବାରକୁ ଶିବମନ୍ଦିର ଯାଇଥାନ୍ତି , ଶିବ ଭଗବାନଙ୍କୁ ନେଇକରି ଲୋକଙ୍କର ଭାବନା ବହୁତ ଅଧିକା ହୋଇଥାଏ , ଏମିତି କୁହାଯାଏ କି ଯିଏ ବି ଥରେ ଶିବଙ୍କୁ ପ୍ରସନ୍ନ କରିଦେଲ୍ ତାଙ୍କ ଜୀବନରେ କିଛି କ୍ଷଣରେ ଦୂଃଖ ଦୁର ହୋଇଯିବ । ଶିବଙ୍କୁ ପ୍ରସନ୍ନ କରିବାପାଇଁ ଲୋକେ ସବୁଦିନ ଜଳ ଅର୍ପଣ କରିଥାନ୍ତି , ଶିବ ମନ୍ଦିର ଯାଇକରି ଶିବଙ୍କୁ ଜଳ ଚଢାଇବା ସବୁଠାରୁ ପୁରୁଣା ପରମ୍ପରାରୁ ଗୋଟିଏ ଅଟେ ,ଏମିତି କୁହାଯାଏ କି ଶିବଙ୍କୁ ଜଳ ଚଢାଇଲେ ମନୋକାମନା ପୁରା ହୋଇଥାଏ,  କିନ୍ତୁ କଣ ଆପଣ ଜାଣିଛନ୍ତି କି ଯଦି ଆପଣ ଶିବଙ୍କୁ ଏହି ଖାସ୍ ତରିକାରେ ଜଳ ଚଢାଇବେ ତେବେ ଆପଣଙ୍କୁ ବହୁତ୍ ଜଲଦି ଅଧିକା ଲାଭ ମିଳିବ ।

୧) ଏମିତି କୁହାଯାଏ କି ଯେଉଁ ବ୍ୟକ୍ତି ସୁର୍ଯ୍ୟଦୟ ହେବା ପୁର୍ବରୁ ଶିବଙ୍କୁ ଜଳ ଚଢାଇଥାନ୍ତି ତାଙ୍କ ମନୋକାମନା ଜଲଦି ପୁରା ହୋଇଯାଏ , ଏହାର କାରଣ ଶିବଙ୍କୁ ଏମିତି ଭକ୍ତକୁ ବହୁତ ଭଲ ପାଆନ୍ତି , ଯିଏ ସୁର୍ଯ୍ୟ ଉଦୟ ହେବାପୁର୍ବରୁ ଉଠିକରି ସ୍ନାନ କରିଦିଅନ୍ତି , ଏହି ସମୟ ସ୍ନାନ କରିବା ସବୁଠାରୁ ଅଧିକା ପବିତ୍ର ହୋଇଥାଏ , ସୁର୍ଯ୍ୟଙ୍କ କିରଣରେ ବହୁତ ହାନିକାରକ କିରଣ ହୋଇଥାଏ , ଯାହା ଆପଣଙ୍କ ଦ୍ୱାରା ଚଢାଉଥିବା ଜଳକୁ ଅପବିତ୍ର କରିଦେଇଥାଏ , ଏଇ କାରଣରୁ ସୁର୍ଯ୍ୟଦୟ ହେବା ପୁର୍ବରୁ ଚଢାଯାଇଥିବା ଜଳ ଅଧିକା ଫାଈଦା ହୋଇଥାଏ ।

୨) ଶିବଙ୍କୁ ଜଳ ଚଢାଇବା ସମୟରେ ଯଦି ସେଥିରେ ମହୁ ଓ କ୍ଷୀରର କିଛି ବୁନ୍ଦା ମିଶାଇଦିଆଯାଏ ତେବେ ବହୁତ ଅଧିକା ଲାଭ ହୋଇଥାଏ , ଯେଉଁଠି ଗୋଟେ ପଟେ ଧଳା ରଙ୍ଗ କ୍ଷୀର ଆପଣଙ୍କ ଜୀବନରେ ସୁଖ ଶାନ୍ତି ଆଣିଥାଏ , ସେମିତି ମହୁ ଚଢାଇଲେ ଆପଣଙ୍କ ଜୀବନରେ ସବୁ ଚିନ୍ତା ଦୁର କରିଦିଏ , ଯଦି ଆପଣ ଶିବଙ୍କୁ ନିଜ ପ୍ରେମୀ କିମ୍ବା ଜୀବନସାଥୀଙ୍କ ମନୋକାମନା କରୁଛନ୍ତି ତେବେ ଏଥିରେ କ୍ଷୀର ଓ ମହୁ ଅତିରିକ୍ତ ଟିକିଏ କେଶର ମିଶାଇଦେବେ , ଏହି ପରି ଯେବେ ଆପଣ କେଶରଯୁକ୍ତ ଜଳରୁ ଅଭିଷେକ କରିବେ ତେବେ ପ୍ରେମ ସଂବନ୍ଧିତ ସମସ୍ୟା ଜଲଦି ସମାଧାନ ହୋଇଯୀବ ।

୩) ବହୁତ ଲୋକ ଶିବଙ୍କୁ ଜଳ ଚଢାଇବାପରେ ହାତ ଯୋଡି ବାହାରକୁ ଆସନ୍ତି , କିନ୍ତୁ ଯଦି ଆପଣ ଜଳ ଚଢାଇବା ପରେ ସେଠାରେ କିଛି ସମୟ ରହି ଶିବଙ୍କୁ ଆରଧନା କରନ୍ତି ତେବେ ଆପଣଙ୍କୁ ଅଧିକା ଲାଭ ହେବ , ତାହା ସହ ଯଦି ସଂମ୍ଭବ ହେଉଛି ତେବେ ଜଳ ଚଢାଇବାପରେ ଶିବଙ୍କର ଚାଳିଶା ପାଠ କରିବା ଲାଭଦାୟକ ହୋଇଥାଏ ।

୪) ଯଦି ଆପଣ ସୋମବାର ଦିନ ଶିବଙ୍କୁ ଜଳ ଅର୍ପଣ କରନ୍ତି ତେବେ ସେହି ଦିନରେ ତାଙ୍କ ନାଁର୍ ବ୍ରତ ରଖନ୍ତି , ତେବେ ଏହି କଥାକୁ ଧ୍ୟାନ ରଖିବେ କି ଶିବଙ୍କୁ ଜଳ ଚଢାଇବାପୁର୍ବରୁ କିଛି ଖାଇବେ ନାହିଁ,  ପ୍ରଥମେ ଜଳ ଅର୍ପଣ କରି ତାପରେ ଜଳଖିଆ କରିପାରିବେ ।

୫) ଶିବଙ୍କୁ ଜଳ ଅର୍ପଣ କରିବାପରେ ଆପଣଙ୍କ ମନ ବିଲକୁଲ୍ ସଫା ଓ ଶାନ୍ତ ହେବା ଜରୁରୀ, ଯଦି ଆପଣଙ୍କ ମନ ବିଚଳିତ ହେଉଛି, ମନରେ ଭ୍ରାନ୍ତି ଆସୁଛି , ତେବେ ଜଳ ଚଢାନ୍ତୁ ନାହିଁ ନହେଲେ ଫାଈଦା ପରିବର୍ତ୍ତେ କ୍ଷତି ହୋଇପାରେ ।

Leave a Reply

Your email address will not be published. Required fields are marked *